ସନ୍ତୋଷ କୁମାର ମହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡରେ ସମ୍ମାନିତ ହେଲେ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଅଞ୍ଚଳର ଜଣେ ଉଚ୍ଚ କୋଟିର ପ୍ରତିଭା ସନ୍ତୋଷ କୁମାର ମାହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଯାହାକୁନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭୁବନେଶ୍ୱର ସ୍ଥିତ ଜୟଦେବ!-->…
Read More...
Read More...