Monthly Archives

September 2024

ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା : ୧୦ ଗୁରୁତରଙ୍କୁ ବଲାଙ୍ଗିର ସ୍ଥାନାନ୍ତର

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ଅକ୍ଷଚଇଟା ସମୟରେ ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁଇଟି ଅଟୋ ଓ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ସମସ୍ତ ଆହତଙ୍କୁ ଟିଟିଲାଗଡ଼
Read More...

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ, ୨ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ ନଂ. ଓଡି-୦୩-ୱାଇ- ୪୪୬୪ ଯୋଗେ
Read More...

ସାପଲହର ସେବାଶ୍ରମରେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା : ରାସ୍ତା କଡ଼ରେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାଁରେ ଥିବା ସାପଲହର ସେବାଶ୍ରମର ଛାତ୍ରୀବାସରେ ରହି ପାଠପଢୁଥିବା ୧୧୪ ଜଣ ଛାତ୍ରୀ ଓ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପାଠପଢ଼ା ହେଉଥିବା ୧୮୬ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କର ପାଠପଢା ପାଇଁ ଜଣେ ପ୍ରଧାନ
Read More...

ଲୋକ ଉନ୍ନତି ସଂଗଠନ ତରଫରୁ ବାଲ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମପଂଚାୟତର ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ଏକ ବାଳ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଗଲା । ଏହି ବାଳଗ୍ରାମ ସଭାରେ ଚଙ୍ଗରିଆ ଗ୍ରାମ ପଂଚାୟତର ଛାତ୍ର ହିମାଂଶୁ ସରାଫ ସଭାପତିତ୍ୱ କରିଥିଲେ । ବାଳ ଗ୍ରାମ
Read More...

ହରଭଙ୍ଗା ସ୍କୁଲରେ ବଜ୍ରପାତ ସଚେତନତା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ହାନି କ୍ରମାଗତ ଭାବରେ ହେଉଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର
Read More...

ଚାବରିପାଲି ଗାଁରେ ହାତୀ ଆତଙ୍କ : ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହାତୀ ନେଲା ଜୀବନ । ହାତୀ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ । ପୁଅବୋହୁ ନିଜ ଜୀବନ ବଞ୍ଚାଇବା ପାଇଁ ବାପା ମାଁଙ୍କୁ ଛାଡି ଲୋକଙ୍କ ସାହାଯ୍ୟ ପାଇଁ ଗାଁ ମୁଖ । ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଚାବରିପାଲି ଗାଁରେ ୨ ବୃଦ୍ଧ ବୃଦ୍ଧା ଘରେ ଶୋଇଥିବା
Read More...

ବିଶ୍ୱ ନଡ଼ିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୨ରେ 'ବିଶ୍ୱ ନଡ଼ିଆ ଦିବସ' ପାଳନ କରାଯାଏ । ନଡ଼ିଆ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଷ୍ମ ମଣ୍ଡଳୀୟ ଲାଭକାରୀ ଫସଲ । ନଡ଼ିଆ ଗଛର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ବୋଲି କୁହାଯାଏ । ଆରବ ନାବିକ ମାନଙ୍କ ମାଧ୍ୟମରେ ଭାରତ ସମେତ
Read More...

ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସଭ୍ୟ ସଭ୍ୟା ତଥା ଜନସାଧାରଣଙ୍କୁ ନେଇ ଡକ୍ଟର ପ୍ରକାଶ କୁମାର ଦାସ ଓ ଅନ୍ୟ ଜଣେ ସ୍ୱାସ୍ଥ୍ୟ ପରିକ୍ଷିକା ସଙ୍ଗୀତ ପଟେଲଙ୍କ ତତ୍ତ୍ଵାବଧାନରେ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ : ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର : ସାରା ଓଡ଼ିଶାରେ ଏବେ ଭିଜିଲାନ୍ସ ବିଭାଗ ଏକ୍‌ଟିଭ୍‌ ମୋଡ଼୍‌ରେ ରହିଥିବା ବେଳେ ଦୁର୍ନୀତିଖୋର୍‌ ଅଧିକାରୀଙ୍କ ଭିତରେ ଛନକା ପଶିଯାଇଛି । ବେଆଇନ୍‌ ଭାବେ ଗଦା ଗଦା ସଂପତ୍ତି ଠୁଳ କରିଥିବା ଅଧିକାରୀଙ୍କ ନିଦ ହଜାଇ ଦେଇଛି ଓଡ଼ିଶା ଭିଜିଲାନ୍ସ ବିଭାଗ । ଲଗାତାର ଭାବେ ମାଳ ମାଳ
Read More...

ପରକୀୟା ପ୍ରୀତି ପାଇଁ ପ୍ରାଣ ହରାଇଲେ ଯୁବକ

କଣାସ : କେନାଲ ବନ୍ଧ ଉପରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣକ ନୀଳକଣ୍ଠ ପାଇକରାୟ (୨୬) ବୋଲି ଜଣାପଡ଼ିଛି । ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଗତ ଯେ, ରବିବାର ବିଳମ୍ବିତ ରାତିରେ ନୀଳକଣ୍ଠ ତାଙ୍କ ଘରେ ଥିବା ବେଲେ ତାଙ୍କୁ ଫୋନକରି
Read More...