Monthly Archives

September 2024

ସ୍ୱଭାବ କବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପାଂଚାୟତ ହାଇସ୍କୁଲ, ମାୟାବର୍ହା ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗଙ୍ଗାଧରଙ୍କ ଅମର
Read More...

ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ପ୍ରବଳ ବର୍ଷା

ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ତଥା ପାଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଆଣିବ ବଡ଼ ବର୍ଷା । ତେବେ ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ । ଦକ୍ଷିଣରୁ ଉପକୂଳ ଓଡ଼ିଶା
Read More...

ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ଜଣେ ମୃତ, ୪ ଆହତ

ବାରିପଦା : ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି । ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ୍‌ ପେଟ୍ରୋଲ ପମ୍ପ ସାମ୍ନାରେ ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।
Read More...

ବ୍ୟାପାରିକ ବା ବାଣିଜ୍ୟିକ ନୌସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୩ରେ ବ୍ୟବସାୟୀକ ବା ବ୍ୟାପାରିକ ନୌସେନା ଦିବସ ଉତ୍ସାହଜନକ ଭାବରେ ପାଳନ ହୁଏ । ବ୍ୟବସାୟୀକ ନୌସେନାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏହା ଏକ ସମ୍ମାନ ଏବଂ ସ୍ୱୀକୃତିର ଦିବସ ଅଟେ । ବାଣିଜ୍ୟିକ କାର୍ଯ୍ୟକଳାପରେ କାର୍ଗୋ ବା
Read More...

ଦେଓଗାଁ ବ୍ଳକ ଧଣ୍ଡାମାଲରେ ଜନଶୁଣାଣୀ, ୨୫୩ ଜଣ ପଞ୍ଜିକୃତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ୧୧ଟା ସମୟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧଣ୍ଡାମାଲ ପଞ୍ଚାୟତର ଧଣ୍ଡାମାଲ, ଡଙ୍ଗରପଡ଼ା, ଅନ୍ତର୍ଲା, ପିପଲପଦର ଓ ବିଲାଶପୁର ଗାଁର ୨୫୩ ଜଣ ଅଭିଯୋଗରେ
Read More...

ଦେଓଗାଁ ବ୍ଲକରେ ସୁଭଦ୍ରା ଯୋଜନାକୁ ନେଇ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୩ଟା ସମୟରେ ଦେଓଗାଁ ବ୍ଲକ ସଭା କକ୍ଷରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ ଠିକ ଭାବେ ଠିକ ସମୟରେ ପଞ୍ଜିକରଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଥିବା
Read More...

ଦେଓଗାଁ ବ୍ଳକସ୍ତରୀୟ ଖେଳକୁଦ ଶିବିରରେ ୫୬ଟି ସ୍କୁଲରୁ ଯୋଗଦେଲେ ୩ ଶହ ଛାତ୍ରଛାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଳକସ୍ତରୀୟ ଖେଳକୁଦ ଶିବିରର ଖୋକୋ ଖେଳ ପ୍ରତିଯୋଗିତା ବଡବାହାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ
Read More...

ଯୁବକବି ସୁଜିତ କୁମାର ଶତପଥିଙ୍କୁ “ନୁରା” ପାଇଁ ଡ଼ଃ. ନୀଳମାଧବ ପାଣିଗ୍ରାହୀ ସମ୍ମାନ

ବଲାଙ୍ଗିର , (କେପିଏନ୍‌ଏସ୍‌) : ଗତ ସେପ୍ଟେମ୍ବର ତା. ୦୧/୦୯/୨୦୨୪ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରରେ ଅନୁଷ୍ଠିତ ୧୬୩ ତମ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ କୋଶଲୀ କବିତା ସଂକଳନ "ନୁରା" ପାଇଁ ଯୁବକବି ସୁଜିତ କୁମାର ଶତପଥିଙ୍କୁ ମର୍ଯ୍ୟାଦାଜନକ ଡ଼ଃ. ନୀଳମାଧବ ପାଣିଗ୍ରାହୀ
Read More...

ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ "ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ " ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ
Read More...

ଦେବଙ୍ଗ ଗ୍ରାମରେ ବସ୍ତ୍ରାଣୀ ଫାର୍ମର ପ୍ରଡ୍ୟୁସର କଂପାନୀ ଲିମିଟେଡର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ଗ୍ରାମର ଫୁଟବଲ ପଡ଼ିଆରେ ସୋମବାର ବସ୍ତ୍ରାଣୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଦ୍ୱାରା ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...