Monthly Archives

September 2024

ଦୁର୍ନୀତି, ଭ୍ରଷ୍ଟାଚାର, ମଦ ମୃତ୍ୟୁ ବିରୋଧରେ ଛତ୍ରପୁର ସହରରେ ଫର୍‌ୱାର୍ଡ଼ ବ୍ଲକର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ । ଦେଶର କୃଷକ ତଥା ଚାଷୀ ସମାଜ ନିଜର ଝାଳ ବୁହା କଷ୍ଟ-ଉପାର୍ଜିତ
Read More...

ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପ୍‌ରେସନ୍‌ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପ୍‌ରେସନ୍‌ ବେଳେ ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ
Read More...

ନିଶା ବଟିକା ଓ କଫ ସିରଫ ବିକ୍ରି ଅଭିଯୋଗରେ ଔଷଧ ଦୋକାନ ମାଲିକ ଗିରଫ : କୋର୍ଟ ଚାଲାଣ

ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍‌ଡ଼ିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସନ୍ଧ୍ୟାରେ ସର୍ଗିଗୁଡ଼ା ନିକଟସ୍ଥ ବଜାଜ ସୋ'ରୁମ୍‌ ପାଖରେ ଥିବା ଆଇସା ଔଷଧ ଦୋକାନରେ ଏଗ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ଚଢ଼ାଉ କରାଯାଇଥିଲା
Read More...

ବିଭିନ୍ନ ଦାବି ନେଇ ସି.ପି.ଆଇ.ଏମ୍‌ର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ବ୍ୟାପକ ଭାବରେ ବଢୁଥିବା ଡେଙ୍ଗୁର ତଡିତ ପ୍ରତିକାର ପାଇଁ ପ୍ରଶାସନ ପଦକ୍ଷେପ ନେବା, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା, ଥଇଥାନ ନ କରି ବସ୍ତି ଉଛେଦ ବନ୍ଦ କରିବା ଓ ସରକାର
Read More...

ଗୋଚର ଜମି ଉଚ୍ଛେଦ ପ୍ରତିବାଦରେ ତହସିଲ ଅଫିସରେ ଗ୍ରାମବାସୀଙ୍କ ଧାରଣା : ପ୍ରତିଶୃତି ପରେ ତହସିଲଦାର ଓ ଥାନା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଭଦ୍ରା ପଞ୍ଚାୟତ ଅଧୀନ ସ୍ଥିତ ଖାସବାହାଲ ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଜବର ଦଖଲ କରିଥିବା ପ୍ରତିବାଦରେ ଗ୍ରାମବାସୀମାନେ ସଇଁତଲା ତହସିଲ ଅଫିସ ଠାରେ ଧାରଣାରେ ବସିଥିଲେ । ଘଟଣାର ଖବର ପାଇଁ ସଇଁତଲା ତହସିଲଦାର ଆଶିଷ
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ ଅବସରରେ ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ
Read More...

ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା
Read More...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ସମ୍ବର୍ଦ୍ଧିତ ହେଲେ ଶୁଭ୍ରମ କେଶରୀ ପ୍ରଧାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଶ୍ୱ ହିନ୍ଦୁ ପରିଷଦର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ହିନ୍ଦୁ ସମାଜର ସୁରକ୍ଷା ତଥା ଧର୍ମର ସମ୍ମାନ ଏବଂ ସଂସ୍କୃତିକୁ ବଜାୟ ରଖିବାର
Read More...

ପାଟଣେଶ୍ୱରୀ ମାଁଙ୍କୁ ନବାନ୍ନରେ ଲାଗିବ ନୂତନ ମୁକୁଟ

ଦେବାଳୟ ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ଚୟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ହାଇସ୍କୁଲ ପରିସରରେ ଦେବାଳୟ ସୁରକ୍ଷା କମିଟିର ବୈଠକ ପ୍ରଶାନ୍ତ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେବାଳୟ ସୁରକ୍ଷା କମିଟି ବିଭିନ୍ନ କମିଟି ଏବଂ ବଲାଙ୍ଗିରର
Read More...

କୁନ୍ତଳା କୁମାରୀଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକଙ୍କ ଅଧ୍ୟକ୍ଷତାରେ
Read More...