Daily Archives

ବିଜ୍ଞାନ ଓ ଆଧ୍ୟାତ୍ମିକ ଶୀର୍ଷକ ଜାତୀୟ ସ୍ତରୀୟ ଦ୍ୱିଦିବସୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନସିପାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମାନବ ସଭ୍ୟତା ପାଇଁ' ବିଜ୍ଞାନ ଓ ଆଧ୍ୟାତ୍ମିକତା ଆଜିର ଆବଶ୍ୟକତା' ଉପରେ ଏକ ଦୁଇ ଦିନାତ୍ମକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କଲେଜର ଅଧ୍ୟକ୍ଷ ଡକ୍ଟର ସନାତନ
Read More...

ସାହିତ୍ୟ ଓ ନାଟ୍ୟକୃତୀ ପାଇଁ ଚିର ସ୍ମରଣୀୟ ରହିବେ ରମେଶ ବେହେରା

ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇଁଗଡ଼ ସ୍ଥିତ ରାଜା ଧରଣୀଧର କ୍ଲବ ଠାରେ ସୁସାହିତ୍ୟିକ, କବି ଓ ନାଟ୍ୟକାର ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଏକଧାରରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସମାଜସେବୀ ଓ
Read More...

କୋଶଲି ଭାଷାକୁ ଶୀଘ୍ର ସାମ୍ବିଧାନିକ ମାନ୍ୟତା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ମାନ୍ୟତା ଦେବାରେ ଅଯଥା ବିଳମ୍ବ ଯୋଗୁଁ ପଶ୍ଚିମ ଓଡ଼ିଶାର ଶିଶୁମାନେ ପ୍ରାଥମିକ ସ୍ତରରେ ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନାହାନ୍ତି । ଏହାଦ୍ୱାରା ସେମାନଙ୍କ ବୌଦ୍ଧିକ ବିକାଶ ହୋଇପାରୁନାହିଁ । ଅପର
Read More...

ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ
Read More...

କେୱାଇସି ପାଇଁ ଟିଟିଲାଗଡ଼ ଷ୍ଟେଟ୍‌ ବ୍ୟାଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ଼ : ଗୋଟିଏ କାଉଣ୍ଟରରେ ହେଉଥିବା ଯୋଗୁଁ ଗ୍ରାହକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାରୀ ଯୋଜନାର ସୁବିଧା ପାଇବାକୁ ହେଲେ ଆଜି କାଲି ସବୁ ବ୍ୟାଙ୍କ ଖାତାକୁ ସିଧସଳଖ ଯାଉଛି । ସେଥିପାଇଁ ବ୍ୟାଙ୍କ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସେପ୍ଟେମ୍ୱର ୧୭ ତାରିଖରୁ ସୁଭଦ୍ରା ଯୋଜନା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡ଼ିବ ।
Read More...

ବଲାଙ୍ଗିର ତାଲପାଲିପଡ଼ାରେ ଖୁଦୁରୁକୁଣୀ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡ଼ାରେ ମହା ସମାରୋହରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଏହି ଅବସରରେ ଅଂଚଳର ମହିଳାମାନେ ନୀତିକାନ୍ତି ସହ ଉପବାସ ରଖି ପୂଜା କରିଛନ୍ତି । ଖୁଦୁରୁକୁଣୀ ଓଷା ଦ୍ୱାରା ମହିଳାମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ
Read More...

ବିଶ୍ୱ ରୋଗୀ ସୁରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରୋଗୀ ସୁରକ୍ଷା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟସେବାରେ ନିରାପତ୍ତା ବୃଦ୍ଧି ପାଇଁ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ହିତାଧିକାରୀମାନଙ୍କୁ ନିରାପଦ ସ୍ୱାସ୍ଥ୍ୟସେବା କୈ।ଶଳ ପାଇଁ ଏକଜୁଟ କରିବା ପାଇଁ 'ବିଶ୍ଵ ରୋଗୀ
Read More...

ସୁଭଦ୍ରା ଯୋଜନା ଶୁଭାରମ୍ଭ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ଵର ଗଲେ ୧୦୦ ଜଣ…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସନ୍ତା ୧୭ ସେପ୍ଟେମ୍ବରରେ ଲାଭାରଥିମାନଙ୍କୁ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ
Read More...

ସ୍ୱରାଗିଣୀର ମାଁ ଖୁଦୁରୁକୁଣୀ ମେଲଣରେ ୪୫ ଟି ମୂର୍ତ୍ତିର ଅଂଶଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ତୃତୀୟ ମାଁ ଖୁଦୁରକୁଣୀ ମେଲଣ ସେକ୍ଟର ୨୦ । ଡି - ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର
Read More...

ପୁନେରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପୁନେ : ମହାରାଷ୍ଟ୍ର ସ୍ଥିତ ପୁନେ ସହରରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସ୍ଥାନୀୟ କଳ୍ପତରୁ ହଲ୍‌ ଠାରେ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପାରମ୍ପରିକ ରଙ୍ଗବେରଙ୍ଗର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଉପସ୍ଥିତ ଓଡ଼ିଆ ପରିବାର ମା'
Read More...