Daily Archives

ମା’ ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ତାରାତାରିଣୀଙ୍କ ଦ୍ୱିତୀୟ ପୀଠ ସେକ୍ଟର-୬ ହିଲ୍‌ଟପ୍ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପରିଷଦର ଏକ ପ୍ରସ୍ତୁତି ବୈଠକ ବିଶ୍ୱଜିତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମା'ଙ୍କ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଲୋଚନା
Read More...

୧୯ ନମ୍ବର ଥାନାରେ ଶାନ୍ତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୬ ତାରିଖ ଦିନ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଏକ ଶାନ୍ତି ବୈଠକ ସେକ୍ଟର- ୧୯ ଥାନାରେ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାପୁରୁଷଙ୍କ ଜୟନ୍ତୀ ପାଳନ ବେଳେ କୌଣସି ଅସ୍ତ୍ରଶସ୍ତ୍ର, କଟୁ
Read More...

୧୪ ନଭେମ୍ବର ଭିତରେ ଆର୍‌ଏସ୍‌ପି ନିର୍ବାଚନ କର : ହାଇକୋର୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଟ୍ରେଡ୍‌ ୟୁନିଅନ୍‌ ସ୍ଵିକୃତି ପାଇଁ ଗତ ୧୨ ତାରିଖ ଦିନ ଓଡ଼ିଶା ଉଚ୍ଚନ୍ୟାୟାଳୟ ଆସନ୍ତା ୧୪ ନଭେମ୍ବର ୨୦୨୪ ମଧ୍ୟରେ ନିର୍ବାଚନ କରାଇବା ପାଇଁ ଆଦେଶ ଜାରି କରିଛନ୍ତି ବୋଲି ବିଏମ୍‌ଏସ୍‌ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ
Read More...

ଆଧାର କେନ୍ଦ୍ର ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଜେଲ୍‌ ଗଲେ ଯୁବକ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ର ଅଧିକାରୀ ଯୁଧିଷ୍ଠିର ସାହୁଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଚପଲରେ ମାଡ ମାରିବା ଅଭିଯୋଗରେ କେସେଇପାଲି ଗ୍ରାମର ଶୋଭାକର ବିଶ୍ୱାଳକୁ ଆଗଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା
Read More...

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କଂସାପଲା ଗ୍ରାମର ଜୟନ୍ତ ବନଗୁଲା (ମଣ୍ଟୁ) (୩୬) ଆଜି ସକାଳେ ନିଜ ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ଫୁଲ ତୋଳିବା ପାଇଁ ପାଣି ଭିତରକୁ ପଶିଥିଲେ । ପୋଖରୀ ବହୁତ ଗଭୀର ଥିବାରୁ ପାଣି ଭିତରୁ ବାହାରକୁ ବାହାରି ପାରି
Read More...

ସୁଭଦ୍ରା ଯୋଜନାରେ ଆବେଦନକାରୀଙ୍କ ଠାରୁ ଟଙ୍କା ନେବା ଅଭିଯୋଗର ଜଣେ ଗିରଫ : କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁଭଦ୍ରା ଯୋଜନା ସରକାରଙ୍କ ଏକ ପ୍ରମୁଖ ଯୋଜନା ଯାହା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ । ଏହି ଯୋଜନାରେ ମହିଳାଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରାଯାଉଛି । ଏହି ଯୋଜନା ପାଇଁ ଫର୍ମ ଅଙ୍ଗନୱାଡି କେନ୍ଦ୍ର, ଜନସେବା କେନ୍ଦ୍ର, ବ୍ଲକ ଆଦିରେ ମିଳୁଛି । ସୁଭଦ୍ରା
Read More...

କପିଲାଭଟା ପଞ୍ଚାୟତରେ ସଚେତନତା ପାଇଁ ବୁଲିଲା ସୁଭଦ୍ରା ରଥ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସଚେତନତା ସୁଭଦ୍ରା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିର କପିଲାଭଟା ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ନାଏବ ସରପଞ୍ଚ ଝସକେତନ ସାହୁ, ବଙ୍ଗୋମୁଣ୍ଡା
Read More...

ବିଜେପି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କୁ ଆକ୍ରମଣ : ଘଣ୍ଟ ଘଉଡ଼ାଇବାକୁ ବିଜେଡ଼ି ନେତାଙ୍କ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ପଦ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କ ଉପରେ ବିଜେଡ଼ି କର୍ମୀଙ୍କ ଆକ୍ରମଣ । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ସହ ଆଲୋଚନା କରି ଫେରିବା ବେଳେ କାର୍ଯ୍ୟାଳୟ ସମ୍ବୁଖରେ ଆକ୍ରମଣ
Read More...

ମାଁ ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଁ ତାରାତାରିଣୀଙ୍କ ଦ୍ୱିତୀୟ ପୀଠ ସେକ୍ଟର - ୬ ହିଲଟପ୍ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପରିଷଦର ଏକ ପ୍ରସ୍ତୁତି ବୈଠକ ବିଶ୍ୱଜିତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବୈଠକରେ ମାଁଙ୍କ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଲୋଚନା
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଦେବଗଡ଼ ଏବଂ ଅନୁଗୁଳକୁ
Read More...