Daily Archives

ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ଦୁଇ ଫେରାର ମୁଖ୍ୟ ଅଭିଯୁକ୍ତ ଭାଇ ଗିରଫ ପରେ କୋର୍ଟ ଚାଲାଣ, ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ଗତ ଫେବୃୟାରୀ ମାସରେ ପୂର୍ବ ଶତ୍ରୁତା ଓ ଜମିବାଡିକୁ ନେଇ ଜଳନ୍ଧର ବାଗ(୫୦) ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ
Read More...

ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ଼ ଦ୍ୱାରା ଗର୍ଭାଶୟ କ୍ୟାନ୍ସର ସୁରକ୍ଷା ପାଇଁ ୧୨ ଜଣଙ୍କୁ ମାଗଣା…

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗର୍ଭାଶୟ କର୍କଟ ସାରା ବିଶ୍ୱ ପାଇଁ ଏକ ଗୁରୁତର ସମସ୍ୟା ପାଲଟିଛି । ପ୍ରତି ୭ ମିନିଟରେ ଜଣେ ମହିଳା ଏହି ରୋଗର ଶିକାର ହେଉଛନ୍ତି । ଏହି କର୍କଟ ମହିଳାଙ୍କ ଗର୍ଭାଶୟରେ ଦେଖାଯାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା
Read More...

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ଥାନା କୋନାବିରା ପଂଚାୟତ ପାଣ୍ଡେଲବାହାଲି ଗାଁରେ ପରକୀୟା ପ୍ରୀତିରୁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗାଁର ଈଶ୍ୱର ନାଏକ । ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗତ ସନ୍ଧ୍ୟାରେ ମୃତକଙ୍କ ପରିବାର ଲୋକେ
Read More...

ମୁରିବାହାଲ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୁରୁବାର ସ୍ଥାନୀୟ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର
Read More...

ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ମାଁ" ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଉତ୍ସବ ପାଳନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ
Read More...

ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ

ବ୍ରହ୍ମପୁର ରେଳ ଷ୍ଟେସନ କୁ ଏନ୍.ଏସ.ଜି -୨ର ମାନ୍ୟତାକୁ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ୱାଗତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଆର୍ଥିକ ବର୍ଷରେ ୧୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିଥିବା ଯୋଗୁଁ ବ୍ରହ୍ମପୁର ରେଳୱେ ଷ୍ଟେସନକୁ ଏନ୍.ଏସ.ଜି -୨ର ମାନ୍ୟତା ଦେଇଥିବାରୁ
Read More...

ସପ୍ତଦିବସୀୟ ଶ୍ରୀମଦ ଭାଗବତ କଥା ଜ୍ଞାନଯଜ୍ଞ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ସ୍ମୃତି ଭବନ ପରିସର ମଧ୍ୟରେ ସପ୍ତଦିବସୀୟ ଶ୍ରୀମଦ୍ ଭାଗବତ କଥା ଜ୍ଞାନଯଜ୍ଞ ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ସହ ସମ୍ପନ୍ନ ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ଶତାଧିକ ମହିଳାଙ୍କ ପବିତ୍ର କଳସ ଯାତ୍ରା
Read More...

ଜନସେବା କେନ୍ଦ୍ର ଓ ମୋ’ ସେବା କେନ୍ଦ୍ରରେ ଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ବଲାଙ୍ଗିର ସଦର ଅଞ୍ଚଳର ଜନସେବା କେନ୍ଦ୍ର ଏବଂ ମୋ' ସେବା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ସୁଭଦ୍ରା ଯୋଜନାର ଆବେଦନ ଫର୍ମର
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୬ ଗୋଟି ପଡିଆରେ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ୱାଇଏସ୍‌ ସୁଜିଆ ୩-୦ ଗୋଲରେ ତେନ୍ତେଲଖୁଣ୍ଟିକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୧-୦ ଗୋଲରେ ବିଲେଇସର୍ଡାକୁ
Read More...

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନନ୍ଦଗାଓଁ ଗୋଶାଳାରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ ) : ଗୋମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ନନ୍ଦଗାଓଁ ଗୋଶାଳାରେ ପୂର୍ବ ସୂଚନା ଓ ଘୋଷଣା ମୁତାବକ ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନିଆରା ଢଙ୍ଗରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ ହୋଇଛି । ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଗଣେଶ ବାଗାଡ଼ିଆ ଏବଂ ଉପାଧ୍ୟକ୍ଷା ମଞ୍ଜୁଦେବୀ
Read More...