Daily Archives

ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ କୁମାରୀ ଅରୁଗୁଲା ସ୍ନେହା (ଭା.ପ୍ର.ସେ) ଯୋଗଦାନ କରିଛନ୍ତି । ପୂର୍ବ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ
Read More...

କୁହୁଳୁଛି ମାଳଗୋଦାମପଡା : ସୁରକ୍ଷା ନ ଦେଲେ ପୁଣି ଗଡିବ ମୁଣ୍ଡ, ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାର୍ବଣରେ ସାରା ବଲାଙ୍ଗିର ଉତ୍ସବ ମୁଖର ହୋଇଥିବା ବେଳେ ମାଲଗୋଦାମପଡାରେ ପୁଣି ଗୋଷ୍ଠୀ ଗଣ୍ଡଗୋଳ ଦେଖାଯାଇଛି । ସୋମବାର ରାତିରେ ଦୁଇ ପରିବାର ଭିତରେ ହେଇଥିବା ଗୋଷ୍ଠୀ ଗଣ୍ଡଗୋଳରେ ଜଣେ ଯୁବକ ମୃତ ଓ ଆଉ ୨ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ପୋଲିସ
Read More...

ଚୋରି ହୋଇଥିବା ପାଣି ମୋଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ : ୩ ଅଭିଯୁକ୍ତ ଗିରଫ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ନଜରକୁ ଆସୁଛି । ଚୋର ଚାଲାକି ସହିତ ଚୋରି କରି ଫେରାର ମାରୁଛି ଏବଂ ଥାନାରେ ହୋଇଥିବା ଏତଲା ଅନୁଯାୟୀ ପୋଲିସ ତଦନ୍ତ ଜାରି କରି ଆସୁଛି । ସେହିଭଳି ଗତ ୫ ତାରିଖ ଦିନ ବୁରୁବୁଡ଼ା ସ୍କୁଲ ପରିସରରୁ
Read More...

ପରବାସୀ କୁଟୁମ୍‌ର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପଡ଼ା ଗ୍ରାମରେ ପରବାସୀ କୁଟୁମ୍‌ର ୧୦ମ ନୂଆଁଖାଇ ଭେଟ୍‌ଘାଟ୍‌ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି,
Read More...

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ ରାଉରକେଲାର ୨୪ତମ ପ୍ରତିଷ୍ଠା ଦିବସ ସେକ୍ଟର-୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ପାଳିତ ହୋଇଯାଇଛି । କୈବର୍ତ୍ତ ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵ ଓ
Read More...

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଇ୪ସିର ପ୍ରଥମ ପ୍ରତିଷ୍ଠା ଦିବସ…

ସୁରକ୍ଷିତ ସାଇବର ସ୍ପେସ୍ ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ଆଇ୪ସି’ ଆଜି ଦେଶର ସାଇବର ସୁରକ୍ଷାରେ ଏକ ଶକ୍ତିଶାଳୀ ସ୍ତମ୍ଭ ପାଲଟିଛିଆଜି ଶୁଭାରମ୍ଭ ହୋଇଥିବା ‘ଆଇ୪ସି’ର ୪ଟି ପ୍ରମୁଖ ପଦକ୍ଷେପ ସାଇବର ଅପରାଧ ବିରୋଧରେ ଲଢ଼େଇକୁ ଆହୁରି ସୁଦୃଢ଼,
Read More...

ନିଷାନ୍‌ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ୧୦ ସେପ୍ଟେମ୍ବର ଅପରାହ୍ନ ୫ଟା ସମୟରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଂଯୋଜନାରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଦାୟିତ୍ଵ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଛି । ଝିରପାଣି ସ୍ଥିତ ଡ. ସୁଷମା ମୋଦୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କାର୍ଯ୍ୟକ୍ରମ
Read More...

ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ସନ୍ତୋଷ କରଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସହରସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମେଳନ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ
Read More...