Daily Archives

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ଅତି ଉତ୍ସାହର ସହିତ ପାଳନ ହେଇଯାଇଛି । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ମିଶ୍ର ଯୋଗଦେଇ
Read More...

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନ ବଡ଼ମାଳ ଫାଣ୍ଡି ଅଞ୍ଚଳର କାଳଖୁଟ ସଂରକ୍ଷିତ ଜଙ୍ଗଲ ପରିସରରୁ ନିଖୋଜ ଯୁବକର ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥା ପୋଲିସ ଉଦ୍ଧାର କରିଛି । ଏନେଇ ସଇଁତଲା ଥାନା କେସ୍‌ ନଂ ୧୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ
Read More...

୨ ଆନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଗାଁ କାଶୀପୁର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ୨ ଯୁବକ ଆନ୍ତର୍ଜାତୀୟ କବାଡି ଖେଳରେ ଦେଶ ପାଇଁ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବହୁ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏକଦା କାଶୀପୁର
Read More...

ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବିଧବା ବୋହୁର ଧାରଣା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ୨ ଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣାରେ ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ । ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁବରଣ କରିଥିଲେ । ଏହାର କିଛି
Read More...

ସାପ କାମୁଡ଼ାରେ ଟୁପାଉଡାର ପଞ୍ଚାୟତର ପ୍ରଥମ ସରପଞ୍ଚ ରାମଚନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତର ପ୍ରଥମ ସରପଞ୍ଚ ତଥା ସୁକୁନାଭଟା ଗ୍ରାମର ରାମଚନ୍ଦ୍ର ମିଶ୍ର (୫୫)ଙ୍କ ବୁଧବାର ସାପ କାମୁଡ଼ାରେ ଅକାଳ ବିୟୋଗ ହୋଇଯାଇଛି । ସୂଚନା ମୁତାବକ ବୁଧବାର ଦିନ ୧୧ଟା ସମୟରେ ସେ ବାଡ଼ିରେ ଥିବା
Read More...

ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂର୍ବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟମୋଦୀ ସରକାରଙ୍କ ଉପରେ ବିଶ୍ୱାସ ପ୍ରକଟ କରି ରାଜ୍ୟରେ ୩୫ବର୍ଷ ଧରି ଚାଲିଥିବା ସଂଘର୍ଷର ସମାପ୍ତି ଘଟାଇ ତ୍ରିପୁରାର ବିକାଶ
Read More...

କୃଷି-ଆର୍ଥିକ ଗବେଷଣା କେନ୍ଦ୍ର (ଏଇଆର୍‌ସି), ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ, ବଲ୍ଲଭ ବିଦ୍ୟାନଗର, ଗୁଜରାଟର…

ନବସୃଜନ, ସହନଶୀଳତା ଓ ବିକାଶର ଏକ ମଡେଲ ଭାବେ ଗତ ୨୪ ବର୍ଷ ମଧ୍ୟରେ ଗୁଜରାଟର ରୂପାନ୍ତରଣ ବିଷୟରେ ଆଲୋକପାତ କଲେ ଡକ୍ଟର ପି.କେ ମିଶ୍ରଗୁଜରାଟ ଜୀବିକା ଭିତ୍ତିକ ଅର୍ଥବ୍ୟବସ୍ଥାରୁ ଏକ ବିବିଧ ଏବଂ ବଜାର ଭିତ୍ତିକ କୃଷି କ୍ଷେତ୍ର ବିକଶିତ କରି ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ
Read More...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ : ଶଗଡ଼ିଆ ନାଳରୁ ଉଦ୍ଧାର ହେଲା କଲେଜ ଛାତ୍ରଙ୍କ ମୃତଦେହ । ମୃତକ ଜଣକ ଅଭୟପୁର ଗ୍ରାମର ରୁଦ୍ର ପ୍ରସାଦ ବେହେରା ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ରୁଦ୍ର ୨ ଦିନ ତଳେ ନିଖୋଜ ହୋଇଥିଲେ । ଏନେଇ ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ନପାଇବାରୁ ନିରାଶ ହୋଇ ଧର୍ମଶାଳା
Read More...

ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଚାନ୍ଦ ରଥଯାତ୍ରା କମିଟିର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାନ୍ଦ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପ୍ରଦୀପ କୁମାର ଚାନ୍ଦଙ୍କ ଅକାଳ ବିୟୋଗରେ ଚାନ୍ଦ ମନ୍ଦିର ରଥଯାତ୍ରା ପାଳନ କମିଟି ସଦସ୍ୟମାନଙ୍କ ଏକ ଶୋକସଭା ଗତ କାଲି ସଂଧ୍ୟା ୭ ଟାରେ ମନ୍ଦିର ପ୍ରାଙ୍ଗଣରେ ସୁଧୀର କୁମାର ତ୍ରୀପାଠୀଙ୍କ ଆବାହକତ୍ଵରେ ଅନୁଷ୍ଟିତ
Read More...

ଇନ୍ନର ହୁଇଲ୍‌ର ଗୁରୁପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷ ଜୀବନରେ ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ଶିକ୍ଷକ ମାନଙ୍କୁ ଗୌରବ ଦେଲେ ଜାତି ଗୌରାବାନ୍ୱିତ ହୁଏ । ଏହି ପରିପ୍ରେକ୍ଷୀରେ ଇନ୍ନର ହୁଇଲ୍‌ କ୍ଲବ୍ ଅଫ୍ ରିଭର୍‌ ସାଇଡ୍ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ
Read More...