Daily Archives

ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ନାଥ ଗୁରୁ ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଛାତ୍ରୀ
Read More...

ଆବର୍ଜନା ଗୃହକୁ ନେଇ ଅତିରିକ୍ତ ଜିଲ୍ଲାପାଲଙ୍କୁ ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ ଦୂଷିତ ହେଉଥିବାରୁ ଗାଁ ଗାଁରେ ଆବର୍ଜନା ଗୃହ ନିର୍ମାଣ କରାଯାଇଛି । ହେଲେ ପଦ୍ମପୁର ଉପଖଣ୍ଡ ପୁରେନାଁ ଗ୍ରାମର ଅଙ୍ଗେନୱାଡି କେନ୍ଦ୍ର -୨ ନିକଟରେ, ସ୍ୱଚ୍ଛ ଭାରତ ଆବର୍ଜନା ପୃଥକୀ କରଣ କେନ୍ଦ୍ର ଗୃହ ନିର୍ମାଣ କରାଯାଇଛି । ଏହି ଗୃହରେ
Read More...

ଗୁରୁଦିବସ ଉପଲକ୍ଷେ ତିଥି ଭୋଜନ ଦେଲେ ପୁରାତନ ଛାତ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଇଁଳାସାରୀ ଠାରେ ପୁରାତନ ଛାତ୍ର ନେପାଳ ଅଦାବର ସପତ୍ନୀକ ଉପସ୍ଥିତ ରହି ତିଥି ଭୋଜନ ଦେଇଛନ୍ତି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ୧୮୬ ଜଣ ଛାତ୍ରଛାତ୍ରୀ ଓ ଅଙ୍ଗନବାଡି
Read More...

ଗୁରୁଦିବସ ଅବସରରେ ଲେଖକ ଦେଖାର ନାୟକ ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଦିବସ ଅବସରରେ ଲେଖକ ଦେଖାର ନାୟକ ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନ ପ୍ରଦାନ କରାଯାଇଛି । ଏଇ ଅବସରରେ ବକ୍ତାମାନେ କହିଛନ୍ତି ଯେ, ଗୁରୁମାନେ ହେଉଛନ୍ତି ଜଣେ ଜଣେ ମଣିଷ ରୂପି ଦେବତା । ଏକ ଉତ୍ତମ ସମାଜ ଓ ରାଷ୍ଟ୍ର ଗଠନରେ
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଜରାସିଂହା : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି । ସ୍ୱର୍ଗତ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ପ୍ରତିକୃତିରେ ପୁଷ୍ପ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଧ୍ୟକ୍ଷ ବସନ୍ତ କୁମାର ମନହିରା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ଏବଂ ବକ୍ତବ୍ୟରେ ଗୁରୁଙ୍କ
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ପୂଜ୍ୟ ପୂଜନ ପରମ୍ପରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ପରମ୍ପରା ଅନୁସରଣରେ ପୂଜ୍ୟ ପୂଜନ ବିଧି ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ ଅଧ୍ୟାପକ,
Read More...

ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଜି ଭାରତରତ୍ନ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଜନ୍ମଦିନ ପବିତ୍ର ଗୁରୁଦିବସ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଧିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟା ମନ୍ଦିରରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ୱଳନ ପୂର୍ବକ ଗୁରୁ ଦିବସ ବିଷୟରେ ମାର୍ଗଦର୍ଶନ କରିଥିଲେ । ଏହି ଉତ୍ସବରେ ଅନ୍ୟତମ
Read More...

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମହାମହିମ ଲରେନ୍ସ ୱଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଓଙ୍ଗ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ଏହି ଆଲୋଚନାରେ ଉଭୟ ନେତା ଭାରତ-ସିଙ୍ଗାପୁର
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ନାଗରିକ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ପ୍ରାୟ ୩ ପିଢ଼ିର ସ୍ୱପ୍ନ, ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ପୂରଣ ହେବାକୁ ଯାଉଛି । ଏହାର ଶ୍ରେୟ ଦେଇ ବୋଡାସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ତଥା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଶ୍ରେୟ ଦେଉଛନ୍ତି ଲୋକେ । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ
Read More...