shyamal
Daily Archives

ବିଷାକ୍ତ ସାପ ଦଂଶନରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀଙ୍କୁ ନିରାପଦ ଯୋତା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଷାକ୍ତ ସାପ ତଥା ସରୀସୃପ ପ୍ରାଣୀର ଦଂଶନରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ନିରାପଦ ଯୋତା ବିତରଣ କରାଯାଇଛି । ଯାହା ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତସ୍ତରରେ ନିୟୋଜିତ ଉଦ୍ଭୟ ପୁରୁଷ ଓ ମହିଳାଙ୍କୁ ନିରାପଦ
Read More...

ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିିଏସନ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିିଏସନ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଔଷଧ ବ୍ୟବସାୟୀ ଆଇନ ଅନୁଯାୟୀ ଔଷଧ ବ୍ୟବସାୟ କରନ୍ତୁ । ଯଦି କେହି ଅସାଧୁ
Read More...

ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ : ବନ୍ଧୁକ ସହ ବାଇକ ଜବତ, ୩ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ । ଅଭିଯୁକ୍ତମାନଙ୍କ ଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ ଜବତ କରିଛି । ଗୁଦାରୀ ଗ୍ରାମ
Read More...

ତେଲେଙ୍ଗାନାରୁ ଫେରିଲା ଟଟୋପରାର ଦାଦନ ଶ୍ରମିକଙ୍କ ମୃତଦେହ : ଗାଁରେ ଶୋକାକୁଳ ପରିବେଶରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଟଟୋପରା ଗାଁର ସ୍ୱର୍ଗତ ରାଧାମୋହନ ସାହୁ ଓ ନୀରୁ ସାହୁଙ୍କ ବଡ଼ ପୁଅ ମୋତି ସାହୁ(୩୦)ଙ୍କ ତେଲେଙ୍ଗାନାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେ ଛୋଟ
Read More...

“ମା ପାଇଁ ଗଛଟିଏ” କୋଠଘର ପକ୍ଷରୁ ବୃକ୍ଷରୋପଣ ଏବଂ କବିତା ଆସର

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ସ୍ୱତନ୍ତ୍ର ଭାବରେ ଆଜି ଖଣ୍ଡଗିରିସ୍ଥିତ ବୀଣାପାଣି ଶିଶୁ ବିଦ୍ୟା ମନ୍ଦିର ଆଲୋଂଶା କ୍ଲାସସେ ପରିସରରେ କୋଠଘର ପ୍ରତିଷ୍ଠାତା, ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୃକ୍ଷରୋପଣ ସହିତ ଆୟୋଜିତ ହୋଇଥିଲା
Read More...

ବୃନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୃନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ । ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର
Read More...

ଟ୍ରକ ଧକ୍କାରେ ସ୍କୁଟି ଚାଳକ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟ ଛକରେ ଏକ ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣକ ସହରର ବାଜିଚୌକ ଅଞ୍ଚଳର ସ୍ୱାଗତିକା ମହାନ୍ତି । ସେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ରୂପେ କାର୍ଯ୍ୟରତ । ସୂଚନାଯୋଗ୍ୟ ଯେ,
Read More...

ଦୁର୍ନୀତି, ଭ୍ରଷ୍ଟାଚାର, ମଦ ମୃତ୍ୟୁ ବିରୋଧରେ ଛତ୍ରପୁର ସହରରେ ଫର୍‌ୱାର୍ଡ଼ ବ୍ଲକର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ । ଦେଶର କୃଷକ ତଥା ଚାଷୀ ସମାଜ ନିଜର ଝାଳ ବୁହା କଷ୍ଟ-ଉପାର୍ଜିତ
Read More...

ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପ୍‌ରେସନ୍‌ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପ୍‌ରେସନ୍‌ ବେଳେ ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ
Read More...

ନିଶା ବଟିକା ଓ କଫ ସିରଫ ବିକ୍ରି ଅଭିଯୋଗରେ ଔଷଧ ଦୋକାନ ମାଲିକ ଗିରଫ : କୋର୍ଟ ଚାଲାଣ

ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍‌ଡ଼ିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସନ୍ଧ୍ୟାରେ ସର୍ଗିଗୁଡ଼ା ନିକଟସ୍ଥ ବଜାଜ ସୋ'ରୁମ୍‌ ପାଖରେ ଥିବା ଆଇସା ଔଷଧ ଦୋକାନରେ ଏଗ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ଚଢ଼ାଉ କରାଯାଇଥିଲା
Read More...