Daily Archives

ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ପ୍ରଥମ ମୈତ୍ରୀ ସମ୍ମିଳନୀ ଓଡ଼ିଶାରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଶାସ୍ତ୍ର ବିଶାରଦ ପଣ୍ଡିତ କର୍ମକାଣ୍ଡୀ
Read More...

ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା : ୧୦ ଗୁରୁତରଙ୍କୁ ବଲାଙ୍ଗିର ସ୍ଥାନାନ୍ତର

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ଅକ୍ଷଚଇଟା ସମୟରେ ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁଇଟି ଅଟୋ ଓ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ସମସ୍ତ ଆହତଙ୍କୁ ଟିଟିଲାଗଡ଼
Read More...

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ, ୨ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ ନଂ. ଓଡି-୦୩-ୱାଇ- ୪୪୬୪ ଯୋଗେ
Read More...

ସାପଲହର ସେବାଶ୍ରମରେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା : ରାସ୍ତା କଡ଼ରେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାଁରେ ଥିବା ସାପଲହର ସେବାଶ୍ରମର ଛାତ୍ରୀବାସରେ ରହି ପାଠପଢୁଥିବା ୧୧୪ ଜଣ ଛାତ୍ରୀ ଓ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପାଠପଢ଼ା ହେଉଥିବା ୧୮୬ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କର ପାଠପଢା ପାଇଁ ଜଣେ ପ୍ରଧାନ
Read More...

ଲୋକ ଉନ୍ନତି ସଂଗଠନ ତରଫରୁ ବାଲ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମପଂଚାୟତର ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ଏକ ବାଳ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଗଲା । ଏହି ବାଳଗ୍ରାମ ସଭାରେ ଚଙ୍ଗରିଆ ଗ୍ରାମ ପଂଚାୟତର ଛାତ୍ର ହିମାଂଶୁ ସରାଫ ସଭାପତିତ୍ୱ କରିଥିଲେ । ବାଳ ଗ୍ରାମ
Read More...

ହରଭଙ୍ଗା ସ୍କୁଲରେ ବଜ୍ରପାତ ସଚେତନତା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ହାନି କ୍ରମାଗତ ଭାବରେ ହେଉଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର
Read More...

ଚାବରିପାଲି ଗାଁରେ ହାତୀ ଆତଙ୍କ : ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହାତୀ ନେଲା ଜୀବନ । ହାତୀ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ । ପୁଅବୋହୁ ନିଜ ଜୀବନ ବଞ୍ଚାଇବା ପାଇଁ ବାପା ମାଁଙ୍କୁ ଛାଡି ଲୋକଙ୍କ ସାହାଯ୍ୟ ପାଇଁ ଗାଁ ମୁଖ । ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଚାବରିପାଲି ଗାଁରେ ୨ ବୃଦ୍ଧ ବୃଦ୍ଧା ଘରେ ଶୋଇଥିବା
Read More...

ବିଶ୍ୱ ନଡ଼ିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୨ରେ 'ବିଶ୍ୱ ନଡ଼ିଆ ଦିବସ' ପାଳନ କରାଯାଏ । ନଡ଼ିଆ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଷ୍ମ ମଣ୍ଡଳୀୟ ଲାଭକାରୀ ଫସଲ । ନଡ଼ିଆ ଗଛର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ବୋଲି କୁହାଯାଏ । ଆରବ ନାବିକ ମାନଙ୍କ ମାଧ୍ୟମରେ ଭାରତ ସମେତ
Read More...

ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସଭ୍ୟ ସଭ୍ୟା ତଥା ଜନସାଧାରଣଙ୍କୁ ନେଇ ଡକ୍ଟର ପ୍ରକାଶ କୁମାର ଦାସ ଓ ଅନ୍ୟ ଜଣେ ସ୍ୱାସ୍ଥ୍ୟ ପରିକ୍ଷିକା ସଙ୍ଗୀତ ପଟେଲଙ୍କ ତତ୍ତ୍ଵାବଧାନରେ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ : ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର : ସାରା ଓଡ଼ିଶାରେ ଏବେ ଭିଜିଲାନ୍ସ ବିଭାଗ ଏକ୍‌ଟିଭ୍‌ ମୋଡ଼୍‌ରେ ରହିଥିବା ବେଳେ ଦୁର୍ନୀତିଖୋର୍‌ ଅଧିକାରୀଙ୍କ ଭିତରେ ଛନକା ପଶିଯାଇଛି । ବେଆଇନ୍‌ ଭାବେ ଗଦା ଗଦା ସଂପତ୍ତି ଠୁଳ କରିଥିବା ଅଧିକାରୀଙ୍କ ନିଦ ହଜାଇ ଦେଇଛି ଓଡ଼ିଶା ଭିଜିଲାନ୍ସ ବିଭାଗ । ଲଗାତାର ଭାବେ ମାଳ ମାଳ
Read More...