Monthly Archives

August 2024

ଟିଟିଲାଗଡ଼ ନାଗରିକ ମଞ୍ଚର ସାମ୍ୱାଦିକ ସମ୍ମିଳନୀ : ଏଫ୍‌ସିଆଇ ଅଫିସ ବଲାଙ୍ଗିରକୁ ସ୍ଥାନାନ୍ତର ନକରିବାକୁ ଦାବି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ତଥା ଲୋକଙ୍କ ସ୍ୱର ଭାବେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ସହରର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥାଏ ଟିଟିଲାଗଡ଼ ନାଗରିକ ମଞ୍ଚ । ଏହି ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ ୨ଟି
Read More...

କୋଶଳ ପ୍ରବାହର ମହାପ୍ରଭାବ : ମୁରିବାହାଲ ରେଳ ଫାଟକ ରାସ୍ତାର ବିରାଟ ଗାତ ମରାମତି, ଖବର ବାହାରିବା ପରେ ଭାଙ୍ଗିଲା ରେଳ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନର ପଶ୍ଚିମ ଦିଗକୁ ଥିବା ଆର୍‌ ଭି ଏନ୍‌ଓ ୧୩୭ ରେଳ ଫାଟକ ତାର ବାଡ ମଝିରେ ତଥା ବ୍ୟସ୍ତବହୁଳ ବଲାଙ୍ଗିର- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାରେ ଏକ ବିରାଟ ଗାତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିବା
Read More...

ଖୋଲାନ ଗ୍ରାମକୁ ପଲିଥିନ୍‌ ମୁକ୍ତ ଗ୍ରାମ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ବିଜ୍ଞାନ ଦ୍ଵାରା ବିଭିନ୍ନ ପ୍ରକାର ଜିନିଷ ଉଦ୍ଭାବନ ହେଉଛି । ସେ ଭିତରୁ ପଲିଥିନ୍ ଅନ୍ୟତମ । ପଲିଥିନକୁ ଲୋକ ଏବେ ଏତେ ପରିମାଣରେ ବ୍ୟବହାର କରୁଛନ୍ତି ଯେ କହିଲେ ନ ସରେ । ସକାଳୁ ଅଳିଆ ଆବର୍ଜନା ଫିଙ୍ଗିବା ଠାରୁ ଆରମ୍ଭ କରି ବଜାରକୁ
Read More...

ଅନ୍ଵେଷା ହଷ୍ଟେଲର ପ୍ରିନ୍ସ କୁମ୍ଭାରଙ୍କ ମୃତ୍ୟୁ ଘଟଣାକୁ ନେଇ ଭୀମ ଆର୍ମି, ଆମ୍ବେଦକର ୱେରିଅର୍‌ଙ୍କ ପକ୍ଷରୁ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର କଲେଜ ରୋଡ୍‌ ସ୍ଥିତ ଅନ୍ଵେଷା ହଷ୍ଟେଲର ନବମ ଶ୍ରେଣୀ ଛାତ୍ର ମେଲଛାମୁଣ୍ଡା ଥାନା ଝାଙ୍କରପାଲି ଗ୍ରାମର ପ୍ରିନ୍ସ କୁମ୍ଭାର(୧୪)ଙ୍କ ଗତ ୩୦ ତାରିଖ ମୃତ୍ୟୁର ଘଟଣାକୁ ନେଇ ଆଜି ଆମ୍ବେଦକର ୱେରିଅର ପ୍ରତିଷ୍ଠାତା ଜୟ ଜାଲ, ଏଲ୍‌ଡିଏ ଲବ
Read More...

ଆଳୁ ସମସ୍ୟାର ସମାଧାନ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରମୁଖ ବଜାରରେ ଆଳୁର ଦର ଆକାଶ ଛୁଆଁ ରହିଛି । ତେଣୁ ଆଳୁର ମହଜୁଦ ରହିଥିବା ବିଷୟରେ ଜାଣିବାକୁ ମିଳୁଛି ଯେ' ପଶ୍ଚିମବଙ୍ଗରୁ ଆଳୁ ଆସିବା ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ପଡ଼ୋଶୀ ପଶ୍ଚିମବଙ୍ଗରୁ
Read More...

ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁର ଗେଟ୍ ବଜାର ଛକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁର ଗେଟ୍ ବଜାର ଛକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରାରେ ନିଆଯାଇଥିଲା ।
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ଦେଶରେ ଚାଲିଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି କ୍ରମରେ ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ
Read More...

ଦ ମିରର ସୋସିଆଲ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଶାଦୀପ ଅନୁଷ୍ଠାନରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ସହ ସେବା ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରାଉରକେଲାର ଛେଣ୍ଡ ସ୍ଥିତ ଆଶାଦୀପ ଅନୁଷ୍ଠାନ ଠାରେ ଡେଙ୍ଗୁ, ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ସହ ସେଠାରେ ଥିବା ଅନ୍ତେବାସୀଙ୍କୁ ସେବା ଏବଂ ଖାଦ୍ୟର ବନ୍ଦୋବସ୍ତ
Read More...

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

କୋଲକାତା : ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ(୮୦)ଙ୍କର ଆଜି ଦକ୍ଷିଣ କୋଲକାତା ବାସଭବନରେ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଶ୍ୱାସକ୍ରିୟା ଜନୀତ ରୋଗରେ ପୀଡ଼ିତ ଥିଲେ । ଯାହା ଦ୍ୱାରା ତାଙ୍କୁ ବାରମ୍ବାର
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘରର କାନ୍ଥ ଓ ଛପର : ପ୍ରଶାସନର ସହାୟତା ପାଇଁ ଗୁହାରି କଲେ ପିତାମ୍ବରଙ୍କ ପରିବାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ଆଦିବାସୀ ପଡ଼ା ୱାର୍ଡ଼ ନମ୍ୱର ୪ରେ ରହୁଥିବା ସ୍ଥାନୀୟ ବାସୀନ୍ଦା ପିତାମ୍ବର ମାଝୀଙ୍କ ଘରର କାନ୍ଥ ଓ ଛପର କିଛି ଦିନର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଯଦ୍ୱାରା ଏହି ପରିବାର ପାଖ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି
Read More...