Monthly Archives

August 2024

ବାଙ୍ଗଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ । ପ୍ରତିବାଦ କଲେ ଭଦ୍ରକ ସହରର ମହାବୀର ନଗରର ଅଧିବାସୀ । ମହାବୀର ନଗରର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଅଧିବାସୀ ପ୍ରତିବାଦ ପୂର୍ବକ ସହରରେ ଶୋଭଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଆସିଥିଲେ ।
Read More...

ଆନ୍ତର୍ଜାତୀୟ ଶିକ୍ଷା ଇନୋଭେସନ୍‌ ଶିବିରରେ କଳାହାଣ୍ଡିର ମିଳନ ବିଶି

୭ ଦିନିଆ ଏହି ଶିବିରରେ ଭାରତର ୬୫ ଜଣ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ୍‌ ଓ
Read More...

କାଲିଠୁ ପ୍ରବଳ ବର୍ଷା : ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କାଲିଠୁ ବଢ଼ିବ ବର୍ଷା । ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା,
Read More...

ପଦ୍ମପୁର ରାଜବୋଡାମ୍ବର ଉପଖଣ୍ଡ ସ୍ତରୀୟ ଯାଦବ ସାଂସ୍କୃତିକ ସମାଜର କାର୍ଯ୍ୟକାରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବିନ୍ଧ୍ୟବାସିନୀ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ପୂଜା କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ସଭାପତି କେଶବ ଚନ୍ଦ୍ର ଜାଲଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଖିଳ ଭାରତୀୟ ଯାଦବ ମହାସଭାର ତିନୋଟି ଯୋଜନାକୁ
Read More...

ବିଶ୍ୱ ହସ୍ତୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଗଷ୍ଟ ୧୨ରେ 'ବିଶ୍ୱ ହସ୍ତୀ ଦିବସ' ପାଳନ ହୁଏ । ଏହାର ମହତ୍ଵ ରହିଛି କାରଣ ଏହା ହାତୀ ସମ୍ମୁଖୀନ ହେଉଥିବା ଆହ୍ଵାନ ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛି । ହାତୀମାନେ
Read More...

ଶତାୟୁ ବିଚିତ୍ରାନନ୍ଦ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ଶତାୟୁ ବୃଦ୍ଧ ବିଚିତ୍ରାନନ୍ଦ ମହାକୁରଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା । ସେ ମୁରିବାହାଲ ଚକ୍ ଷାଠିଏ ଘର ଡୁମାଳ ସମାଜର
Read More...

ଫକୀର ଚରଣ ପାଢ଼ୀଙ୍କ ‘କର୍ମ ଘେନି ଫଳ’ ପୁସ୍ତକ ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱନାମଧନ୍ୟ ଶିଶୁସାହିତ୍ୟିକ ତଥା ବରିଷ୍ଠ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର ଶିଶୁ ସାହିତ୍ୟ ପୁସ୍ତକ 'କର୍ମ ଘେନି ଫଳ' ପଞ୍ଚସଖାଙ୍କ ସାଧନାପୀଠ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଉନ୍ମୋଚନ ଓ ସମୀକ୍ଷାୟନ ତା ୧୦/୦୮/୨୦୨୪ ରିଖରେ ହୋଇଯାଇଛି ।
Read More...

ଗଞ୍ଜାମ ସହରରେ ବଚ୍‌ପନ୍ ପ୍ଲେ ସ୍କୁଲ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ନୂତନ ଭାବେ କୁନି କୁନି ପିଲାମାନଙ୍କ ପାଇଁ ବଚ୍‌ପନ୍ ପ୍ଲେ ସ୍କୁଲ୍ ଉଦ୍‌ଘାଟିତ ହୋଇଛି । ସ୍କୁଲ ପ୍ରତିଷ୍ଠାତା ଇଂ. ବିନୋଦ କୁମାର ପାଢ଼ୀ ଓ ପ୍ରମୋଦ କୁମାର ବ୍ରହ୍ମଙ୍କ ମିଳିତ ସହଯୋଗ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କଲେନୂତନ ପ୍ରଜାତି ଅତ୍ୟନ୍ତ ଲାଭଦାୟକ ହେବା ସହିତ ବ୍ୟୟ ହ୍ରାସ କରିବାରେ ସହାୟକ ହେବ ଏବଂ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ : ପ୍ରଧାନମନ୍ତ୍ରୀଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ
Read More...

ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ : ଉତ୍ତ୍ୟକ୍ତ ଲୋକଙ୍କ କ୍ଷତିପୂରଣ ଦାବୀରେ ରାସ୍ତାରୋକ, ଡ୍ରାଇଭର୍‌କୁ ନିସ୍ତୁକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର୍‌ ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ପତ୍ରାପାଲି(କ) ପଞ୍ଚାୟତ ଖପାଦର ଗ୍ରାମର ସଂଜୀବ ପୁଟେଲଙ୍କ ଏକମାତ୍ର ପୁଅ
Read More...