Monthly Archives

August 2024

ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍କୁଲ ଛାତ୍ରୀ

ବୌଦ୍ଧ : ମର୍ଯାକୁଦ ବ୍ରିଜରୁ ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ । ପରେ ଶିଶୁ ମନ୍ଦିର ସ୍କୁଲ ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟଲୋକେ । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ । ସୂଚନା ଅନୁସାରେ, ବୌଦ୍ଧ ସହର ବ୍ରାହ୍ମଣ ସାହିର ବିଜୟ ବଗର୍ତ୍ତିଙ୍କ ଝିଅ
Read More...

ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ସେବା ଯୋଜନା ସୌଜନ୍ୟରୁ ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ, କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ଭବାନୀ
Read More...

ମୋବାଇଲ ସେବାରୁ ବଞ୍ଚିତ ବାଗଡୁଙ୍ଗୁରୀ ଗ୍ରାମ : ସାଧାରଣରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜିଲ୍ଲା ଆଭ୍ୟନ୍ତରୀଣ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବାଗଡୁଙ୍ଗୁରୀ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଆସୁନି ମୋବାଇଲ ନେଟ୍‌ୱର୍କ । ଗାଁରେ ବିଏସ୍‌ଏନ୍ଏଲ୍‌ ସାଙ୍ଗକୁ କୌଣସି କମ୍ପାନୀର ନେଟ୍‌ୱର୍କ ଆସୁ ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ ।
Read More...

ସୁଭଦ୍ରା ଯୋଜନାରେ ମିଛ ମଧ୍ୟସ୍ଥିକୁ ମିଳିବ ଦଣ୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ପ୍ରତି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହି ଯୋଜନାରେ ସାମିଲ୍ କରିବା ପାଇଁ ହେଉ ବା ଅସାଧୁ ଉପାୟରେ ମହିଳା ମାନଙ୍କୁ ମିଛ ସହଯୋଗ କରିବା କହି କିଛି ଅସାଧୁ କୁଜି ନେତା, ନେତ୍ରୀ ମଧ୍ୟସ୍ଥି ସାଜି କିଛି
Read More...

କେନାଲ ବନ୍ଧ ରାସ୍ତା ପାଲିଟିଛି ମାରାଣଯନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଢୁଅ ବସ୍‌ଷ୍ଟାଣ୍ଡ ଛକରୁ ଘୋରଡ଼ିଆକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା ପାଲିଟିଛି ମାରାଣଯନ୍ତା । ଏହି ଗହୀର ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ମୁଖ୍ୟତଃ ଚାଷୀ, ସ୍କୁଲ, କଲେଜ ପିଲା, ରୋଗୀ, ଗର୍ଭବତୀ ମହିଳା,
Read More...

କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ…

ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସହ ଚଳଚ୍ଚିତ୍ର ପ୍ରଦର୍ଶନ ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକାଚଳଚ୍ଚିତ୍ର ଅନୁଭୂତି ପାଇଁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ସକାଶେ ସୁଗମତା ସୃଷ୍ଟି ହେଉଛି ଏକ ସମାବେଶୀ ସମାଜର ଅବିଚ୍ଛେଦ୍ୟ ଅଙ୍ଗ : ଡକ୍ଟର ଗିରିଶ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମର ଅନ୍ୟତମ ବରପୁତ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆସ୍କା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌରପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗଞ୍ଜାମ ବିକାଶ ମଞ୍ଚ ତରଫରୁ ପାଳନ
Read More...

ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରାସ୍ତା ପାଲଟିଛି ମରଣଯନ୍ତା

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରୋଗୀଙ୍କ ସୁବିଧା ସୁଯୋଗ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଲୁଟପାଟ ନୀତି ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...

କୋର୍ଟରେ ଶୁଣାଣି ବେଳେ ବିଷ ପିଇ ଦେଲେ ଯୁବତୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଏକ ଦୁଷ୍କର୍ମ ମାମଲାର ଶୁଣାଣି ଚାଲିଥିବା ବେଳେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗତ ୨୦୨୧ରେ ତଳସରା ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଆଜି ସେହି ମାମଲାର କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଦୁଷ୍କର୍ମ ପୀଡ଼ିତା ବିଷ
Read More...

ଲୋଇସିଂହା କଲେଜରେ ସ୍ଵତନ୍ତ୍ର ଶିବିର ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ସ୍ଵତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା ଅଧିକାରୀ କାହ୍ନୁଚରଣ
Read More...