Monthly Archives

August 2024

ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଗଙ୍ଗାଧରଙ୍କ
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ନୂଆପଡ଼ା, (ଅଜିତ ବେହେରା) : ଓଡ଼ିଶାର ପ୍ରଥିତଯଶା କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ଏଥିପାଇଁ ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତି ତରଫରୁ ପାଳିତ ହୋଇଯାଇଛି ସ୍ଵଭାବ କବିଙ୍କ ଜନ୍ମୋତ୍ସବ । ସମିତିର ସ୍ଥାୟୀ ସଭାପତି ଖଡ଼ିଆଳ ରାଜା ଡକ୍ଟର
Read More...

ଜନ୍ମ ପୀଠରେ ଗଙ୍ଗାଧର ଜୟନ୍ତୀ

କବି ଗଙ୍ଗାଧର ଥିଲେ ସତ୍ୟ, ଶିବ, ସୁନ୍ଦର ଏକ ନିଷ୍ଟ ଉପାସକ ବରଗଡ, (ନିରୋଜ କୁମାର ପାଣୀ) : କବି ଗଙ୍ଗାଧର ଥିଲେ ସତ୍ୟ ଶିବ ସୁନ୍ଦରର ଏକ ନିଷ୍ଠ ଉପାସକ ତଥା ମାନବବାଦର ଆଦ୍ୟ ପ୍ରବର୍ତ୍ତକ । ତାଙ୍କ କାବ୍ୟ ସମ୍ଭାରରେ ନୈସର୍ଗିକ ଶାଶ୍ଵତ ସତ୍ତାର ଉପଲବ୍ଧି ହୁଏ ବୋଲି ଜନ୍ମ ପୀଠ ବରପାଲିରେ
Read More...

ଓଲଟିଲା ଯାତ୍ରୀବାହୀ ବସ୍‌ : ୧୨ ଆହତ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଓଲଟିଲା ଯାତ୍ରୀବାହୀ ବସ୍‌ । ୧୨ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ରଘୁନାଥ ଦାମୋଦର ଜୀଉ ନାମକ ବସ୍‌ ଉଦଳାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାଣୀତାଲ ରେଲୱେ ଗେଟ୍ ଗୋପାଳୀ ଛକ ସାମ୍ନାରେ ନୟନ
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଅନ୍ଦୋଳନର ଅନ୍ୟତମ ସାରଥୀ

ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ମେହେର ଜୟନ୍ତୀ କଳାହାଣ୍ଡି : (ପି. କେ. ସାହୁ) : ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି । ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ପ୍ରକୃତି କବି
Read More...

କ୍ରାନ୍ତି, ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମା’ ତୁଝେ ସାଲାମ୍‌ – ୨୦୨୪ରେ ଆହ୍ୱାନ

'ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ' ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ
Read More...

ଡେଲାଙ୍ଗର ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣ ଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ୫ଦିନ ଧରି ଚାଲିବ ଏବଂ
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ ଆରକ୍ଷୀ
Read More...

ନୀତି ଆୟୋଗର ସଦ୍ୟତମ ତଥ୍ୟ : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା

ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସ୍ତାବ ବିଚାରାଧିନ ନାହିଁକେବିକେରେ ଜୀବନଧାରଣ ମାନକୁ ଉନ୍ନତ କରିବା ପାଇଁ ପ୍ରସ୍ତାବ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରସ୍ତାବ ନୀତି ଆୟୋଗର ବିଚାରାଧିନ ନାହିଁ ବୋଲି ନୀତି ଆୟୋଗର ଜନ
Read More...

ଅନୁସୂଚିତ ଜନଜାତି ମିଳିତ ମଞ୍ଚ ବୋଡ଼େନ ବ୍ଲକ ତରଫରୁ ଭାରତ ବନ୍ଦ ପ୍ରସ୍ତୁତି ବୈଠକ

ନୂଆପଡ଼ା, (ଅଜିତ ବେହେରା) : ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଧାରା ୩୪୧, ୩୪୨ ଅନୁସାରେ ଆଦିବାସୀ ଓ ହରିଜନଙ୍କ ବିରୁଧାଚରଣ କରୁଛି । ଏଣୁ ଏହାର ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ନ ୬ଟା ପର୍ୟ୍ୟନ୍ତ ୧୨ଟା ଭାରତ ବନ୍ଦ କରିବାରେ ବୋଡ଼େନ ମଧ୍ୟ ଭାରତ ବନ୍ଦରେ ବୋଡ଼େନ ବ୍ଲକ ମଧ୍ୟ ଶାନ୍ତି
Read More...