Monthly Archives

August 2024

ଦିବ୍ୟାଙ୍ଗ ହ୍ୱିଲ୍‌ ଚେୟାର କ୍ରିକେଟ୍‌ ଖେଳାଳୀ ଯୁଧିଷ୍ଠିର ପଧାନ ଭୁବନେଶ୍ୱରରେ ରାଜସ୍ୱ ମନ୍ତ୍ରୀଙ୍କ ଦ୍ଵାରା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆଥଲେଟିକ୍‌, ହକି, କ୍ରିକେଟର୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆଇକନିକ୍‌ କ୍ରୀଡା ପୁରସ୍କାର-୨୦୨୪ ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିଟ୍‌ର ମହିଳା ଭଲିବଲ୍ ଖେଳାଳି
Read More...

ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ
Read More...

ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର । ଆମ୍ବେଦକର ବାଦକୁ ଆପଣେଇ ସାମାଜିକ ସଚେନତା ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରେ ସାମିଲ ହୋଇ ସକ୍ରିୟ ଭୂମିକା ଗ୍ରହଣ
Read More...

ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ତରଫରୁ ଗଙ୍ଗାଧର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ଶିଶୁ ମନ୍ଦିର ଠାରେ ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କେଶ ରଂଜନ ପଧାନ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଞ୍ଚଳ ମହାବିଦ୍ୟାଳୟ
Read More...

ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଜଗବନ୍ଧୁ ଖମାରୀ ଶର୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦାମ ଚରଣ ଖମାରି ଶର୍ମାଙ୍କୁ ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେ ସୁଦାମ ଚରଣ ଡିଗ୍ରୀ କଲେଜର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କୃଷି ଅଧିକାରୀ ଓଡ଼ିଶା ସରକାର
Read More...

ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଗୋଟିଏ ଟିମ୍‌ ଭାବେ କାମ କରିବା ଉପରେ ଗୁରୁତ୍ୱାରୋପ ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବ
Read More...

ଲୌହମାନବୀ ସରଳା ଦେବୀଙ୍କ ଜୟନ୍ତୀ ପାଳିତ

କବି ଡା. ଜ୍ୟୋତିର୍ମୟୀ ଜେନା ଓ ସୋଫିଆ ଫିରଦୋଷଙ୍କୁ ସରଳା ଦେବୀ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରସିଦ୍ଧ ଲେଖିକା ଲୌହମାନବୀ ସରଳା ଦେବୀଙ୍କ ୧୨୦ତମ ଜୟନ୍ତୀ
Read More...

ରାମଜୀ ନାଟକ ସଂସଦ ଦ୍ୱାରା ସ୍ମୃତି ସଭା

ବଲାଙ୍ଗିର ରାମଲୀଳାରୁ ରାବଣ ଭୂମିକାରେ ଆରମ୍ଭ କରିଥିଲେ ଏଲି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଉସୀ ମାଁ ମନ୍ଦିର ପଂଚମ ଅନୁଷ୍ଠାନ ଠାରେ ରାମଜୀ ନାଟକ ସଂସଦ ବଲାଙ୍ଗିର ମାଟିର କଳାକାର ଏଲି ଓରଫ ଗୋପାଳ ସାହୁ ଏହି ସଂସଦରୁ ଆରମ୍ଭ କରିଥିଲେ କଳାକାର ଜୀବନ । ରାମଜୀପଡାରୁ
Read More...

ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି
Read More...

ମେସେଜିଂ ସେବାର ଅପବ୍ୟବହାର ରୋକିବା ପାଇଁ ପଦକ୍ଷେପ ନେବାକୁ ଆକ୍ସେସ୍ ସେବା ପ୍ରଦାନକାରୀଙ୍କୁ ଟ୍ରାଇ ପକ୍ଷରୁ…

ଭୁବନେଶ୍ୱର, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ମେସେଜିଂ ସେବାର ଅପବ୍ୟବହାର ରୋକିବା ଏବଂ ଠକାମିରୁ ଉପଭୋକ୍ତାଙ୍କୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି । ଆଜି ଜାରି ହୋଇଥିବା ଏକ ନିର୍ଦ୍ଦେଶନାମା ଜରିଆରେ ଟ୍ରାଇ
Read More...