Monthly Archives

August 2024

ମ.ରାମପୁର ଅଞ୍ଚଳରେ ନବାନ୍ନ ତିଥି ନିର୍ଦ୍ଧାରଣ

କଳାହାଣ୍ଡି, (ପି.କେ. ସାହୁ) : ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ । ଏହି ନବାନ୍ନଟି ପଞ୍ଚମୀ ତିଥିରେ ପ୍ରାୟ ଅଞ୍ଚଳରେ ହେଉଥିବା ବେଳେ ମ.ରାମପୁର ଅଞ୍ଚଳରେ ଚଳିତ ବର୍ଷ ପାଇଁ ନବାନ୍ନ ତିଥି ନିର୍ଦ୍ଧାରଣ ହୋଇଛି । ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ଅଧ୍ୟକ୍ଷତାରେ
Read More...

ପାଇକମାଲ ହାଇସ୍କୁଲରେ ଜାତୀୟ ମହାକାଶ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଚନ୍ଦ୍ରୟାନ- ୩ର ଚନ୍ଦ୍ର
Read More...

ସାହିତ୍ୟିକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଲୀ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ବଲାଙ୍ଗିର ସାମ୍ବାଦିକ ଭବନରେ ବିଶିଷ୍ଟ କବି, ଗୀତିକାର, ନାଟ୍ୟକାର ତଥା ସାହିତ୍ୟିକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଗାଳ୍ପିକ ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

୨୬୨ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ : ପର୍ତ୍ତମାହା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ଅଭିଯୋଗ

ଅନଶନ ପାଇଁ ଗ୍ରାମବାସୀଙ୍କ ସଜବାଜ ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଭିଏଁ ପଢିବେ, ସଭିଏଁ ବଢ଼ିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ନାରା ଏବେ ସତେ ଯେମିତି ନିରବୀ ଯାଇଛି । କାହିଁକି ନା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର
Read More...

ବଲାଙ୍ଗିର ଜେଲ୍‌ ଭିତରୁ ନିଶା ଦ୍ରବ୍ୟ ଜବତ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ସକାଳୁ ବଲାଙ୍ଗିର ଜିଲ୍ଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଥିବା ବେଳେ ଜେଲ୍‌ ଭିତରେ ବନ୍ଦୀମାନେ ଗ୍ୟାଙ୍ଗବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ପ୍ରସାରିତ ହେବା ପରେ ଶୁକ୍ରବାର ବଲାଙ୍ଗିର ଏସ୍‌ପି ଋଷିକେଶ
Read More...

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ : ଡ୍ରାଇଭର ମୃତ, ୩ ଗୁରୁତର

ଧର୍ମଗଡ଼ : ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଏକ ବୋଲେରୋକୁ ଟ୍ରକ୍‌ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏଣେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି ।
Read More...

ସର୍ଭେୟର ମାନଙ୍କ ଡିଜିଟାଲ ଫୋଟ ଉଠେଇବା ପ୍ରଶିକ୍ଷଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡିକରେ ସର୍ଭେୟର ମାନଙ୍କୁ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରା,ସହକାରୀ କୃଷି
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଛେଣ୍ଡିପଦା : ଅନୁଗୁଳ - ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁଦୁପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଜୀବନ ହରାଇଛନ୍ତି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଗତରାତିରେ କୁଦପାଳ ଗାଁର
Read More...

ଧଳା ଜହର ସହ ଦୁଇ ମହିଳା ଓ ଜଣେ ପୁରୁଷ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) - ପଦ୍ମପୁର ଛତିଶଗଡ ସିମାନ୍ତ ଅଞ୍ଚଳ ସୋହେଲା ଅଞ୍ଚଳରେ ନିଶା କାରବାର ବଢିବାରେ ଲାଗିଛି । ମଦ, ଗଞେଇ, କୋରେକ୍ସ, ନିଶା ଔଷଧ ବିକ୍ରି ହେଉଥିବା ଖବର ସାମନାକୁ ଆସିଥାଏ । ହେଲେ ଏବେ କିଛି ଅସାଧୁ ବ୍ୟକ୍ତି ଏହି ସିମାନ୍ତ ଅଞ୍ଚଳରେ ବ୍ରାଉନ ସୁଗର ବିକ୍ରି କରି
Read More...

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀର ଭୟ ।୧୭ ଟିକିଆ ହାତୀପଲ ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ଘରର କାନ୍ଥ
Read More...