Monthly Archives

August 2024

ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ : ବନକର୍ମଚାରୀଙ୍କୁ ଅଟକ

ନୀଳଗିରି : ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ପ୍ରତି ଦିନ ହାତୀ କେଉଁଠି ନା କେଉଁଠି ତାଣ୍ଡବ ରଚୁଥୁବା ବେଳେ ଆଜି ଔପଦା ବ୍ଲକ ଢୋଲପୁର ଗ୍ରାମରେ ବହୁ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଛି । ନିକଟ ଜଙ୍ଗଲରୁ ଭୋର ସମୟରେ ହାତୀ ଗାଁ ମୁହାଁ ହେବା ସହ ସକାଳୁ ଗ୍ରାମର ବହୁ ଲୋକଙ୍କ
Read More...

ଯୋଗିସର୍ଡାରେ ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ଘଟଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଆଜି ଥିଲା ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମକୁ ଯାଇଥିବା ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ
Read More...

ଜାତୀୟ ଚିନ୍ତାଧାରା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ଚିନ୍ତାଧାରା ଦିବସ' ପାଳନ ପରସ୍ପରକୁ କିପରି ମୂଲ୍ୟବୋଧ ବିଷୟରେ ସଚେତନ କରାଇବାରେ ସହାୟକ ହୁଏ ତାହା ଦର୍ଶାଇବାକୁ ଏକ ସୁଯୋଗ ଆଣିଥାଏ । ଦିବସଟି ଏଭଳି ଏକ ଅଭିନବ ଉତ୍ସବ ଯାହା ବିଭିନ୍ନ ଉପାୟରେ ଶୁଭେଚ୍ଛା ଆଣିବା ପାଇଁ ଉଦ୍ଦିଷ୍ଟ ଅଟେ । ଏହା
Read More...

ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗାଁ ପଂଚାୟତର ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । କିନ୍ତୁ ମୃତ ମହିଳାଙ୍କ ପରିଚୟ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ସୂଚନା କ୍ରମେ ତେଲନଦୀରେ ଏକ ମୃତଦେହ ଭାସୁଥିବାର ଦେଖି ତେଲନଦୀ ପଂଚାୟତ ସରପଞ୍ଚ ରାଜୁ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି । ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଖଣ୍ଡ କାର୍ଯ୍ୟବାହ ଅନନ୍ତ ଦାଶ ଓ
Read More...

ହାଇଓ୍ୱା ଓ ବୋଲେରୋ ମୁହାଁମୁହିିଁ ଧକ୍କା : ୨ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ୱା ଏବଂ ବୋଲେରୋ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଉଡିଗଲା ଟ୍ରାଫିକ୍‌ ପୋଷ୍ଟ । ଏହି ଟ୍ରାଫିକ୍‌ ପୋଷ୍ଟ ସହ ସିସିଟିଭି, ସିଗ୍‌ନାଲ ଲାଇଟ୍‌ ନଷ୍ଟ ହୋଇ ଚୁର୍‌ମାର ହୋଇଯାଇଛି । । ଖବର ଅନୁଯାୟୀ, ମଙ୍ଗଳବାର
Read More...

ବିଜ୍ଞାନ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ଜୟଦୁର୍ଗା ଉଚ୍ଚ ଵିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଜାତୀୟ ଶିକ୍ଷକ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଶ୍ରୀ କରଙ୍କୁ
Read More...

୩୧ ଯାଏ ରାଜ୍ୟରେ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି
Read More...

ସେମିଳିଗୁଡାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସମୁଦାୟ ୮୫ଟି ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି
Read More...

ସଫଳ ରୂପାୟନର ଏକ ଦଶନ୍ଧି ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିୱାଇ) – ଜାତୀୟ ଆର୍ଥିକ…

ପିଏମ୍‌ଜେଡିୱାଇ ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଜନଧନ-ମୋବାଇଲ-ଆଧାରକୁ ସଂଯୋଗ କରି ସମ୍ମତି ଭିତ୍ତିକ ପାଇପଲାଇନ ଆର୍ଥିକ
Read More...