Monthly Archives

August 2024

ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ବିଦାୟୀ ଛାତ୍ରଛାତ୍ରୀ ତଥା ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ 'ଉଦୟ ଓ ଅସ୍ତର ରଙ୍ଗ ଲୋହିତ' ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏହି
Read More...

କେନ୍ଦ୍ରୀୟ ଯୋଜନା ‘କୃଷି ଭିତ୍ତିଭୂମି ପାଣ୍ଠି’ର କ୍ରମିକ ସଂପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି । ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ,
Read More...

ବଲାଙ୍ଗିର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱର ସ୍ୱେଚ୍ଛାସେବୀ ସଂଗଠନର ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ଓ ସଂଯତା ବିଗତ ଜୁନ ମାସଠାରୁ ଆରମ୍ଭ ହୋଇ ବଲାଙ୍ଗିର ଓ ଟିଟିଲାଗଡର ସମସ୍ତ ୱାର୍ଡ ତଥା ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଭାବରେ ଜାରି ରହିଛି । ମୁଖ୍ୟତଃ
Read More...

ବିଦାୟ ସମ୍ବର୍ଦ୍ଧନା ସମାରୋହ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇଁସାଦାନି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଆଲଟି ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସିଆରସିସି ବୈଷ୍ଣବ ଦୁରିଆଙ୍କୁ ଆଜି ଭଇଁସାଦାନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ
Read More...

ରାସ୍ତାରେ ହୁତୁହୁତୁ ଜଳିଗଲା ଚଳନ୍ତା କାର୍

ଭଞ୍ଜନଗର : ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ସମେତ ୪ ଯାତ୍ରୀ । ବ୍ରହ୍ମପୁର - ଭଞ୍ଜନଗର ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗୀପଲୀ ଗାଁ ନିକଟ ରାସ୍ତାରେ ଘଟିଛି ଏଭଳି ଏକ ଅବନୀୟ ଘଟଣା । ସୂଚନା କ୍ରମେ ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ
Read More...

ଘର ସାମ୍ନାରୁ ବାଇକ ଚୋରି : ଥାନାରେ ଅଭିଯୋଗ

ବୌଦ୍ଧ, (କେପିଏନ୍‌ଏସ୍‌) : ରାତି ଅଧିଆ ବାଇକ ଚୋରି । ଚୋରି ଘଟଣା ନେଇ ଥାନାରେ ଅଭିଯୋଗ କଲେ ଗାଡି ମାଲିକ । ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡ଼େଣିଗଡ଼ର ପ୍ରତାପ ସାହୁ ତାଙ୍କର (ଓଡ଼ି ୧୨-୪୭୫୭)ନଂ ଥିବା ହିରୋ ଗ୍ଲେମର ବାଇକ ଗତକାଲି ସନ୍ଧ୍ୟାରେ ଘର ସାମ୍ନାରେ ରଖି ଖିଆ
Read More...

ବଲାଙ୍ଗିର ଫରେଷ୍ଟ ପାର୍କ ପାଲ୍‌ଟିଛେ ମଦୁଆ ମାନ୍‌କର୍‌ ଆଡ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତ୍‌ରେ ଜଙ୍ଗଲୀ ପରିବେଶର ଅନୁଭବ କର୍‌ବାର୍‌ ଲାଗି ଆମ୍‌କୁ ସହର ବାହାର୍‌ କେ ପାଖାପାଖି ୧୦୦ କିଲୋମିଟର କିମ୍ବା ଜିଲ୍ଲା ବାହାର୍‌ କେ ଯିବା କେ ପଡ୍‌ସି । ଆଉ ଇ ସବୁ କେ ନେଇ କରି ଗଲା ୨୦୧୯ ମସିହା ଫେବୃଆରୀ ୨୨ ତାରିଖ ଦିନେ ବଲାଙ୍ଗିର ସହର
Read More...

ନୃସିଂହନାଥ ଆୟୁର୍ବେଦ କଲେଜ ଛାତ୍ରଛାତ୍ରୀଙ୍କ ଜର୍ଜଗଡ଼ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ଆୟୁର୍ବେଦ କଲେଜର ୨ୟ ବର୍ଷ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିକଟସ୍ଥ ଜର୍ଜଗଡ଼ ଗ୍ରାମ ବୁଧବାର ପରିଦର୍ଶନ କରିଛନ୍ତି । ସେମାନେ ଘର ଘର ବୁଲି ପରିବାରଙ୍କ ମୁଖ୍ୟଙ୍କ ନାମ ଓ ଅନ୍ୟ ସଦସ୍ୟଙ୍କ ନାମ, ବୟସ ପଞ୍ଜିକରଣ କରି କାହାକୁ କେଉଁ
Read More...

ସ୍ୱତନ୍ତ୍ର କାର୍ଯ୍ୟରତ ସହ-ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା

ବଲାଙ୍ଗିର, (କେପିଏନଏସ୍‌) : ହିରାପୁର - ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆର୍ଥିକ ସେବା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିରରେ ରମାକାନ୍ତ ବିଶ୍ୱାଳ, ସରପଞ୍ଚ ହିରାପୁର, ମୁଖ୍ୟ ଅତିଥି ଭାବରେ
Read More...

ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ନୋଡ୍ / ସହରକୁ କ୍ୟାବିନେଟ୍ ମଞ୍ଜୁରୀ

ଭାରତ ଖୁବଶୀଘ୍ର ସୁବର୍ଣ୍ଣ ଚତୁର୍ଭୁଜ ଉପରେ ଆଧାରିତ ଶିଳ୍ପ ସ୍ମାର୍ଟ ସିଟିର ଏକ ବିଶାଳ ଶୃଙ୍ଖଳା ସ୍ଥାପନ କରିବଭାରତର ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସରକାର ୨୮,୬୦୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି'ପ୍ଲଗ୍-ଏନ୍-ପ୍ଲେ' ଏବଂ 'ୱାକ୍-ଟୁ-ୱାର୍କ'
Read More...