Monthly Archives

August 2024

ବରଗଡ-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବରଗଡ଼ରୁ ନୂଆପଡା ରେଳ ଲାଇନ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ପରେ ବରଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ବରଗଡ଼ ସାଂସଦଙ୍କ ସମେତ ବରଗଡ଼ ଅଞ୍ଚଳର ଜନସାଧାରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ
Read More...

ପ୍ରଧାନମନ୍ତ୍ରୀଙ୍କ ସହ ବରଗଡ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ସାଂସଦ ଶ୍ରୀ ପୁରୋହିତ ନୃସିଂହ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଦେବା ସହ ନୃସିଂହନାଥ ଆସିବାକୁ ନିମନ୍ତ୍ରଣ ଦେଇ ବରଗଡରୁ ନୂଆପଡା
Read More...

ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ରାଉରକେଲା ସ୍କୁଲ ଫର ଦି ଡିଫ୍ (ମୁକ ବଧିର ବିଦ୍ୟାଳୟ)ରେ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଦେଶର ବରପୁତ୍ର ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ରାଉରକେଲାର ବିଶିଷ୍ଟ
Read More...

ଦେବାଳୟ ସୁରକ୍ଷା କମିଟି ନୁଆଁଖାଇ ୩ ଦିନ ଛୁଟି ଏବଂ ମନ୍ଦିରମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୁଆଁଖାଇ ଛୁଟି ୩ ଦିନ ପାଇଁ ଦେବାଳୟ ସୁରକ୍ଷା କମିଟି ଓ ବିଭିନ୍ନ କମିଟି ସହ ମିଶି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିର ପାଟଣା ଇଷ୍ଟଦେବି ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀ ନୁଆଁଖାଇ ଉପଲକ୍ଷେ ଆଲୋକ
Read More...

ଅବହେଳିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଆଣ୍ଠୁଏ ପାଣି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଗୁରୁବାର ଦିନର ଝରି ବର୍ଷାରେ ଅଫିସ ପରିସରରେ ଆଣ୍ଠୁଏ ପାଣି ଜମି ରହିଛି । କଣ୍ଡାବାଞ୍ଜିସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି । କେବଳ
Read More...

ଭବାନୀପାଟଣା ଠାରେ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ପି.କେ. ସାହୁ) : ଜିଲ୍ଲାସ୍ତରୀୟ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଡି.ପି.ଏମ.ୟୁ (ପ୍ଲାନିଂ) ଭବାନୀପାଟଣା ସଭା ଗୃହରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇଯାଇଅଛି । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)
Read More...

ବାଇକରୁ ଖସିପଡି ମହିଳା ମୃତ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : ଭବାନୀପାଟଣା - ଭୁବନେଶ୍ଵର ୨୬ ନମ୍ବର ରାଜ୍ୟ ରାଜପଥ ବଫଲା ପାଖରେ ବାଇକରୁ ଖସିପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଇକରେ ୩ ଜଣ ଆରୋହୀ ଯାଉଥିବାବେଳେ ପଛରେ ବସିଥିବା ମହିଳା ଅସାବଧାନତା ଯୋଗୁଁ ଅଚାନକ୍ ଖସି ପଡିବା ଫଳରେ ତାଙ୍କ ମୁଣ୍ଡରେ
Read More...

ଜଙ୍ଗଲି ଛତୁ ଖାଇ ଝାଡାବାନ୍ତିରେ ମାଁ-ପୁଅ ମୃତ : ୨ ଜଣ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁତ୍ରା ପଞ୍ଚାୟତର ସିକାଟି ଗ୍ରାମରେ ଝାଡାବାନ୍ତି ହୋଇ ମାଁ ପୁଅ ମୃତ, ୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୁ ସୁକୁମାରୀ ମଳିକ ଓ ୧୨ ବର୍ଷର ନାତି
Read More...

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବୟିତ୍ରୀ ଲୋପାମୁଦ୍ରା ଜେନା ଜଣେ ସୁଲେଖିକା ଏବଂ କବୟିତ୍ରୀ ଭାବରେ ରାଜ୍ୟରେ ସୁପରିଚିତ । ଭାଷା ସାହିତ୍ୟକୁ ଅବଦାନ ପାଇଁ ଭାରତ ସରକାରଙ୍କ ଅନୁମୋଦିତ ଲିଜେଣ୍ଡାରୀ ପିସ୍ ଆୱାର୍ଡ଼ କାଉନସିଲ ତରଫରୁ ନୂଆଦିଲ୍ଲୀ ଠାରେ ଡକ୍ଟରେଟ୍ ଉପାଧିରେ ସମ୍ମାନିତ
Read More...

ବୋଡ଼େନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟଙ୍କା କାରବାର ଅଭିଯୋଗ : ବାରମ୍ବାର ଅଭିଯୋଗ ପରେ ମଧ୍ୟ ହେଉନି…

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ରାଜ୍ୟରେ କିମ୍ଵା ରାଜ୍ୟ ବାହାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ
Read More...