Daily Archives

ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଗାମୀ ୨ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଇଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ । ଏହାର
Read More...

ଜାତୀୟ କ୍ରୀଡା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅଗଷ୍ଟ ୨୯ରେ ଭାରତବର୍ଷରେ "ଜାତୀୟ କ୍ରୀଡା ଦିବସ" ପାଳନ କରାଯାଏ । କ୍ରୀଡା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କ୍ରୀଡା କାର୍ଯ୍ୟକଳାପ କେବଳ ଖେଳିବା ପାଇଁ ମଜାଦାର ନୁହେଁ ବରଂ ଆମର ସ୍ୱାସ୍ଥ୍ୟ ଏବଂ ଶାରୀରିକ ସୁସ୍ଥତାକୁ ମଧ୍ୟ ଉନ୍ନତ
Read More...

ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଫପସି ଗାଁରେ ଅସନ୍ତୋଷ, ରାସ୍ତାରେ ମାଟି ପକାଇବା ଯୋଗୁଁ କାଦୁଅରେ ପଚପଚ ଯାତାୟତରେ…

ସଇଁତଲା, (ପ୍ରମୋଦ ସେଲମା) : ସରକାର ଗ୍ରାମାଞ୍ଚଳର ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବା ବେଳେ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି । ବର୍ଷା ଦିନରେ ଗାଁର ମୁଖ୍ୟ ରାସ୍ତାରେ ମାଟି ପକାଇ ଦେବା ଯୋଗୁଁ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ
Read More...

ମଦନପୁର ରାମପୁରର ନୂତନ ରାଜାଙ୍କ ଦେବାଦେବୀ ଦର୍ଶନ

କଳାହାଣ୍ଡି, (ପି.କେ. ସାହୁ) : ରାଜ୍ୟାଭିଷେକ ପରେ ମଦନପୁର ରାମପୁରର ନୂତନ ରାଜା ତଥା ୩୦ ତମ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ପ୍ରଥମେ କଳାହାଣ୍ଡି ମହାରାଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଆଜି
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଟାବାଞ୍ଜି ବନମାଲି ପେଲେସରେ
Read More...

ଜରାସିଂହାରେ ବରିଷ୍ଠ ନାଗରିକ ସଂଘ ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ): ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ ସଭା କକ୍ଷରେ ପୂର୍ବ ସମିତି ସଭ୍ୟ ଦେବପ୍ରସାଦ ମେହେରଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି
Read More...

ଦେଓଗାଁ, ଗୁଡ଼ଭେଲା ଓ ସଇଁତଲା ବ୍ଲକ ସହ ତୁଷୁରା ଏନ୍‌ଏସିର ୧୦୮ ଜଣ ଭିନ୍ନକ୍ଷମଙ୍କୁ ମିଳିବ ଉପକରଣ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ଉପକରଣ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଓଗାଁ ବ୍ଳକ ସହ ଗୁଡ଼ଭେଲା, ସଇଁତଲା ଓ ତୁଷୁରା ଏନ୍‌ଏସି ଅଞ୍ଚଳର ଦିବ୍ୟାଙ୍ଗ ହିତାଧିକାରୀମାନେ ଯୋଗ ଦେଇଥିଲେ । ମୋଟ
Read More...

ଛତ୍ରପୁର ସହରର ଐତିହାସିକ ନନ୍ଦଉତ୍ସବ ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଥାଏ । ତେବେ ତହିଁଆର ଦିନ ନନ୍ଦଉତ୍ସବ ପାଳିତ
Read More...

ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ୱନଶୀଳ କରାଇବାରେ ଆଇ.ଆର.ଇ.ଏଲ.(ଇଣ୍ଡିଆ)ର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷ କରି ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଦିଗରେ ଆଇ.ଆର.ଇ.ଏଲ.(ଇଣ୍ଡିଆ) ବିହିତ ପଦକ୍ଷେପ ଗ୍ରହଣ କରିଆସିଛନ୍ତିଫ ଚଳିତ ବର୍ଷ ଅନୁକୂଳ ବାତାବରଣ ମଧ୍ୟରେ ଆସିଥିବା ଅସରାଏ ବର୍ଷାର ଆଗମନକୁ ଭିତ୍ତି କରି ଆଇ.ଆର.ଇ.ଏଲ.(ଇଣ୍ଡିଆ)
Read More...