Daily Archives

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମଞ୍ଚ, ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌, ଇଡ୍‌କୋର ପ୍ରତିନିଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପେଶା ଆଇନକୁ କାର୍ଯ୍ୟକାରୀ କରିବା ଓ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା, ସେମାନଙ୍କ ଅଧିକାର, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ଶିଶୁ ବିଦ୍ୟାର୍ଥୀମାନଙ୍କ ଅଧିକାର ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ବିଷୟରେ ଆଲୋଚନା ପାଇଁ ଶନିବାର
Read More...

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ : ୨ ଅଟକ

ଭୁବନ : ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍‌କୁ ଶନିବାର ବିଳମ୍ବିତ ରାତ୍ରିରେ ଜବତ କରିଛି ପୋଲିସ । ସୂଚନାନୁସାରେ, କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଅଞ୍ଚଳରୁ ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଯାଜପୁର ଅଞ୍ଚଳକୁ ଯାଉଥିଲା । ଖବର ପାଇ ସୁରପ୍ରତାପୁର ଫାଣ୍ଡି ପୋଲିସ ଗାଡିକୁ
Read More...

ଓଲଟିଲା ଯାତ୍ରୀବାହୀ ବସ୍ ; ଏକାଧିକ ଯାତ୍ରୀ ଆହତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଫାଇଭ୍ ଷ୍ଟାର ନାମକ ଏହି ବସ୍‌ଟି ଓଲଟି ପଡ଼ିଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନା ଯୋଗ୍ୟ ଯେ, କୃଷ୍ଣପ୍ରସାଦ-ମୋରଡ଼ା-ମାଲୁଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଏକାଧିକ
Read More...

ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତର କରାତଳି ଗ୍ରାମରେ ଦିବ୍ୟଜୀବନ ସଂଘ ମା' ରାମଚଣ୍ଡୀ ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ
Read More...

ବଇରାସର ଶିବ ମନ୍ଦିରରୁ ଚୋରି

ତରଭା : ବଲାଙ୍ଗିର ଜିଲ୍ଲା ପୁଇଁଥିଲା ବ୍ଳକ ବଇରାସର ଶିବ ମନ୍ଦିରରୁ ଗତ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହେଇଛି । ଏନେଇ ପୂଜାରୀ ରିନା ଥନାପତି ବଇରାସର ପୁଲିସ ବିଟ୍‌ରେ ଅଭିଯୋଗ କରିଥିଲେ । ସଦର ବିଟ୍‌ ଅଧିକାରୀ ଏଏସଆଇ ଅଜିତ କୁମାର ସାହୁ ଘଟଣାସ୍ଥଳକୁ ପହଞ୍ଚି ପୁଇଁନ୍ତଲା
Read More...

ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଯାନ୍ତ୍ରିକ ଭବନ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ୍ ସେକ୍ସନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ
Read More...

ବିଷପିଇ ସ୍ତ୍ରୀ ଆତ୍ମହତ୍ୟା : ଅଭିଯୁକ୍ତ ସ୍ୱାମୀ ଗିରଫ

ବିନିକା : ସ୍ଵାମୀ ସ୍ତ୍ରୀଙ୍କ ଝଗଡାରେ ପରେ ସ୍ତ୍ରୀ ବିଷଖାଇ ଆତ୍ମହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବିନିକା ଥାନା ଅନ୍ତର୍ଗତ ବାବୁପାଲି ଗ୍ରାମର ଗୋପାଳ ସେଠ । ସୂଚନା ଯୋଗ୍ୟ ଯେ, ଚଳିତ ମାସ ଗତ ୮ ତାରିଖରେ ଗୋପାଳ ଏବଂ
Read More...

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ତିନୋଟି ପ୍ରମୁଖ ଯୋଜନାକୁ ଜାରି ରଖିବାକୁ ଆଜି ମଞ୍ଜୁରି ମିଳିଛି । ଏସବୁ ଯୋଜନାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି)ର ‘ବିଜ୍ଞାନ ଧାରା’ ନାମକ ଏକ
Read More...

ଏକୀକୃତ ପେନ୍‌ସନ୍‌ ଯୋଜନା (ୟୁପିଏସ)କୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଏକୀକୃତ ପେନସନ୍‌ ଯୋଜନା (ୟୁପିଏସ୍‌)କୁ ମଞ୍ଜୁରି ମିଳିଛିୟୁପିଏସ୍‌ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଲା :୧. ସୁନିଶ୍ଚିତ ପେନ୍‌ସନ୍‌ : ୨୫ ବର୍ଷର ସର୍ବନିମ୍ନ
Read More...

ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଠାରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ଅବନୀ କୁମାର ଖମାରିଙ୍କ ସଭାପତିତ୍ୱରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜାତୀୟ ସେବା
Read More...