Daily Archives

ଟେଙ୍ଗରା ଗ୍ରାମରେ ଚାଞ୍ଚଲ୍ୟ : ସ୍ୱାମୀର ବନ୍ଧୁକ ଗୁଳିରେ ସ୍ତ୍ରୀ ଗୁରୁତର, ଜଂଘରେ ରହିଛି ଗୁଳି

ଗୁରୁତର ସ୍ତ୍ରୀଙ୍କ ଘଟଣାର ୯ ଦିନ ପରେ ଥାନାରେ ଏତଲାଅଭିଯୋଗ ପରେ ସ୍ଵାମୀ ଥାନାରେ ଅଟକ, ବନ୍ଧୁକ ଜବତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ଏକ ଛାତି ଥରା ତଥା ଚାଞ୍ଚଲ୍ୟକର ଘଟଣା ବହୁ ବିଳମ୍ବରେ ଜଣାପଡିଛି
Read More...

ନିଯୁକ୍ତି ନାମରେ ୨୪ ଲକ୍ଷ ଟଙ୍କା ଠକେଇ : ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରଦାନ ନାମରେ ଟିଟିଲାଗଡ଼ ସହରର ଏକ ପରିବାର ଠାରୁ ପ୍ରାୟ ୨୪ଲକ୍ଷ ଟଙ୍କା ଠକାମୀ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଟିଟିଲାଗଡ଼ ଥାନା ପୁଲିସ ଅଭିଯୁକ୍ତ ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ
Read More...

ଏକ ତରଫା ପ୍ରେମରୁ ପେଟ୍ରୋଲ ପମ୍ପ ମହିଳା କର୍ମଚାରୀଙ୍କୁ ଆକ୍ରମଣ : ଅଭିଯୁକ୍ତ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକ ତରଫା ପ୍ରେମରୁ ପ୍ରେମିକାକୁ ଆକ୍ରମଣ । ପେଚ୍‌କସ୍‌ରେ ପ୍ରେମିକାକୁ ରକ୍ତାକ୍ତ କଲା ପ୍ରେମିକ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ମତେ, ସୋନପୁର ଜିଲ୍ଲା ରାଣୀସର୍ଡା ଗ୍ରାମର ଜଣେ ଯୁବତୀ ଲୋଇସିଂହା
Read More...

ମୁରିବାହାଲ – ଟିକ୍ରାପଡ଼ା ମୁଖ୍ୟ ରାସ୍ତାକଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ, କାଟିବାକୁ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ - ଟିକ୍ରାପଡ଼ା ମୁଖ୍ୟରାସ୍ତାର ଚଲକି ପଞ୍ଚାୟତ ଜାମପଦର ଗ୍ରାମର ଓଭର ହେଡ ପାଣି ଟାଙ୍କି ସାମ୍ନାରେ ଏକ ବଡ ଶୁଖିଲା ଆମ୍ବ ଗଛ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ସେହିପରି ଇଛାପଡା ପଞ୍ଚାୟତ ଅନ୍ତର୍ଲା ଗ୍ରାମର
Read More...

ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ (କରଣ) ସମାଜର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ (କରଣ) ସମାଜ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ବରକାନୀ ରାସ୍ତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କରଣ ସମାଜର ସମସ୍ତ କର୍ମକର୍ତ୍ତା ତଥା ମହିଳା ଶାଖାର ସମସ୍ତ
Read More...

ଟାଟା ପାୱାରର ସ୍ମାର୍ଟ ମିଟରକୁ ବଲାଙ୍ଗିର ଗ୍ରହଣ କରିବ ନାହିଁ – ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତପାବନ ଏକାଡେମୀର ସଭାଗୃହରେ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ତରଫରୁ ସ୍ମାର୍ଟ ମିଟର ଲଗାଣ ଉପରେ ଏକ ସମ୍‌ଝୋତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ପଣ୍ଡା, ବଲାଙ୍ଗିର ବିଦ୍ୟୁତ୍‌ ଖଣ୍ଡ
Read More...

ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗଜବନ୍ଧ ଶ୍ରୀ ଜଗନ୍ନାଥ
Read More...

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ଜାତୀୟ ହେରିଟେଜ କ୍ୱିଜ ଆୟୋଜିତ

ବଲାଙ୍ଗିର, (କେପିଏ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୪ ଅଗଷ୍ଟ ଦିନ ସ୍ଥାନୀୟ ପି.ପି ଏକାଡେମୀଠାରେ ଜିଲ୍ଲା ବିଦ୍ୟାଳୟସ୍ତରୀୟ "ଜାତୀୟ ହେରିଟେଜ କ୍ୱିଜ଼" ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୭ଟି ସ୍କୁଲରୁ ୬୨ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଦୁଇଟି
Read More...

ମାଣ୍ଡୋସିଲ +୨ କଲେଜରେ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ +୨ କଲେଜରେ ନୂତନ ଅଧ୍ୟକ୍ଷ ଭାବରେ ଅଧ୍ୟାପକ ପରମେଶ୍ୱର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସମୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥାଇ ଶୁଭେଚ୍ଛା ଜଣାଇଛନ୍ତି ।
Read More...

ବାଇକ୍ ଲୁଟେରା ଗ୍ୟାଙ୍ଗ୍‌ ଗିରଫ

ବାଲେଶ୍ୱର : ବାଇକ୍ ଲୁଟେରା ଗ୍ୟାଙ୍ଗ୍‌କୁ ଧରିଲା ବାଲେଶ୍ଵର ଟାଉନ୍ ଥାନା ପୋଲିସ। ୬ ବାଇକ୍ ଲୁଟେରା ଗିରଫ ସହିତ ୧୭ ବାଇକ୍ ଜବତ। ଲୁଟେରାଙ୍କ ମଧ୍ୟରୁ ୩ ଜଣ ନାବାଳକ। ଏହି ସବୁ ବାଇକ୍ ଗୁଡ଼ିକ ବାଲେଶ୍ଵର, ଭଦ୍ରକ ଜିଲ୍ଲାରୁ ଚୋରି ହୋଇଥିବା ଜଣାପଡ଼ିଛି। ମିଳିଥିବା ବାଇକ୍ ମଧ୍ୟରୁ ୬ ଜଣଙ୍କୁ
Read More...