Daily Archives

ସର୍ଭେୟର ମାନଙ୍କ ଡିଜିଟାଲ ଫୋଟ ଉଠେଇବା ପ୍ରଶିକ୍ଷଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡିକରେ ସର୍ଭେୟର ମାନଙ୍କୁ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରା,ସହକାରୀ କୃଷି
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଛେଣ୍ଡିପଦା : ଅନୁଗୁଳ - ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁଦୁପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଜୀବନ ହରାଇଛନ୍ତି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଗତରାତିରେ କୁଦପାଳ ଗାଁର
Read More...

ଧଳା ଜହର ସହ ଦୁଇ ମହିଳା ଓ ଜଣେ ପୁରୁଷ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) - ପଦ୍ମପୁର ଛତିଶଗଡ ସିମାନ୍ତ ଅଞ୍ଚଳ ସୋହେଲା ଅଞ୍ଚଳରେ ନିଶା କାରବାର ବଢିବାରେ ଲାଗିଛି । ମଦ, ଗଞେଇ, କୋରେକ୍ସ, ନିଶା ଔଷଧ ବିକ୍ରି ହେଉଥିବା ଖବର ସାମନାକୁ ଆସିଥାଏ । ହେଲେ ଏବେ କିଛି ଅସାଧୁ ବ୍ୟକ୍ତି ଏହି ସିମାନ୍ତ ଅଞ୍ଚଳରେ ବ୍ରାଉନ ସୁଗର ବିକ୍ରି କରି
Read More...

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀର ଭୟ ।୧୭ ଟିକିଆ ହାତୀପଲ ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ଘରର କାନ୍ଥ
Read More...

‘କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ – ସିଜନ ୧’ ଅଧୀନରେ ୱେଭ୍‌ସ୍‌ ପାଇଁ ୨୫ଟି ଚ୍ୟାଲେଞ୍ଜ…

ସ୍ରଷ୍ଟାଙ୍କ ଅର୍ଥବ୍ୟବସ୍ଥା, ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଜୀବନଶୈଳୀ ପ୍ରଦର୍ଶନ କରିବାର ଏକ ଚମତ୍କାର ଉପକରଣ : ଅଶ୍ୱିନୀ ବୈଷ୍ଣବଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ଏବଂ ସୁବିଧା ଯାହା ନିର୍ମାତାଙ୍କ ଦକ୍ଷତା ବୃଦ୍ଧି କରିବଚଳଚ୍ଚିତ୍ର
Read More...

ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ଚୋରି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁଣି ପାତାଳୀ ଶ୍ରୀକ୍ଷେତ୍ରରୁ ତାଲା କାଟି ହୁଣ୍ଡିରୁ ଚୋରି । ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଜଗନ୍ନାଥ ମନ୍ଦିରର ତାଲା କାଟି
Read More...

କାଟିଙ୍ଗିଆରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦମୃତ୍ୟୁ ଭୟ : କାର୍ଯ୍ୟନୁଷ୍ଠାନ ନେବାକୁ ମହିଳାଙ୍କ ଦାବି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ
Read More...

ରାଜପଥ ଉପରେ ତୁଷୁରା ଆଇଆଇସିଙ୍କୁ ଆକ୍ରମଣ : ସାଧାରଣରେ ଚାଞ୍ଚଲ୍ୟ

ଦେଓଗାଁ : ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗିର - ଦେଓଗାଁ ରାସ୍ତା ଉପରେ ଥିବା ସୋନଗଡ଼ ନଦୀ ଉପରେ ଆଜି ଜଣେ ପୁଲିସ ଅଧିକାରୀଙ୍କୁ ଉତ୍ତେଜିତ ‌ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ମାଡ଼ ଖାଇଥିବା ପୁଲିସ କର୍ମଚାରୀ ଜଣକ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧିକାରୀ ଶଶୀ ଭୂଷଣ ମିଶ୍ର
Read More...

୫୮ ଲିଟର ଦେଶୀ ମଦ ଜବତ : ୬ ଗିରଫ

ବାଲିଗୁଡ଼ା : ଅବକାରୀ ବିଭାଗର ଧରପଗଡ଼ । ୫୮ ଲିଟର ବେଆଇନ ଚୋରା ଦେଶୀ ମଦ ଜବତ । ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚିକିଟି ମଦ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ଅବକାରୀ ବିଭାଗ । କନ୍ଧମାଳ ଅବକାରୀ ଅଧୀକ୍ଷକ ଯୋଷକେତନ ବାରିହାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ ଓ
Read More...

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌

ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଖେଳ ପଡ଼ିଆ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ବୋଲେରୋକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ରାତିରେ କଳିଙ୍ଗନଗରରୁ ଆସୁଥିବା
Read More...