Daily Archives

ଜାତୀୟ ମହାକାଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଶିକ୍ଷକ ପ୍ରମୋଦ ନାଥ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ
Read More...

ଭାଷା ଗୋଟିଏ ଜାତିର ପରିଚୟ ଓ ଜ୍ଞାନର ମୁଖ୍ୟ ମାଧ୍ୟମ : ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ଦିନିଆ ଜାତୀୟସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇ ଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ
Read More...

ନୃସିଂହନାଥ ପୀଠରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ୧୬୨ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଦିବସ ପାଳନ କରାଯାଇଛି । ପ୍ରଥମେ ଯୁକ୍ତ ୨ ଛାତ୍ରୀ ଶକ୍ତି ସ୍ୱରୂପା ପଣ୍ଡା ଏବଂ ତାଙ୍କ ସାଥୀବୃନ୍ଦ
Read More...

ମ.ରାମପୁର ଅଞ୍ଚଳରେ ନବାନ୍ନ ତିଥି ନିର୍ଦ୍ଧାରଣ

କଳାହାଣ୍ଡି, (ପି.କେ. ସାହୁ) : ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ । ଏହି ନବାନ୍ନଟି ପଞ୍ଚମୀ ତିଥିରେ ପ୍ରାୟ ଅଞ୍ଚଳରେ ହେଉଥିବା ବେଳେ ମ.ରାମପୁର ଅଞ୍ଚଳରେ ଚଳିତ ବର୍ଷ ପାଇଁ ନବାନ୍ନ ତିଥି ନିର୍ଦ୍ଧାରଣ ହୋଇଛି । ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ଅଧ୍ୟକ୍ଷତାରେ
Read More...

ପାଇକମାଲ ହାଇସ୍କୁଲରେ ଜାତୀୟ ମହାକାଶ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଚନ୍ଦ୍ରୟାନ- ୩ର ଚନ୍ଦ୍ର
Read More...

ସାହିତ୍ୟିକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଲୀ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ବଲାଙ୍ଗିର ସାମ୍ବାଦିକ ଭବନରେ ବିଶିଷ୍ଟ କବି, ଗୀତିକାର, ନାଟ୍ୟକାର ତଥା ସାହିତ୍ୟିକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଗାଳ୍ପିକ ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

୨୬୨ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ : ପର୍ତ୍ତମାହା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ଅଭିଯୋଗ

ଅନଶନ ପାଇଁ ଗ୍ରାମବାସୀଙ୍କ ସଜବାଜ ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଭିଏଁ ପଢିବେ, ସଭିଏଁ ବଢ଼ିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ନାରା ଏବେ ସତେ ଯେମିତି ନିରବୀ ଯାଇଛି । କାହିଁକି ନା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର
Read More...

ବଲାଙ୍ଗିର ଜେଲ୍‌ ଭିତରୁ ନିଶା ଦ୍ରବ୍ୟ ଜବତ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ସକାଳୁ ବଲାଙ୍ଗିର ଜିଲ୍ଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଥିବା ବେଳେ ଜେଲ୍‌ ଭିତରେ ବନ୍ଦୀମାନେ ଗ୍ୟାଙ୍ଗବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ପ୍ରସାରିତ ହେବା ପରେ ଶୁକ୍ରବାର ବଲାଙ୍ଗିର ଏସ୍‌ପି ଋଷିକେଶ
Read More...

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ : ଡ୍ରାଇଭର ମୃତ, ୩ ଗୁରୁତର

ଧର୍ମଗଡ଼ : ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଏକ ବୋଲେରୋକୁ ଟ୍ରକ୍‌ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏଣେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି ।
Read More...