Daily Archives

ମାୟାବର୍ହା ହାଇସ୍କୁଲରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ, ମାୟାବର୍ହାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଆଜି ଶୁକ୍ରବାର ଜାତୀୟ ମହାକାଶ ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ କ୍ଲଷ୍ଟର ସଂଯୋଜକ
Read More...

ଅଖିଳ ଭାରତୀୟ କ୍ଷେତ୍ରୀୟ ଗୋଣ୍ଡ ସମାଜ ନୂଆଁଖାଇ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବୁଢ଼ା ଦେଓ ମଣ୍ଡପ ଠାରେ ନୂଆଁଖାଇ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜର ବରିଷ୍ଠ ବ୍ୟକ୍ତି ରିଘୁନନ୍ଦନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଇକମାଳ,
Read More...

ବୁଢ଼ୀପଦର ଗ୍ରାମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱଚ୍ଛ ଭାରତ ମିଶନ ଜରିଆରେ ଲୋଇସିଂହା ବ୍ଲକର ବୁଢ଼ୀପଦର ଓ ବୁର୍ଡ଼ା ଗ୍ରାମକୁ ମଡେଲ ଗ୍ରାମ ଭାବେ ବ୍ଲକ ପ୍ରଶାସନ ହାତକୁ ନେଇଛି । ଏହି ଅବସରରେ କଠିନ ତଥା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ବୁଢ଼ୀପଦର ଗ୍ରାମରେ ସଚେତନତା ଉଦ୍ଦେଶ୍ୟରେ ଏକ
Read More...

ଟ୍ରେନ ଆଗକୁ ଆସି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଟିଟିଲାଗଡ : ଟ୍ରେନ ଆଗକୁ ଆସି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣାସ୍ଥଳରେ ନାବାଳିକା ପ୍ରେମିକାର ମୁତ୍ୟୁ ହୋଇଥିବା ବେଳେ ପ୍ରେମିକ ଜଣକ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ
Read More...

ଆସୁଛି କ୍ଷୁଦ୍ର କୋଶଳୀ ଚଳଚ୍ଚିତ୍ର ‘ଚାଷୀର୍ କରଜ୍’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛନଛଡାର ଅମ୍ବରିଶ ମହାନ୍ତିଙ୍କ ଉଦ୍ୟମ ବଳରେ ଆସନ୍ତା ଅଗଷ୍ଟ ୨୬ ତାରିଖରେ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ର ନେଇ ଆସୁଛନ୍ତି, ଯାହାକି ବାପୁନ୍ ଫ୍ଲିମ୍ ଷ୍ଟୁଡିଓ ୟୁଟ୍ୟୁବ୍‌ ଚେନାଲ୍‌ରେ ରିଲିଜ୍ ହେବ । ସେଇଥିରେ ସେ ନିଜ କାହାଣୀରେ ତଥା ନିଜ
Read More...

‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ

ଭବାନୀପାଟଣାରୁ ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାର ଜୟଯାତ୍ରା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ଼ ଆନୁକୂଲ୍ୟରେ ପରିଚାଳିତ 'ଫାର୍ମ ବି' ବ୍ରାଣ୍ଡର ପଶ୍ଚିମ ଓଡିଶା ବଜାର ପ୍ରବେଶ ସହ
Read More...

କେ.ଭି. କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ

ଅମୃତ ଓ ଆଲୋକର କବି ହେଉଛନ୍ତି ଗଙ୍ଗାଧର ମେହେରଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଗଙ୍ଗାଧର ମେହେର ହେଉଛନ୍ତି ଏ ମାଟିର ଗର୍ବ ଓ ଗୌରବ । ସେ ଅମୃତ ଓ ଆଲୋକର କବି । ଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ । ଏ ମତ ପ୍ରକାଶ ପାଇଛି
Read More...

ଗଜବନ୍ଧ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟ ନରେନ୍ଦ୍ର ପୁରୋହିତ
Read More...

ବିଶ୍ୱ ହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ

ତିଲକ ଅଭିଯାନ ଆସନ୍ତା ୨୫ରେ ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୫ରୁ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ସମ୍ପର୍କରେ ଅମର ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ
Read More...

ବାଟବଣା ହାତୀ ଶାବକକୁ କାବୁ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେଷରେ କାବୁ ହେଲା ବାଟବଣା ହାତୀ ଶାବକ । ଗତକାଲି ଠାରୁ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ସାଲେପାଲି ଗାଁ ରାସ୍ତାର କୃଷ୍ଣମୁହାଣ ସେତୁ ନିକଟରେ ଆତଙ୍କ ସୃଷ୍ଟି କରିଥିଲା ହାତୀ ଶାବକ । ସଇଁତଲା ସମରା ରାସ୍ତା ଦେଇ ଜରାସିଂହା - ସାଲେପାଲି ଗାଁ ନିକଟରେ ପହଂଚିଥିଲା
Read More...