Daily Archives

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ଡେଲାଙ୍ଗ ରେଡକ୍ରସ୍ ୟୁନିଟ୍‌ର ସ୍ୱଚ୍ଛାସେବୀ ହେମନ୍ତ ବେହେରାଙ୍କୁ ରାଜ୍ୟସ୍ତରୀୟ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ, ଓଡିଶା ଦ୍ୱାରା ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ
Read More...

ଆରକ୍ଷଣ ଉପରେ ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ : ପଦ୍ମପୁର ଉପଖଣ୍ଡରେ ବନ୍ଦ ସଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚ ଆହ୍ୱାନରେ ଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଭାରତ ବନ୍ଦରେ ପଦ୍ମପୁର ଉପଖଣ୍ଡରେ ବନ୍ଦ ସଫଳ ହୋଇଛି । ଆରକ୍ଷଣକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ମସୁଧକୁ ବିରୋଧ କରି ପଦ୍ମପୁର ଉପଖଣ୍ଡ ସ୍ତରୀୟ
Read More...

ଜେଲ ଭିତରେ ଗେଙ୍ଗ୍‌ୱାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଲରେ ଗେଙ୍ଗ ୱାର ଘଟଣାରେ କୁଖ୍ୟାତ ଅପରାଧୀ ବବ୍‌ଲୁ ମହାନନ୍ଦକୁ ଆକ୍ରମଣ କରିଛନ୍ତି । ୨ଜଣ କଏଦୀ ଛୋଟୁ ଖାଁ ଓ ବିଶାଲ୍ ସୁନା । ଦୀର୍ଘ ଦିନ ହେଲା ବବ୍‌ଲୁ ମହାନନ୍ଦ ସହ ଛୋଟୁ ଓ ବିଶାଲଙ୍କ ଝଗଡା ଲାଗିରହିଥିବା ବେଳେ ପୁଣି ଗତ ଶୁକ୍ରବାର ଦିନ ଉଭୟ ଗୋଷ୍ଠୀ
Read More...

ପରଲୋକରେ ସୂର୍ଯ୍ୟ କୁମାର ନନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମର ସୂର୍ଯ୍ୟ ନନ୍ଦ(୬୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି । ସୂର୍ଯ୍ୟ ମଙ୍ଗଳବାର ରାତି ୧ଟା ସମୟରେ ବରଗଡ଼ ବିକାଶ ହସ୍ପିଟାଲରେ ପ୍ରାଣତ୍ୟାଗ କରିଥିଲେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କୁ ‘ଗ୍ଲୋବାଲ୍‌ ଫାଇନାନ୍ସ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘ଏ ପ୍ଲସ୍‌’ ରେଟିଂ ମିଳିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ
Read More...

ଭାରତ ବନ୍ଦ ପ୍ରଭାବରେ ପ୍ରଭାବିତ ଖପ୍ରାଖୋଲ : ସକାଳୁ ପିକେଟିଂ କରି ଯାନବାହାନ ଚଳାଚଳ ବନ୍ଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ସଂରକ୍ଷଣରେ ସ୍ୱଚ୍ଛଳ ବର୍ଗ (କ୍ରିମିଲେୟର) ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିବାଦ ସୃଷ୍ଟି କରିଛି । ଏହାକୁ ବିରୋଧ କରାଯାଉଛି । ଏହା ବିରୋଧରେ ଦେଶର ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ
Read More...

ଚନ୍ଦନଭାଟିନେ ବି ଭାରତ୍‌ ବନ୍ଦ ପାଳନ

ଚନ୍ଦନଭାଟ, (କେପିଏନ୍‌ଏସ୍‌) : ଭାରତ ସରକାର ଏସ୍‌ସି, ଏସ୍‌ଟି ସଂରକ୍ଷଣ କୁଟାକେ ଉଠେଇ ଦେବାର ଲାଗି ଲାଗିଥିବାର୍ ବେଲକେ ଆଦିବାସୀ, ହରିଜନ ଏକତା ମଞ୍ଚ ଆଏଜ୍ ଭାରତ ବନ୍ଦ ଡାକରା ଦେଇ ଗାଁନୁ ସହର ସାରା ଭାରତ୍ ଦେଶ୍ ଥି ବନ୍ଦ୍‌ ପାଳନ କରୁଛେ । ଇଟା ଆଦିବାସୀ ହରିଜନ ମାନକର୍ ଜୀବନ୍ ସାଂଗେ
Read More...

ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗତକାଲି ଢୋଲମାନ୍ଦଲ ଗ୍ରାମପଞ୍ଚାୟତ କାର୍ଯ୍ୟା'ଳୟ ସମ୍ମୁଖରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋଲାପି ମେହେର, ସମ୍ମାନିତ ଅତିଥି
Read More...

ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଜେପି କର୍ମୀ ମୀନକେତନ ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ବିଜେପି କର୍ମୀ ମୀନକେତନ ପ୍ରଧାନ(୪୦)ଙ୍କ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାୟପୁର ସ୍ଥିତ ବାଳାଜୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗତ କିଛି ଦିନ ହେଲା ଶ୍ରୀ ପ୍ରଧାନ
Read More...

ଟିଟିଲାଗଡ଼ ରେଳ ଷ୍ଟେସନ୍‌ ଟିକେଟ କାଉଣ୍ଟର ତଳେ ଶୋଉଛି ବୁଲା କୁକୁର – ଅଧିକାରୀଙ୍କ ଦୃଷ୍ଟି ପଡୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳ ୮ଟା ସମୟରେ ଜଣେ ଆଇନଜୀବୀ ରେଳ ଟିକେଟ୍‌ କାଟିବା ପାଇଁ ଯାଇଥିବା ବେଳେ ସଂରକ୍ଷଣ ଟିକେଟ୍‌ କାଉଣ୍ଟର ତଳ ପଟେ ଗୋଟିଏ ବୁଲା କୁକୁର ଶୋଇଥିଲା, ରେଳ ଷ୍ଟେସନ ସମ୍ମୁଖରେ ଅନ୍ୟ କୁକୁରଙ୍କ ଭିଡ ଜମିବାର ଦେଖିବାକୁ ମିଳୁଛି ଯାହାକି କେତେବେଳେ
Read More...