Daily Archives

ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜନ୍ମ ତିଥି ତୋଷରା ସ୍ଥିତ ତୋଷାଳୀ ବିଦ୍ୟା ମନ୍ଦିର ଠାରେ ପୂର୍ବାହ୍ନ ୧୧ଟା ସମୟରେ ସମ୍ବାଦ ସାହିତ୍ୟ ଘରର ସଭାପତି
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସଭାପତିତ୍ୱ
Read More...

ପାଇକମାଲ ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଗଙ୍ଗାଧରଙ୍କ ଜୀବନୀ ଏବଂ ସାହିତ୍ୟ କୃତି ବିଷୟରେ ବବିତା ବେହେରା ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଭାଗରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଉପସ୍ଥିତ ଭାଇଭଉଣୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ପ୍ରତିଷ୍ଠା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆଜି ତାର ୪୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ନୃସିଂହନାଥ ସ୍ଥିତ ଭାଗବତ ତତ୍ତ୍ଵ ଯୋଗାଶ୍ରମରୁ ଏକ ଭବ୍ୟ ବିରାଟ ଶୋଭାଯାତ୍ରାରେ ମହାତ୍ମା ଗାନ୍ଧୀ ସମାଧି ପୀଠରେ ବିରବାଦ୍ୟ ପଞ୍ଚବାଦ୍ୟ ଓ ସଂକୀର୍ତ୍ତନ ଦଳର ତାଳେ
Read More...

ରାକ୍ଷୀକୁ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାକ୍ଷୀକୁ ଶକ୍ତି, ବିଶ୍ୱାସ, ରକ୍ଷା ଓ ବିଜୟର ପ୍ରତୀକ ବୋଲି କୁହାଯାଏ । ଏହି ଦିନ ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ଜନ୍ମ ଦିନ ହୋଇଥିବାରୁ ଏହି ପର୍ବକୁ ଗହ୍ନା ପର୍ବ ମଧ୍ୟ ବୋଲି କୁହାଯାଏ । ବନ୍ଧନ ହେଉଛି ସ୍ନେହ, ପ୍ରେମ ଏବଂ ପ୍ରତିଜ୍ଞାର ପର୍ବ ଜନ ସଂଖ୍ୟା
Read More...

ଏ. ବି. ସି. ଡି ବୋରାସମ୍ବର ‘ନୂଆଖାଇ ଭେଟ ଘାଟ’ର ରୂପରେଖ ପ୍ରସ୍ତୁତ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'ଅଙ୍ଗମଞ୍ଚ' କାର୍ଯ୍ୟାଳୟରେ ନୁଆଁଖାଇ ଭେଟ ଘାଟର ରୂପରେଖ ଏ. ବି. ସି. ଡି ପଦ୍ମପୁର ସଭାପତି ଅନିଲ ବେହେରାଙ୍କ ସଭାପତିତ୍ୱରେ ପ୍ରସ୍ତୁତି ହୋଇଯାଇଛି । ସମ୍ପାଦକ ରଘୁନାଥ ପୁରୀ ଉପସ୍ଥିତ ସଭ୍ୟ ଓ ବରିଷ୍ଠ ମାର୍ଗଦର୍ଶକ ତଥା ପରାମର୍ଶ ଦାତା ଅଧ୍ୟାପକ
Read More...

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା ଧବଳେଶ୍ଵର ଲିଙ୍ଗରାଜ ଶ୍ରାବଣ ସାରସ୍ୱତ ସଙ୍ଗମ ୨୦୨୪ ଗଡଗଡେଶ୍ୱର ମନ୍ଦିର, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇଯାଇଛି । ଏହା ସାହିତ୍ୟ ସଂସଦର ୫୧ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଏକ ସାହିତ୍ୟ ରସମୟ ପରିବେଶରେ ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି ରଙ୍ଗାଜୀବ ଗଙ୍ଗାଧରଙ୍କ ଜନ୍ମୋତ୍ସବ । ଉତ୍ସବ ଆରମ୍ଭ ହୋଇ ପରିସର ଭିତରେ ଥିବା ଗଙ୍ଗାଧରଙ୍କର ପ୍ରତିମୂର୍ତ୍ତିରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ
Read More...

ପଦ୍ମପୁର ଦୁର୍ଗାପୂଜା ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପ୍ରସିଦ୍ଧ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସହରର ସମସ୍ତ ନାଗରିକ ମାନଙ୍କୁ ନେଇ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ୨୦୨୩ ମସିହାରେ
Read More...