shyamal
Daily Archives

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ସିଆର୍‌ପିଏଫ୍‌ କ୍ୟାମ୍ପ ଓ ଜିଲ୍ଲା ଜେଲ୍ ରକ୍ଷାବନ୍ଧନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂସ୍ଥା, ସହଯୋଗ ଫାଉଣ୍ଡେସନ୍ ସିଆର୍‌ପିଏଫ୍‌ କ୍ୟାମ୍ପ ଓ ଜିଲ୍ଲା ଜେଲ୍ ରକ୍ଷାବନ୍ଧନ ପବିତ୍ର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥିଲା । ଏହି ଆୟୋଜନ ସମାଜରେ ପ୍ରେମ, ଏକତା ଓ ଭାଇଚାରାର ଭାବନାକୁ ବୃଦ୍ଧି କରିବା ପାଇଁ
Read More...

ଆନ୍ତର୍ଜାତୀୟ ଟାଇକଣ୍ଡୋ ଚମ୍ପିଆନ୍‌ସିପ୍‌ -୨୦୨୪

ରାଉରକେଲା ପାଇଁ ଗୌରବ, ୩ ଛାତ୍ର ବିଜୟୀ ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ପାଇଁ ଗର୍ବ ଓ ଗୌରବର ବିଷୟ କାରଣ ୭ମ ହିରୋ ଟାଇକଣ୍ଡୋ ଆନ୍ତର୍ଜାତୀୟ ଚମ୍ପିଆନ୍‌ସିପ୍‌ -୨୦୨୪, ବ୍ୟାଙ୍କକକ୍‌, ଥାଇଲାଣ୍ଡ, ଜନ୍‌ ପୋଲ୍‌ ଏଚ୍‌ ସ୍ପୋର୍ଟସ ସେଂଟର ପରିସରରେ ଯୋଗ ଦେଇଥିଲେ ରାଉରକେଲା
Read More...

ଛତ୍ରପୁର ଏନ୍.ଏ.ସି.ର ୩ ନମ୍ୱର ୱାର୍ଡ଼ କାଉନସିଲରଙ୍କ ସ୍ଵାମୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି.ର ୩ ନମ୍ୱର ୱାର୍ଡ଼ କାଉନସିଲର ମାମା ସେଠୀଙ୍କ ସ୍ଵାମୀ ରଘୁନାଥ ବେହେରା (୩୨)ଙ୍କ ଆଜି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଯାଇଛି । ଗତ ୫/୬, ଦିନ ହେଲା ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସୋମ୍
Read More...

ପାଇକମାଲ ଗୋପପୁର ପୂଜ୍ୟ ଶ୍ରୀ ନରସିଂହ ବାବା ଆଶ୍ରମରେ ନବନ୍ନ ପର୍ବ ଓ ରକ୍ଷାବନ୍ଧନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜରଙ୍ଗଦଳ ପଦ୍ମପୁର ଜିଲ୍ଲା ସଂଯୋଜକ ଓମ୍‌ପ୍ରକାଶ ମେହେରଙ୍କ ନେତୃତ୍ଵରେ ବଜରଙ୍ଗଦଳ ସଦସ୍ୟ ପାଇକମାଲ ବ୍ଲକ ଗୋପପୁର ସ୍ଥିତ ପୂଜ୍ୟ ଶ୍ରୀ ନରସିଂହ ବାବା ଆଶ୍ରମରେ ଅନୁଷ୍ଠିତ ବାର୍ଷିକ ନବାନ୍ନ ମହୋତ୍ସବରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ ଗ୍ରହଣ ପରେ ଆଶ୍ରମରେ
Read More...

ନୂଆପଡା ଜିଲ୍ଲା ଖଡିଆଳ ଠାରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା

ନୂଆପଡା, (ଅଜିତ ବେହେରା) : କୋଲକାତା ଠାରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଘଟିଥିବା ଏକ ଅମାନବୀୟ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଖଡିଆଳ ଠାରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା, ଖଡିଆଳ ବୋଡେନ ଛକରୁ ବାହାରି ସହର ପରିକ୍ରମା କରିବା ପରେ ଆଜାଦ ଛକରେ ପହଞ୍ଚି ଥିଲା । ସେଠାରେ
Read More...

ସେକ୍ଟର – ୧୯ ସାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର -୧୯ ସ୍ଥିତ ସାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରୋହିତ ଅରବିନ୍ଦ ପଣ୍ଡା ଭାଇଙ୍କ ପୌରହିତ୍ୟରେ
Read More...

ହରିଶଙ୍କରରୁ ପାଣି ଆଣି ବଲାଙ୍ଗିର ଲୋକନାଥ ମନ୍ଦିରରେ ଜଳାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ତେଣୁକରି ବିଭିନ୍ନ ଶିବାଳୟରେ ଭକ୍ତଙ୍କ ଭିଡ଼ ଜମିଛି । କାଉଡ଼ିଆ ମାନେ ଦୂରଦୂରାନ୍ତରରୁ ଚାଲି ଚାଲି ପାଣି ଆଣି ମହାଦେବ ବାବାଙ୍କ ନିକଟରେ ଜଳ ଲାଗି କରୁଛନ୍ତି । ଆଜି ସକାଳେ ନରସିଂହ ବାବା ବୋଲ୍‌ବମ୍‌ କମିଟି
Read More...

କର୍ମଭୂମି ବିଜେପୁରରେ ସ୍ଵଭାବ କବି ଗଙ୍ଗାଧର ଜୟନ୍ତୀ

ଋଷିକବି ଗଙ୍ଗାଧର ଥିଲେ ଭାବ ଓ ଶବ୍ଦର ଯାଦୁକର ବରଗଡ, (ନିରୋଜ କୁମାର ପାଣୀ) : ଋଷିକବି ଗଙ୍ଗାଧର ଥିଲେ ଭାବ ଓ ଶବ୍ଦ ଯାଦୁକର । ପୁଣି ଆଚରଣ ଓ ଉଚ୍ଚାରଣରେ ତାଙ୍କର ଭିନ୍ନତା ନଥିଲା । ତେଣୁ ଗଙ୍ଗାଧର ସାହିତ୍ୟ କାଳଜୟୀ ହୋଇପାରିଛି । ବରଗଡ ଜିଲ୍ଲା କର୍ମଭୂମି ବିଜେପୁରରେ ଖଗେଶ୍ୱର
Read More...

ବିଜେପୁରରେ ରାକ୍ଷୀ ବାନ୍ଧି ନିଶା ନିବାରଣ କାର୍ଯ୍ୟକ୍ରମ

ସଚେତନତା ନାଟକରେ ବିମୋହିତ ହେଲେ ଦର୍ଶକ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଠାରେ ସମ୍ବାଦ ଆମ ଓଡ଼ିଶା ଓ ରେଡ଼ିଏନ୍ସ ଶିକ୍ଷାନୁଷ୍ଠାନ ଆୟୋଜନରେ ରାକ୍ଷୀ ବାନ୍ଧି ନିଶା ନିବାରଣ କାର୍ଯ୍ୟକ୍ରମ ସୋମବାର ଦିନବ୍ୟାପୀ ଆୟୋଜିତ ହୋଇଯାଇଛି । ହଜାର ହଜାର ଛାତ୍ରଛାତ୍ରୀ,
Read More...

ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରକୃତିବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୃସିଂହନାଥ ବନବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପ୍ରକୃତିବନ୍ଧୁ ଓ ପ୍ରକୁତି ପ୍ରେମି ମାନଙ୍କ ଏକ ବୈଠକ ସୋମବାର ବଡ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୃକ୍ଷରୋପଣ, ବୃକ୍ଷ ସଂରକ୍ଷଣ, ଜଙ୍ଗଲ ନଷ୍ଟର
Read More...