shyamal
Daily Archives

ଝରନିପାଲି ପଞ୍ଚାୟତରେ ୱାଟର ଫିଲଟର୍‌ ପ୍ରଦାନ

ଆଗଲପୁର, (ବିମଳେନ୍ଦୁ ସାହୁ) : ୭୮ତମ ସ୍ଵାଧୀନତା ଦିବସ ଅବସରରେ ଆଗଲପୁର ବ୍ଲକ ଝରଣିପାଲି ଗ୍ରାମପଞ୍ଚାୟତ ତରଫରୁ ଏକ ସ୍ୱତନ୍ତ୍ର ତଥା ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଇଲେକ୍ଟ୍ରି ୱାଟର ଫିଲ୍ଟର
Read More...

ପାଟଣା ସାହି କାଉଡିଆ ସଂଘର ୨୧ତମ ବାର୍ଷିକ ଶ୍ରାବଣୀ ଉତ୍ସବ : ଯୋଗ ଦେଲେ ବିଧାୟକ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଭଦ୍ରକ ଜିଲ୍ଲା ଚରମ୍ପା ପାଟଣାସାହି କାଉଡ଼ିଆ ସଂଘ ତରଫରୁ ୨୧ତମ ବାର୍ଷିକ ଶ୍ରାବଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ । ଆଜକୁ ୨୧ ବର୍ଷ ଧରି ପାଟଣାସାହି କାଉଡ଼ିଆ ସଂଘ
Read More...

ଭାଟକୁମୁରଢ଼ା ‘ପ୍ରୟାସ’ ଟ୍ରେନିଙ୍ଗ ସେଣ୍ଟରରେ ସ୍ଵାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମୁରଢ଼ା ଗ୍ରାମର ବ୍ଲାକ ପେନ୍ଥର ସ୍କିଲସ୍ ଟ୍ରେନର ଦ୍ୱାରା ପରିଚାଳିତ 'ପ୍ରୟାସ' ଟ୍ରେନିଙ୍ଗ ସେଣ୍ଟରରେ ୭୮ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସେଣ୍ଟର ମୁଖ୍ୟ ବୀର କିଶୋର
Read More...

ପୋଖରୀରେ ବୁଡି ଯୁବକ ମୃତ

ବୌଦ୍ଧ,( କେପିଏନ୍‌ଏସ୍‌) : ପୋଖରୀରେ ବୁଡି ଯୁବକ ମୃତ । ଯୁବକ ଜଣକ ହେଲେ କୋଡାପଡା ଗ୍ରାମର ମନୁ ବେହେରା । ସୂଚନା ଅନୁଯାୟୀ ବୌଦ୍ଧ ଥାନା କୋଡାପଡା ଗ୍ରାମର ମନୁ ବେହେରା (୩୨) ଆଜି ଅପରାହ୍ନ ୨ଘଣ୍ଟା ସମୟରେ ଘରୁ ଗ୍ରାମ୍ୟ ପୋଖରୀକୁ ଶୌଚ ହେବା ପାଇଁ ଆସିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ
Read More...

ତିଖାଲୀ ଜଙ୍ଗଲରୁ ୯ଗଣ୍ଡି ଚୋରା ଚାଲାଣ ଶାଗୁଆନ କାଠ ଜବତ : ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ, ଜେଲ ଗଲେ

ଜଙ୍ଗଲ ସୁରକ୍ଷା କମିଟି ଧରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଜଙ୍ଗଲ ବିଭାଗ ରେଞ୍ଜ ଅଞ୍ଚଳରୁ ବ୍ୟାପକ ପରିମାଣରେ ମୂଲ୍ୟବାନ ଗଛ ସବୁ ବାରମ୍ବାର ଚୋରା ଚାଲାଣ ହେଉଥିବା ବେଳେ ଜଙ୍ଗଲ ବିଭାଗକୁ ବିଭିନ୍ନ ଗ୍ରାମର ଜଙ୍ଗଲ
Read More...

ଗୋ-ରକ୍ଷକଙ୍କୁ ମିଥ୍ୟା ବଦନାମ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଗୋ-ରକ୍ଷାକାରୀଙ୍କୁ ଗୋ ରକ୍ଷକଙ୍କ ବଦନାମ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ କଲେ ଭଦ୍ରକ ଯାଜପୁର ଗୋ ରକ୍ଷକ ସମୂହର ସଦସ୍ୟ ସଞ୍ଜୟ କୁମାର ବିଶ୍ୱାସ । ସୂଚନା ମୁତାବକ ସଞ୍ଜୟ କୁମାର ବିଶ୍ୱାସ ନାମକ ଜଣେ ଯୁବକ ଭଦ୍ରକର ନିବାସୀ ଦୀର୍ଘ ଦଶ ବର୍ଷ ଧରି ଗୋ ରକ୍ଷା
Read More...

ସେମେଲପାଲିରେ ସର୍ଟସର୍କିଟରୁ ଘରପୋଡି ଅଭିଯୋଗ : ଅଳ୍ପକେ ବର୍ତ୍ତିଲା ପରିବାର, ସହାୟତା ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ହଳଦୀ ପଞ୍ଚାୟତ ସେମେଲପାଲି ଗ୍ରାମର ବନ ପୁଟେଲଙ୍କ ଘର ସର୍ଟସର୍କିଟରୁ ଘରପୋଡି ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ପଡୋଶୀ ଓ ଗ୍ରାମବାସୀ ପହଞ୍ଚି ପାଣି
Read More...

ଛତ୍ରପୁର ଶିଳ୍ପାୟନମାନଙ୍କରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ପ୍ରତିଷ୍ଠିତ ବିଭିନ୍ନ କମ୍ପାନୀ ମାନଙ୍କରେ ଯଥା- ଆଇ.ଆର୍.ଇ.ଏଲ୍. ଓ ଗୋପାଳପୁର ପୋର୍ଟ ଆଦି ଶିଳ୍ପାୟନମାନଙ୍କରେ ଶ୍ରମିକ ଛଟେଇ କରିବା ଏକ ସ୍ୱାଭାବିକ ପ୍ରଥା
Read More...

କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ମାଓ କ୍ୟାମ୍ପ ଠାବ ବିପୁଳ ମାଓ ସାମଗ୍ରୀ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଥିବା ମଦନପୁର ରାମପୁର ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିବାବେଳେ, ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଉଥିବା ସମ୍ପର୍କରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ
Read More...

ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କର କାର୍ଯ୍ୟାବଳୀ ଏକକ ବିଶ୍ୱ ବିଦ୍ୟାଳୟ ତୁଲ୍ୟ

କୋସଲୀ ଗିତାର ଲୋକାର୍ପଣ କୋସଲ ସାହିତ୍ୟର ସମୃଦ୍ଧ ପରିଚୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜନଜୀବନର ସଂରକ୍ଷଣ, ସମ୍ବର୍ଦ୍ଧନ ପାଇଁ ତାଙ୍କର ତମାମ ଜୀବନ ଥିଲା ସମର୍ପିତ । କୋସଲୀ ଭାଷା ସାହିତ୍ୟ, ଲୋକ ସଂସ୍କୃତି ତଥା ପରମ୍ପରାର ସଂଗ୍ରାହକ ଭାବରେ ସେ ଥିଲେ ଅନନ୍ୟ ।
Read More...