Daily Archives

ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ । ଲାଂଚ ନେଇ ଧରାପଡ଼ିଗଲେ ଜିଓଲୋଜିଷ୍ଟ । ବିଲ୍‌ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଛନ୍ତି ବଲାଙ୍ଗିର ଭୁତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ
Read More...

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର
Read More...

ଧୋବଘାଟେନ୍ ଛକ ଠାରେ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲୀ ଗ୍ରାମ ଧୋବଘାଟେନ୍ ମନ୍ଦିର ସାମ୍ନାରେ ଜଣେ ଯୁବକଙ୍କ ଉପରେ ଏକ ବଡ ଗଛର ଡ଼ାଳ ପଡିଯିବାରୁ ଯୁବକ ଗୁରତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବେଲାପଡ଼ା ଥାନା ଅନ୍ତର୍ଗତ ସିହିନି ଗ୍ରାମର ରୂପ ରଣା କୌଣସି
Read More...

ବିବେକାନନ୍ଦ ପଟେଲଙ୍କ ଦେହାନ୍ତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ୍ ଗ୍ରାମର ବିବେକାନନ୍ଦ ପଟେଲଙ୍କ ୫୬ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟ ପରାୟଣ ପଶୁଧନ ନୀରିକ୍ଷକ ଭାବେ ନିଷ୍ଠାପର ସହିତ ନିଜର ଦାୟିତ୍ଵ ନିର୍ବାହ କରି ଆସୁଥିଲେ । କରୋନା ମହାମାରୀ ସମୟରେ ସେ ଯକୃତ କର୍କଟ
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ଓ ଅରୁଣା- ସିଆର୍ର୍ଏସ୍‌ର ମିଳିତ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହ ଠାରେ ନୂଆ ଫୋଷ୍ଟର୍ କେୟାର ମାର୍ଗଦର୍ଶିକା ୨୦୨୪ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମରେ
Read More...

ଧାତୁକିପାଲି ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକଙ୍କ ବିଦ୍ୟାଳୟ ପ୍ରତି ସହଯୋଗକୁ ପ୍ରୋତ୍ସାହନ ଦେବା ଓ ତାଙ୍କୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ଅନୁଷ୍ଠିତ
Read More...

ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସବୁ ଦିନ ଭଲି ଆଜି ମଧ୍ୟ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ । ବିଦ୍ୟାଳୟରେ ଚାଲିଥିଲା କୁଇଜ୍‌ କନ୍‌ପିଡିସନ୍‌ । ଛାତ୍ରୀ ଜଣକ କୁଇଜ୍‌ କନ୍‌ପିଡିସନ୍‌ରେ ଭାଗ ନେଇ ବସିଥିବା
Read More...

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ

ବନ୍ଦେ ମାତରମ, ଜୟ ହିନ୍ଦରେ ପ୍ରକମ୍ପିତ ଖପ୍ରାଖୋଲ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ
Read More...

କୋଇଡାରେ ‘ହର ଘର ତ୍ରିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ, (ସମ୍ବିତ ଜେନା) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୱାନ କ୍ରମେ ଗତକାଲି ଲୋକସେବା ଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ହର ଘର ତ୍ରିରଙ୍ଗା' ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କୋଇଡା ବ୍ଲକ ପ୍ରଶାସନ ତରଫରୁ
Read More...

ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ମୁନିଗୁଡା, (ରମାକାନ୍ତ ପଢ଼ାଲ) : ସ୍ଵାଧୀନତା ଦିବସ ପାଳନକୁ ଲକ୍ଷ୍ୟ କରି ଲୋକମାନଙ୍କ ମନରେ ଦେଶପ୍ରେମ ଭକ୍ତି ଭରି ରହିବା ଉଦ୍ଦେଶ୍ୟ ନେଇ ବିଜେପି ସରକାରଙ୍କ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଅମ୍ୱାଦଳା ଠାରେ ବିଶାଳ
Read More...