Daily Archives

କୁର୍ଲୀ ଠାରେ ସଡ଼କ ଦୁର୍ଘଟଣା : ସାଇକେଲକୁ ଧକ୍କା ଦେଲା ବସ୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଠାରୁ କୁର୍ଲୀ ରାସ୍ତା ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ସାଇକେଲ ଆରୋହୀଙ୍କୁ ବସ୍‌ ଧକ୍କା ଦେଇଛି । ସୂଚନା ଅନୁସାରେ କୁର୍ଲୀ ଗ୍ରାମର କୀର୍ତ୍ତନ ରଣା ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ଦୃତଗତିରେ ଆସୁଥିବା
Read More...

ସଇଁତଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ସୋମବାର ନୂତନ ଅଧିକାରୀ ଭାବେ ସୁଶାନ୍ତ କୁମାର ବଢ଼େଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି । ସେ ଏହି ଥାନା ମାତ୍ର ୬ ମାସ ଧରି ଲୋକଙ୍କ
Read More...

ସାପ କାମୁଡାରେ ରୁକ୍ମିଣୀ ଗାଁର ଦୁଃଶାସନଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତର ରୁକ୍ମିଣୀ ଗାଁର ଦୁଃଶାସନ ନାୟକ (୪୭)ଙ୍କୁ ସାପ କାମୁଡ଼ି ଦେଇବାରୁ ଘଟଣାସ୍ଥଳରେ ତା'ର ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉକି, ଦୁଃଶାସନ ବିଲରେ କାମ କରୁଥିବା ବେଳେ ଅପରାହ୍ନ ୩.୩୫ ମି଼ ସମୟରେ
Read More...

ବିଶ୍ୱ ଅଙ୍ଗ ଦାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଙ୍ଗ ଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ବିଶ୍ୱ ଅଙ୍ଗ ଦାନ ଦିବସ' ପ୍ରତିବର୍ଷ ଅଗଷ୍ଟ ୧୩ରେ ପାଳନ କରାଯାଏ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗ ଦାନ କରିବାର
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁବ-ରେଡ୍‌କ୍ରସ୍‌ ଓ ବ୍ରହ୍ମପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅରୁଣା’ର ମିଳିତ ଆନୁକୁଲ୍ୟରେ ‘ଆନ୍ତର୍ଜାତୀୟ ଯୁବ ଦିବସ’ ସୋମବାର ମହାବିଦ୍ୟାଳୟସ୍ଥ ସଭାଗୃହରେ ବେଶ୍‌ ଉତ୍ସାହର ସହିତ ପାଳିତ ହୋଇଯାଇଛି
Read More...

ଛତ୍ରପୁର ଏନ୍. ଏ. ସି. ବୈଠକରେ ତାତିଲେ କାଉନ୍‌ସିଲର୍‌

ନିର୍ବାହୀ ଅଧିକାରୀଙ୍କୁ କଡା-ସମାଲୋଚନା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍. ଏ. ସି.ର ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି । ବର୍ତ୍ତମାନ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଫିସରେ ଠିକ୍ ଭାବେ ରହୁନାହାନ୍ତି
Read More...

ଟ୍ରାକ୍ଟର ଓଲଟି ଡ୍ରାଇଭର୍‌ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲିରେ ଟ୍ରାକ୍ଟର ଡ୍ରାଇଭର୍‌ କ୍ଷେତରେ କାମ କରୁଥିବା ବେଳେ ଗାଡି ଓଲଟି ମୃତ୍ୟୁ ବରଣ କରିଛି । ମୃତକ ହେଲେ ଜୀବନ ଲାଲ ସିଦାର (୫୨) ପ୍ରକାଶ ଥାଉକି ଜୀବନ ଲାଲ ତାର ମାଲିକ
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନ ପକ୍ଷରୁ ପବିତ୍ର ଶ୍ରାବଣ ସୋମବାରକୁ ନିଆରା ଢଙ୍ଗରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେନିଥ୍‌ ଲାୟନ୍ସ ଗୁରୁକୁଳର (ଜୁନିଅର୍ୱିଙ୍ଗ)ରେ ପବିତ୍ର ଶ୍ରାବଣ ସୋମବାର ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କାଉଡ଼ିଆ
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଆସନ୍ତା ୩୧ ତାରିଖ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥି ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକେତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ପ୍ରତିଷ୍ଠା ଦିବସ
Read More...