shyamal
Daily Archives

ଅଧୁରା କାମ ସମ୍ପୂର୍ଣ୍ଣ କରାଯିବ : ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ଅଧୁରା ହୋଇ ରହିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ବୋଲି ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ
Read More...

ବ୍ଲକ ସମ୍ମୁଖରୁ ବାଇକ୍‌ ଚୋରି : ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବିଗତ କିଛି ଦିନ ଧରି ଭଦ୍ରକ ସହରରେ ଚୋରି ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଚରମ୍ପା ଅଂଚଳରେ ସିରିଜ ଚୋରି ହୋଇଥିବା ବେଳେ ଆଜି ଭଦ୍ରକ ବ୍ଲକ ସମ୍ମୁଖରେ ଏକ ବାଇକ୍‌କୁ ୨ ଚୋର ଅତି ଚତୁରତାର ସହ ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି ବାଇକ୍‌ ମାଲିକ । ସୂଚନା
Read More...

ବିଦ୍ୟା ହିଁ ବିଦ୍ୟାର୍ଥୀର ସର୍ବଶ୍ରେଷ୍ଠ ସମ୍ପଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟା ହିଁ ବିଦ୍ୟାର୍ଥୀମାନଙ୍କ ସର୍ବଶ୍ରେଷ୍ଠ ସମ୍ପଦ ଏବମ୍ ଏହା ସେମାନଙ୍କୁ ବିବେକୀବନ୍ତ ଓ ବିଚାରବନ୍ତ କରି ଗଢି ତୋଳିବାର ପ୍ରମୁଖ ଆୟୁଧ ଏବଂ ତଦନୁଯାୟୀ ଗୁରୁଜୀ, ଗୁରୁମା, ଅଭିଭାବକବୃନ୍ଦ ସେମାନଙ୍କର ସମ୍ମିଳିତ ଦାୟିତ୍ଵ ଓ କର୍ତ୍ତବ୍ୟ ସୂଚାରୁ
Read More...

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ନେତୃତ୍ୱରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ୨ କିଲୋମିଟର ଲମ୍ବ ରାସ୍ତାରେ ଜାତୀୟ ତ୍ରିରଙ୍ଗା ପତାକାକୁ ଧରି
Read More...

ଶହୀଦଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗଢିଉଠିଥିବା ବୀର ଛକ ମଇଳା ଆବର୍ଜନାରେ ପରିପୂର୍ଣ୍ଣ : ସାଧାରଣରେ ଅସନ୍ତୋଷ

ବରଗଡ, (ନିରୋଜ କୁମାର ପାଣୀ) : ଆମ ଦେଶ ଭାରତ ଚଳିତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି କିନ୍ତୁ ଦୁଃଖର ବିଷୟ ଯେ, ଦେଶକୁ ସ୍ୱାଧୀନ କରିବାରେ ଯେଉଁମାନେ ନିଜର ସର୍ବସ୍ୱ ବଳିଦାନ ଦେଇ ଆମକୁ ବ୍ରିଟିଶ କବଳରୁ ମୁକ୍ତି ଦେଇଥିଲେ ଆଜି ସେଇ ମହାନ ସ୍ୱାଧୀନତା ସଂଗ୍ରାମୀ,
Read More...

ସାମ୍ବାଦିକ ସଂଘ ତରଫରୁ ନୂତନ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାର ନୂତନ ଥାନାଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କୁ ମଙ୍ଗଳବାର ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି ।
Read More...

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ସାଂସଦଙ୍କ ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା

ଏହି ଦିନଟି ବିକଶିତ ଭାରତ ୨୦୪୭ ପାଇଁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣୀୟ ହୋଇ ରହିବ : ଉପରାଷ୍ଟ୍ରପତି ଜଗଦୀପ ଧନଖଡଏହି ଶୋଭାଯାତ୍ରା ଆମ ଏକତା ଓ ଶକ୍ତିର ପ୍ରତୀକ : ଗଜେନ୍ଦ୍ର ସିଂହ ଶେଖାୱତ ନୂଆଦିଲ୍ଲୀ, (ପିଆଇବି) : ଅଗଷ୍ଟ ୧୩ ତାରିଖରେ ଦିଲ୍ଲୀର ରାଜରାସ୍ତାରେ ହର ଘର ତ୍ରିରଙ୍ଗା ମୋଟର
Read More...

ଅଜଣା ରୋଗରେ ୩ ମୃତ : ଭୟଭୀତ ଗ୍ରାମବାସୀ

ନବରଙ୍ଗପୁର, (ବିଷ୍ନୁ ପ୍ରସାଦ ବିସୋଇ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡାରେ ୩ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କ କହିବାନୁଯାୟୀ ମୃତ୍ୟୁ ହୋଇଥିବା ବ୍ୟକ୍ତି ଥରେ ବା ୨ ଥର କଳା ଝାଡା ଓ ବାନ୍ତି କରିଛି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି
Read More...

କେରଳ ଭୂସ୍କଳନ ପ୍ରପୀଡ଼ିତଙ୍କ ପାଇଁ ସିପିଆଇଏମ୍‌ର ରିଲିଫ ସଂଗ୍ରହ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ କେନ୍ଦ୍ର କମିଟି ଆହ୍ୱାନରେ ପାର୍ଟିର ସମସ୍ତ କମିଟି କେରଳ ଭୂସ୍କଳନ ପ୍ରପୀଡ଼ିତଙ୍କ ସମେତ ଆମ ଦେଶର ବିଭିନ୍ନ ରାଜ୍ୟରେ ଆସିଥିବା ବନ୍ୟା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତ ମାନଙ୍କୁ ରିଲିଫ୍ ସହାୟତା ଯୋଗାଇଦେବା ପାଇଁ ରିଲିଫ ସଂଗ୍ରହ ଅଭିଯାନ
Read More...

ଟିଟିଲାଗଡ଼ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ : ୩୦୦ ମିଟର ଲମ୍ବର ଜାତୀୟ ପତାକାକୁ ଧରି ସହର ପରିକ୍ରମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପି ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆହ୍ଵାନ କ୍ରମେ ମଙ୍ଗଳବାର
Read More...