Daily Archives

ଉପାନ୍ତ ଅଞ୍ଚଳରେ କାଦୁଅ ପଚ ପଚ ଗ୍ରାମ୍ୟ ରାସ୍ତା

ତୁରେକେଲା, (ମୀନକେତନ ନିଆଲ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତୁରେକେଲା ବ୍ଲକରେ ଥିବା କନ୍ଦେଇ ପଞ୍ଚାୟତର ଯୁବାମାଲ ଗ୍ରାମରେ ଥିବା ଖଡଖଡିଜୋର୍‌ରୁ ମାଝିପଡା ରାସ୍ତା ବର୍ଷାରେ କାଦୁଅ ପାଇଁ ଚାଲିବା କଷ୍ଟକର ହୋଇପଡୁଛି । ଲଗାଣ ବର୍ଷା ଯୋଗୁଁ ଯୁବାମାଲ୍ ଗ୍ରାମ୍ୟରାସ୍ତା
Read More...

ନୃସିଂହନାଥ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ସମାଗମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ସୋମବାର ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭକ୍ତମାନେ ଶନିବାର, ରବିବାର, ସୋମବାର, ୩ ଦିନ ଯାକ ମହାଆନନ୍ଦରେ ଭାର ବୋହି ନାନା ବେଶରେ ମା' ଭଉଣୀଭାଇ ଛୋଟ
Read More...

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ଅଧୀନରେ ‘ଆଦର୍ଶ ସୌର ଗ୍ରାମ : ମୁକ୍ତ ବିଜୁଳି ଯୋଜନା’ କାର୍ଯ୍ୟକାରିତା…

ପ୍ରତ୍ୟେକ ଜିଲ୍ଲାର ବିଜେତା ଗ୍ରାମକୁ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁଦାନ ମିଳିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର : ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ
Read More...

ବରଗଛ ଓହଳରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ବଳିଆବାହାଲ ଗ୍ରାମର ଅଷାଡୁ ମାଝୀ ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଦଦେଶରେ ଏକ ବରଗଛର ଓହଳରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଖପ୍ରାଖୋଲ ଥାନା
Read More...

ସାପ କାମୁଡାରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ନିଲେନ୍ଦ୍ରି ବିଭାର ବୟସ (୨୪) ସେ ଶୋଇଥିବା ସମୟରେ ବିଳମ୍ବିତ
Read More...

ପଦ୍ମପୁରରେ ବାଙ୍ଗଲାଦେଶୀ : ରୋହିଜ୍ଞାଙ୍କ ବେଆଇନ ରହଣୀଙ୍କୁ ନେଇ ପ୍ରଶାସନର ଦ୍ଵାରସ୍ଥ ହେଲେ ସଚେତନ ନାଗରିକ ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ବେଆଇନ ଭାବରେ ରହୁଥିବା ସଂନ୍ଦିଗ୍ଧ ବାଙ୍ଗଲାଦେଶୀ ଏବଂ ରୋହିଜ୍ଞା ମାନଙ୍କୁ ଚିହ୍ନଟ କରି ବିତାଡିତ କରିବା ପାଇଁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ,
Read More...

ସେକ୍ଟର-୧୯ ଥାନାରେ ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୧୯ ଥାନା ଆମ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟା ନେଇ ଏକ ସଚେତନତା ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ହାପି ମୋମେଣ୍ଟସ୍‌ର ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆ ଓ ଆଦିବାସୀ ଏବଂ ଲୋକନୃତ୍ୟ ଆର୍ଟ ସେଣ୍ଟର, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଏନ୍ଆଇଟିଟିର ଅଡିଟୋରିୟମ ଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ହାପି ମୋମେଣ୍ଟସ୍‌ର ଅଧ୍ୟକ୍ଷ ରାଜେନ୍ଦ୍ର
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଧାୟକ ପ୍ରତିନିଧିଙ୍କ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ ) : ବିଶ୍ରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟରତ ଶିଶୁ ରୋଗ ବିଭାଗର ଜନୈକ ଡାକ୍ତରଙ୍କ ବିରୁଦ୍ଧରେ ଗତ କିଛି ଦିନ ହେବ ବିଶ୍ରା ତଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜନସାଧାରଣଙ୍କ ଅଭିଯୋଗ ଏବଂ ସରପଞ୍ଚ ସୁରଜ
Read More...

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଠାରେ ବଲାଙ୍ଗିର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରବିବାର ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ପଧାନ ମୁଖ୍ୟ ଅତିଥି ଭାବେ
Read More...