Daily Archives

ଗାଁକୁ ପଶି ଦନ୍ତା ଭାଙ୍ଗିଲା ଘର : ଜଣେ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଗଉଡୁଣୀ ପଡା, ରୁଗୁଡା ଅଂଚଳରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ ପାଇଁ ରାତି ଅନିଦ୍ରା ହେଲେ ଗ୍ରାମବାସୀ । ହାତୀ ଗାଁକୁ ପଶି ଆସିବାରୁ ପିଲାଛୁଆ ଧରି ଘର ଛାଡ଼ି ଯିଏ ଯୁଆଡେ ପଳାଇ ଥିବା ବେଳେ ହାତୀ ଆସି ରୁଗୁଡା ଗ୍ରାମରେ ୪ଟି ଘର ଭାଙ୍ଗି
Read More...

ବଙ୍ଗୋମୁଣ୍ଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଜମିଦାର ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ମହିଳା ଓ ପୁରୁଷ ପ୍ରଥମେ ମାଁ ଜାଡେନ ଓ ମାଁ ଦ୍ୱାରସେନିଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ବଙ୍ଗୋମୁଣ୍ଡା
Read More...

ଜିଲ୍ଲାସ୍ତରୀୟ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ପର୍ଯ୍ୟାୟ ଓଜନ ଉତ୍ସବର ପ୍ରସ୍ତୁତି ବୈଠକ ଜିଲ୍ଲା ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜନ୍ମରୁ ୬ ବର୍ଷର ଶିଶୁ ମାନଙ୍କ ପୁଷ୍ଟିକର ସ୍ଥିତିର ନିୟମିତ ନିରୀକ୍ଷଣକୁ ମଜ୍‌ବୁତ୍‌ କରିବା
Read More...

ଜିଲ୍ଲାସ୍ତରୀୟ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା

କଳାହାଣ୍ଡି, (ପି. କେ. ସାହୁ) : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ସଭାଗୃହ ଠାରେ ଏକ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସୁସ୍ଥ ପ୍ରତିଯୋଗିତାରେ ଭବାନୀପାଟଣା ସହରାଞ୍ଚଳରୁ ୩୭ ଜଣ ଶିଶୁ ଯୋଗ
Read More...

ପାଣ୍ଡିଆନ୍‌ଙ୍କ ବିରୋଧରେ ହେବ ଏଫ୍‌ଆଇଆର୍‌

ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।ପାଣ୍ଡିଆନ୍‌ବାବୁଙ୍କ ହେଲିକ୍ୟାପ୍ଟରରେ ଉଡିବାରେ ପ୍ରାୟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାଣ୍ଡିଆନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ହେବ ବୋଲି ଜଣାଯାଇଛି । ପାଣ୍ଡିଆନବାବୁ ହେଲିକପ୍ଟରରେ ଉଡିବା ମାମଲାର
Read More...

ଡି. ଏ. ଏ. ଆଇ. ଇନ୍‌ଭେଷ୍ଟମେଣ୍ଟ ଗୃପ ଠକେଇ ମାମଲାରେ ବ୍ରହ୍ମପୁରସହରର ୨ ଜଣ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡି. ଏ. ଏ. ଆଇ. ଇନ୍‌ଭେଷ୍ଟମେଣ୍ଟ ଓ ଗୃପ ନାମକ ଏକ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ରେ ଟଙ୍କା ଜମା କଲେ ଡବଲ୍‌ ହୋଇଯିବା ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ
Read More...

ୱାୟନାଡରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସମସ୍ତ ସମ୍ଭାବ୍ୟ…

‘‘ସବୁ ପ୍ରକାର ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି’’କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ,
Read More...

ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ତଡ଼ିଲେ ବଜରଙ୍ଗଦଳ କର୍ମୀ ଓ ସ୍ଥାନୀୟ ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭାରତର ପଡୋଶୀ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପରିପ୍ରେକ୍ଷୀରେ ଆଗଲପୁର ଓ ଭରସୁଜା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ଅସ୍ଥାୟୀ ଭାବେ ରହି ବୁଲା ବେପାରୀ କାମ କରୁଥିବା ସନ୍ଦିଗ୍ଧ ବାଂଲାଦେଶୀ ଲୋକଙ୍କୁ
Read More...

ଧାତୁକିପାଲି ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକଙ୍କ ବିଦ୍ୟାଳୟ ପ୍ରତି ସହଯୋଗକୁ ପ୍ରୋତ୍ସାହନ ଦେବା ଓ ତାଙ୍କୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ଅନୁଷ୍ଠିତ
Read More...

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବିଡିଓଙ୍କ ଫୋନ୍‌ ନମ୍ବର ହ୍ୟାକ୍‌

ପିଏମ୍‌ କିଷାନ ଆପ୍‌ ଇନ୍‌ଷ୍ଟଲ କରିବାକୁ ହ୍ୟାକର୍‌ କରୁଛନ୍ତି ନିବେଦନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ମୋବାଇଲ ନଂ ୯୪୩୮୩୫୪୫୬୬କୁ କୌଣସି ହ୍ୟାକର୍‌ ହ୍ୟାକ୍‌ କରିନେଇଛନ୍ତି ବୋଲି ଅଭିଯୋଗ
Read More...