Daily Archives

ଜାତୀୟ ହସ୍ତତନ୍ତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କମାର ଧାଉଡିଆ) : ପ୍ରତିବର୍ଷ ଅଗଷ୍ଟ ୭ରେ ପାଳନ କରାଯାଉଥିବା 'ଜାତୀୟ ହସ୍ତତନ୍ତ ଦିବସ' ଭାରତର ହସ୍ତତନ୍ତ ଶିଳ୍ପର ସମୃଦ୍ଧ ତଥା ବିବିଧ ଐତିହ୍ୟକୁ ପାଳନ କରିଥାଏ । ଏହି ଦିନ କେବଳ ବୁଣାକାରଙ୍କ କାରିଗରୀ ସମ୍ମାନକୁ ସମ୍ମାନିତ କରେ ନାହିଁ ବରଂ ଦେଶର ସାମାଜିକ-ଅର୍ଥନୈତିକ
Read More...

କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି ସତ । କିନ୍ତୁ ଏବେବି ଯାଇନି ଜନନୀ ଯନ୍ତ୍ରଣା । ପୁଣି ଜନନୀ ଯନ୍ତ୍ରଣା ଦେଖଚବାକୁ ମିଳିଛି । ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି ମାଳ ମାଳ ଯୋଜନା । ହେଲେ ସେ ସବୁ ଯୋଜନା
Read More...

ଗୁଲାମୁଲା ବୁହି ନେଲେ ଚୋର୍ ୧୪ ବସ୍ତା ଚଉଲ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଇସ୍କୁଲରେ ଛୁଆମାନେ ଖାଏବେ ବଲି ସରକାର ଜୁଗେଇ ଦେଉଛନ୍ ଚାଉଲ୍ । ପଢି ଆଏଲା ଛୁଆମାନେ ବଡା ଗହଗହ ଥି ବେଲା କେ ଖାଉଛନ୍ ମିଲ୍ । ହେଲେ ଏନ୍‌ତା ଗୁଟେ ଘଟନା ଘଟିଛେ ବଲାଙ୍ଗିର ସଦର ବ୍ଲକ ରିନବଚନ ଗାଁର ଏମ୍‌ଇ ସ୍କୁଲ୍ ଥି । ରଏବାର୍ ଛୁଟି ଦିନ୍‌ ଥିଲା ସମାର୍
Read More...

ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ମାଡ଼ ମାରିଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଛି । ଏହାକୁ ଭିର୍ତ୍ତି କରି ଥାନା କେସ ନଂ ୩୩୭/୨୪ ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ୨୯୬, ୧୧୫(୨), ୩୫୧(୨),
Read More...

ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଲଢେଇ ଜାରି ରହିବ – ବଲାଙ୍ଗିର ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବଲାଙ୍ଗିର ନାଗରିକ କମିଟିର ସପ୍ତମ ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟ ତୁଳାଉଥିବା ସ୍ୱର୍ଗତ ଗଜେନ୍ଦ୍ର ତ୍ରିଭୁବନ ଦାସ ଭର୍ମରଙ୍କ
Read More...

ଡ. ଶ୍ରୀକର ମିଶ୍ର ପାଇବେ ପାର୍ବତୀ ଗିରି ସେବା ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ ପାଳନ କରିବାକୁ ସଭାପତି କେଶବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ସେବା ସଂଗଠନର ଉନବିଂଶତମ
Read More...

ଯମୁନା ଗ୍ରାମ ଛକରୁ ବିରାଟକାୟ ଅଜଗର ଉଦ୍ଧାର : ୨ ଯୁବ ସାମ୍ବାଦିକଙ୍କ ଉଦ୍ୟମ ପ୍ରସଂଶନୀୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରୁ ହଳଦୀ ରାସ୍ତାର ଯମୁନା ଗ୍ରାମ ଛକରେ ମଙ୍ଗଳବାର ରାତିରେ ଏକ ବିରାଟକାୟ ଅଜଗରକୁ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରୁ ଅଞ୍ଚଳରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିଲା ।
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ।
Read More...

୰ନିମାଇଁ ଚରଣ ପାଣିଗ୍ରାହୀଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ର୍ଗତ ନିମାଇଁ ଚରଣ ପାଣିଗ୍ରାହୀ ବିଶେଷତଃ ପଶ୍ଚିମ ଓଡିଶାର ସମସ୍ତ ଭାଷା ଓ ସଂସ୍କୃତି ପ୍ରେମୀଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ସମଗ୍ର ଜୀବନ କାଳକୁ ଆପଣାର ମାତୃଭାଷା କୋସଲି, କୋସଲାଁଚଲର ସଂସ୍କୃତି ଓ ଐତିହ୍ୟ ପାଖରେ ସମର୍ପି ଦେବାର
Read More...

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୪୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ଓ ପ୍ରଦୀପ
Read More...