Daily Archives

ଜିଲ୍ଲାସ୍ତରୀୟ ହାକାଥନ୍‌ ୨୦୨୩-୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର । ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ । ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ ହାକାଥନ୍‌
Read More...

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ଅଜିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସିମ୍‌ ଫୋନି ମଲ୍‌ ଠାରେ ଅର୍ଗସ ନିୟୁଜର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅର୍ଗସ ପ୍ରତିନିଧି ତଥା ଯୁବ ସମ୍ବାଦିକ ଅଜିତ କୁମାର ସାହୁଙ୍କୁ ଅର୍ଗସ ନିୟୁଜର
Read More...

୨୦୨୩-୨୪ରେ ଓଡ଼ିଶାକୁ ମିଳିଛି ୩୮୮୧. ୭୯୬ କୋଟି ଟଙ୍କାର କୋଇଲା ରୟାଲିଟି

ଭୁବନେଶ୍ୱର, (ପିଆଇବି) : ୨୦୧୨ ମଇ ୧୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ପାଇଁ କୋଇଲା ଉପରେ ରୟାଲଟି ହାର କାରବାର ମୂଲ୍ୟର ୧୪% ଧାର୍ଯ୍ୟ କରାଯାଇଛି । ଏଥିରେ ପଶ୍ଚିମବଙ୍ଗ ରାଜ୍ୟକୁ ବାଦ୍ ଦିଆଯାଇଛି ଯେଉଁଠାରେ ରୟାଲ୍ଟି ହାର କୋଇଲାର ଗ୍ରେଡ୍‌କୁ ଆଧାର କରି
Read More...

ବାହାର୍‌ଲା ନୂଆଁଖାଇ ଲଗନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହାର୍‌ଲା ନୂଆଁଖାଇ ଲଗନ୍‌ । ପରମ୍ପରା ଅନୁସାରେ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ ଅନୁସାରେ ପୂର୍ବତନ ପାଟଣା ଷ୍ଟେଟ୍‌ ତଥା ମହାରାଜାଙ୍କର୍‌ ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀ ଆର୍‌ ମା’
Read More...

ବୈପାରିଗୁଡା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି : ବିଧାୟକ ସମସ୍ୟାର ସମାଧାନ କରିବା ନେଇ ବିଡିଓଙ୍କୁ ଦେଲେ ଆଦେଶ

କୋରାପୁଟ, (ବିକ୍ରାନ୍ତ କୁମାର ବେବୋର୍ତ୍ତା) : ବୈପାରିଗୁଡା ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଶୁଣି ତାହାର ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିବା ଜଣାପଡିଛି ।
Read More...

ପଞ୍ଚୁପାଣ୍ଡବଙ୍କ ବନବାସ ସ୍ଥଳ ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ – ମନ୍ତ୍ରୀ ବିଭୂତି…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ ବୋଲି ମହେନ୍ଦ୍ରଗିରି ପର୍ବତକୁ ପରିଦର୍ଶନରେ ଆସି ରାଜ୍ୟ ଖଣି ଓ ଇସ୍ପାତ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମତ ବ୍ୟକ୍ତ କରିଛନ୍ତି ।
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ବ୍ରିଜ୍‌ ଓ କନ୍‌ଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ୧୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ, ଭଦ୍ରକ
Read More...

ପଞ୍ଚଭୂତରେ ଲୀନ ହେଲେ ନିମାଇଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହେଲା ନିମାଇଁଙ୍କ ପାର୍ଥିବ ଶରୀର । ହଜାର ହଜାର ଶ୍ରଦ୍ଧାଳୁ, ବନ୍ଧୁବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ କୋଶଲୀ ସାହିତ୍ୟ, ସଂସ୍କୃତି ଗବେଷକ ତଥା ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀ । ଖାଲି ପଡ଼ିଛି କୁର୍‌ମା, ତାଙ୍କ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହିତ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ପ୍ରଧାନ ଏହି ସାକ୍ଷାତ
Read More...

୩୩ତମ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କଲେ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ…

ଡାକ ଟିକଟ ଜାରି କରିବା କ୍ରୀଡ଼ା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଯାହା ଆଥଲେଟମାନଙ୍କ ପାଇଁ ଜାତୀୟ ଗୌରବ ଏବଂ ପ୍ରୋତ୍ସାହନର ପ୍ରତୀକ ଭାବରେ କାର୍ଯ୍ୟ କରେ - ଡ.ମାଣ୍ଡଭିୟ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ
Read More...