Monthly Archives

July 2024

ଶ୍ରଦ୍ଧା, ରତି, ଭକ୍ତି ଅତିକ୍ରମ କଲେ ଭଗବତ ପ୍ରାପ୍ତି ହୁଏ : ଡ. ଷଡ଼ଙ୍ଗୀ

ସଚ୍ଚିଦାନନ୍ଦ ସ୍ମୃତି ସଂସଦର ଦୁଇ ଦିନିଆ କୃଷ୍ଣ କଥା ସମାପନ ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍ ସଚ୍ଚିଦାନନ୍ଦ କବିଶତପଥୀଙ୍କ ସ୍ମୃତିରେ ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ସ୍ମୃତି ସଂସଦର ଦୁଇ ଦିନିଆ କୃଷ୍ଣ କଥା ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ
Read More...

ମ୍ୟୁଜିକ୍‌ ଥେରାପିର ମାସିକ ସଂଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ୍‌ ଥେରାପିର ମାସିକିଆ ସଂଗୀତ ଆସର ହୋଟେଲ ସୋଲାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ସେସଖିନ ଗାୟକ ମନୋରଞ୍ଜନ ଦାଶ, ଅଜୟ ଖଟୁଆ, ସ୍ମିତା ମିଶ୍ର, ଲୀନା ସେନାପତି, ଶର୍ମିଲା ରାଜଗୁରୁ, ଅନିତା ମହାନ୍ତି,
Read More...

ଆସନ୍ତା ୩୧ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ସଭାରେ ରାଉରକେଲା ଜିଲ୍ଲା ସଭାପତି କାମାକ୍ଷା ପ୍ରସାଦ ରଣା ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ପ୍ରାନ୍ତ୍ୟ ସଦ୍ସ୍ୟ ସର୍ବେଶ୍ଵର ଦାଶ, ଗୋଦାବରୀଶ ମିଶ୍ର ଓ ଅମୂଲ୍ୟ
Read More...

ରାମକୃଷ୍ଣ ମେମୋରିଆଲ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ଠାରେ ପରିବାର ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ ରାଜକିଶୋର ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ
Read More...

ବୈଶାଖୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ସମାଜର ପରିବର୍ତ୍ତନର ସହାୟକ ହୋଇଥାଏ । ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ବୋଲି ଧାମରା ସଂଘ ପରିସରରେ ଆୟୋଜିତ ବୈଶାଖୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ବବ୍ରୁବାହନ
Read More...

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଗତିରାଉତପାଟଣା, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇଯାଇଛି । ଏହା ୫୦ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି,
Read More...

ଭୁକ୍ତା ଜନତା ହାଇସ୍କୁଲରେ ଶିକ୍ଷା ସପ୍ତାହ ଉଦ୍‌ଯାପିତ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ଶିକ୍ଷୟିତ୍ରୀ
Read More...

ଆଗଲପୁର ବ୍ଲକ କୁଟାସିଂହା ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା ଯୋଜନାନୁସାରେ ଆଗଲପୁର ବ୍ଲକର କୁଟାସିଂହା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଗତ ଜୁଲାଇ ୨୨ରୁ ୨୯ ଯାଏଁ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ କେନ୍ଦ୍ରରେ ଥିବା କୁଟାସିଂହା, ତେନ୍ତୁଳି
Read More...

ବେସରକାରୀ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲଂଘନ ଅଭିଯୋଗ ଆଣିଲା ଜିଲ୍ଲା ଅବିଭାବକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ଅଧିକାର ଆଇନ ଅଧୀନରେ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ଅଭିଯୋଗ କରିଛି ଜିଲ୍ଲା ଅବିଭାବକ ସଂଘ । ଏନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ଅବକାରୀ ବିଭାଗର ଯୁଗ୍ମ କମିସନର୍‌ ରାମଚନ୍ଦ୍ର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ବିଭାଗର ଯୁଗ୍ମ କମିସନର୍‌ ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଓଡ଼ିଶା ଭିଜିଲାନ୍ସର ୧୦ ଜଣ ଡିଏସ୍‌ପି, ୧୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ଟିମ୍‌ ଚଢ଼ାଉ ଜାରି ରଖିଛନ୍ତି ।
Read More...