Monthly Archives

July 2024

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାୟଗଡ଼ା ସହରର ଟେଲିଫୋନ୍‌ ଏକ୍ସଚେଞ୍ଜ ଲେନ୍‌ରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ହତ୍ୟା ପରେ ସ୍ଵାମୀ ଫେରାର୍‌ ହୋଇଯାଇଛି । ମୃତ ମହିଳା ହେଲେ ପି. ଗୌରୀ(୪୫) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା । ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଏହି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇ ଥିବାବେଳେ ଜିଲ୍ଲା ପ୍ରଶାସନକୁ
Read More...

ରାସ୍ତା କଡ଼ରେ ପଡ଼ିଛି ମୃତଦେହ : ହତ୍ୟା ସନ୍ଦେହ

ଭୁବନେଶ୍ୱର : ରାସ୍ତା କଡ଼ରେ ପଡ଼ିଛି ମୃତଦେହ । ଭୁବନେଶ୍ୱର ଲୁମ୍ବିନୀ ବିହାର ଏବଂ ମୈତ୍ରୀ ବିହାରକୁ ସଂଯୋଗ କରୁଥିବା ୨ ଶହ ଫୁଟିଅ ଟିଆ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ଲୁମ୍ବିନୀ ବିହାର ଏବଂମୈତ୍ରୀ ବିହାରକୁ ସଂଯୋଗ
Read More...

ମହୁଲବାହାଲି ରେଳ ଅଣ୍ଡର ବ୍ରିଜ୍‌ରେ ପାଣି : ତୁରେକେଲା-ନୁନହାଡ ପିଡବ୍ଲୁଡିରାସ୍ତା ବାଧାପ୍ରାପ୍ତ

ଯାତାୟତ ଅସୁବିଧାରେ ନୂଆପଡା ଓ ଝରଣି ଗ୍ରାମବାସୀ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାକୁ ସଂଯୋଗ କରୁଥିବା ନୁନହାଡ-ତୁରେକେଲା ଭାୟା-ମହୁଲବାହାଲ ପିଡବ୍ଲୁଡି ରାସ୍ତା ଜୁଲାଇ ମାସର ଝରି ବର୍ଷା ଯୋଗୁଁ ଗମନାଗମନରେ ଘୋର ଅସୁବିଧା ଦେଖାଦେଇଛି ।
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲୋକ ସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ୍
Read More...

ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଶେଷ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ
Read More...

ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୩୦ରେ 'ଆନ୍ତର୍ଜାତୀୟ ବନ୍ଧୁତ୍ଵ ଦିବସ' ପାଳନ କରାଯାଏ । ଏହି ଦିବସରେ ବନ୍ଧୁମାନଙ୍କୁ ସମ୍ମାନିତ କରିବା ଏବଂ ଆମ ଜୀବନରେ ଉନ୍ନତି ଆଣିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା । ବନ୍ଧୁମାନେ ଆମ ଜୀବନକୁ
Read More...

ଟ୍ରାକ୍ଟର ଚୋରକୁ ଗିରଫ୍‌ କଲା ଲୋଇସିଂହା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଚୋରକୁ ଗିରଫ୍‌ କଲା ଲୋଇସିଂହା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଲୋଇସିଂହା ଥାନା ନଅଗାଁ(ବି) ନିବାସୀ ନିରଂଜନ ପଧାନ ଗତ ୨୧ ତାରିଖ ଦିନ ରାତିରେ ରୁଗୁଡିଖାଲ୍‌ରେ ଥିବା
Read More...

ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘ ପୁର୍ନଗଠିତ

ଭୁବନେଶ୍ୱର :୨୯-୦୭-୨୦୨୪ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘର ପୁର୍ନଗଠିତ ହୋଇଯାଇଛି । ଉକ୍ତ ସାଂଗଠନିକ ବୈଠକ ରବିବାର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକଙ୍କ ସଭାପିତତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବରେ ଶରତ
Read More...

ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସର ଗ୍ରହଣ କରିଥିବା ବିଆରୟସିସି ଟିକେଚନ୍ଦ୍ର ମାଝୀ ଓ ପ୍ରଧାନ ଶିକ୍ଷକ ଅରୁଣ କୁମାର ଠାକୁରଙ୍କୁ ଭବ୍ୟ ଆୟୋଜନ ମଧ୍ୟରେ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର
Read More...