ଲୋକସଭା ସାଂସଦଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ନିଯୁକ୍ତ : ବିଭିନ୍ନ ମହଲରୁ ଶୁଭେଚ୍ଛା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନବନିର୍ବାଚିତ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ମୁରିବାହାଲ ବ୍ଲକ ସାଂସଦ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ପୁଣି ଥରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ବେହେରା ସାଂସଦ ପ୍ରତିନିଧି ନିଯୁକ୍ତ ହେବା ପରେ ମଙ୍ଗଳବାର ସେ!-->…
Read More...
Read More...