Monthly Archives

July 2024

ୱିଙ୍ଗସ୍ ଟୁ ଆୱାର ହୋପ୍ସ – ଭାଗ ୧, ରାଷ୍ଟ୍ରପତି ଭବନ : ହେରିଟେଜ୍ ମିଟ୍ସ ଦି ପ୍ରେଜେଣ୍ଟ ଏବଂ କାହାନୀ…

ଏହି ପୁସ୍ତକଗୁଡ଼ିକ ଦେଶବାସୀଙ୍କ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସହାନୁଭୂତିର ଏକ ପ୍ରଭାବଶାଳୀ ଅଭିବ୍ୟକ୍ତି, ଆମ ଗଣତନ୍ତ୍ର ପାଇଁ ଏକ ଅମୂଲ୍ୟ ସମ୍ପଦ : ଶ୍ରୀ ଚୌହାନଏହି ପୁସ୍ତକଗୁଡ଼ିକ ଆଗାମୀ ପିଢ଼ି ପାଇଁ ଏକ ସଂକଳନ ଭାବେ କାମ କରିବ : କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍‌
Read More...

ସହରରେ ମହୁମାଛି ପାଳନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହୁମାଛି ପ୍ରାକୃତିକ ପରିସଂସ୍ଥାରେ ପରାଗରେଣୁ ବହନକାରୀ ଭାବରେ ଗୁରୁତ୍ଵ ବହନ କରନ୍ତି, କିନ୍ତୁ ପ୍ରାକୃତିକ ଜଙ୍ଗଲ ଅପସାରଣ ଓ ପରିବେଶ ପ୍ରଦୂଷଣ ହେତୁ ଅନେକ ସ୍ଥାନରେ ସେମାନେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ପ୍ରକୃତି ବକ୍ଷରେ ଅନେକ ପ୍ରକାରର
Read More...

ଝିଅଙ୍କ କପାଳରେ ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ସାମ୍ନାକୁ ଆସିଛି ଏକ ବିଚିତ୍ର ଘଟଣା । ବଲାଙ୍ଗିରରେ ପୁଣି ଅନ୍ଧବିଶ୍ୱାସର କୁପରିଣତି ସାମ୍ନାକୁ ଆସିୁଛି । ସୁସ୍ଥ ହେବାକୁ ଗୁଣିଆଁ ପାଖକୁ ଯାଇ ଜଣେ ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ୧୯ ବର୍ଷିଆ ଜଣେ ଝିଅଙ୍କ କପାଳରେ ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ
Read More...

ବାହୁଡ଼ାଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୟଲସାଗର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ ଆଜି ବୟଲସାଗର ଗ୍ରାମର ବେଣୁ ବରିହା (୫୮) ବର୍ଷ ବୟସ ସେ କିନ୍ଦ୍ରଟାଲ
Read More...

ଗରଗଡବାହାଲର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅସୁରମୁଣ୍ଡାର ୩ ସନ୍ତାନର ବାପା ଗିରଫ

ପୋକସୋ କୋର୍ଟ ଚାଲାଣ, ନାବାଳିକା ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅସୁରମୁଣ୍ଡା ଗ୍ରାମର ଶଙ୍କର ତାଣ୍ଡିଙ୍କ ପୁଅ ସୁନାଧର ତାଣ୍ଡି(୨୪)ନାମକ ଜଣେ ୩ ସନ୍ତାନର
Read More...

ଭାରତରେ ଭଏସ୍ ଓଭର କଳାକାରଙ୍କ ପାଇଁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ଦ ଭଏସ୍ ବକ୍ସ’ ଆରମ୍ଭ କରିବା ନିମନ୍ତେ…

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି) ଭାରତରେ ଭଏସ୍ ଓଭର କଳାକାରମାନଙ୍କ ପାଇଁ ‘ଦ ଭଏସ୍ ବକ୍ସ’ ନାମକ ଏକ ଉନ୍ନତ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ନେଟ୍‌ଫ୍ଲିକ୍ସ ଇଣ୍ଡିଆ ସହ
Read More...

ଅସହାୟ ଏବଂ ଗରିବ ମହିଳାଙ୍କ ପାଇଁ ମାଗଣା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲେ ଡା. ଶଙ୍କର ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ସମାଜ ସେବା ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସବୁବେଳେ ଡା. ଶଙ୍କର ରାମଚନ୍ଦାନୀ ଚର୍ଚ୍ଚାରେ ରହୁଥିବା ବେଳେ ଗତ ୨୧ ଜୁନରେ ନିଜ ମାଁଙ୍କ ଦେହାନ୍ତ ପରେ ନିଜ ମାଁ ସ୍ୱର୍ଗତ ଲଜବନ୍ତି ରାମଚନ୍ଦାନୀଙ୍କ ସ୍ମୃତିରେ ଅସହାୟ ଗରିବ ଓ ବିଧବା ମହିଳାଙ୍କ
Read More...

ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ସୂଚନା ଦେଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ : ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା । ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ ।
Read More...

ରଥଯାତ୍ରାରେ ସିଟିଜେନ୍‌ ସେଣ୍ଟ୍ରିକ୍‌ ସର୍ଭିସେସ୍‌ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଶୁଖିଲା ଖାଦ୍ୟ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦ ଦ୍ୱାରା ଅନୁମୋଦିତ ଅନୁଷ୍ଠାନ ସିଟିଜେନ୍‌ ସେଣ୍ଟ୍ରିକ୍‌ ସର୍ଭିସେସ୍‌ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଶୁଖିଲା ଖାଦ୍ୟ ବଣ୍ଟନ
Read More...

ଏମିତି ବି ଆସେ ମୃତ୍ୟୁ : ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ବାଟରେ ପଡି ଯୁବକ ମୃତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଗାଧୋଇ ସାରି ଘରକୁ ଫେରୁ ଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ଥାନା କୁକୁଡାହାଡ ଗାଁର ଗୋବିନ୍ଦ କୁଅଁର (୨୬) । ସୂଚନାଯୋଗ୍ୟ ଯେ, କୁକୁଡାହାଡ ଗାଁରେ ରହୁଥିବା ଗୋବିନ୍ଦ କୁଅଁର ଗତ କିଛି ମାସ ଆଗରୁ ପେଟ ବ୍ୟଥା
Read More...