Monthly Archives

July 2024

ପୁରେନାରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ । ଅତିଥି ଶିକ୍ଷକ ଭାବରେ ଆଜି ଯୋଗଦାନ
Read More...

ଭଟଲିରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଅରକ୍ଷୀ ଅଧିକ୍ଷକ ପ୍ରହଲ୍ଲା ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ
Read More...

ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଲଧା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲଧା ଗ୍ରାମ ପଞ୍ଚାୟତ ସରପଞ୍ଚ
Read More...

ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ବଲେରୋ : ଦୋକାନୀ ଆହତ

ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗାଁ ଛକରେ ଏକ ଦୋକାନ ଭିତରକୁ ବଲେରୋ ପଶିଯିବାରୁ ଦୋକାନୀ ଆହତ ହୋଇଛନ୍ତି । ଦୋକାନରେ ଥିବା ଅନ୍ୟ ଗ୍ରାହକମାନେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ନରେନ୍ଦ୍ରରୁ ବଣାଇ ଅଭିମୁଖେ ଦ୍ରୁତଗତିରେ ଆସୁଥିବା
Read More...

ନୂଆଁମୁଣ୍ଡାରେ ଅଭାବନୀୟ ଘଟଣା : ଘର ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର

ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଜୁରାବନ୍ଦ ପଞ୍ଚାୟତ ସ୍ଥିତ ନୂଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗତ ଶନିବାର ଦିନ ଲଗାଣ ବର୍ଷାରେ ଘର ଭୁଶୁଡି ପଡି ଗୋଟିଏ
Read More...

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଶଙ୍କରଙ୍କୁ ଜଳାଭିଷେକ ପାଇଁ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ
Read More...

ଜାତୀୟ ଆମ୍ବ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ୨୨ରେ 'ଜାତୀୟ ଆମ୍ବ ଦିବସ', ଫଳ ରାଜା ଆମ୍ବ ପାଇଁ ପାଳନ ହେଉଥିବା ଏକ ଉତ୍ସବ । ଏହି ବାର୍ଷିକ ଉତ୍ସବ ସମସ୍ତଙ୍କ ପ୍ରିୟ ଉଷ୍ଣ ମଣ୍ଡଳୀୟ ଫଳ ଆମ୍ବ ପାଇଁ ଉତ୍ସର୍ଗୀକୃତ ଅଟେ ଯାହା ସମଗ୍ର ବିଶ୍ୱରେ ଲୋକଙ୍କ ହୃଦୟ ଜିଣି ଥାଏ । ଆମ୍ବ ହେଉଛି ଏକ
Read More...

ପଦ୍ମପୁରରେ କ୍ୟାନ୍ସର୍‌ ଯାଞ୍ଚ ଶିବିର : ଯାଞ୍ଚ କଲେ ୭୦ ଜଣ ଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସ୍‌ପିଟାଲ୍‌ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ
Read More...

ମୁକୁଳା ଟ୍ରାନ୍ସଫର୍ମର ପାଇଁ ଚାଲିଗଲା ଗୋମାତାର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଗୋମାତାର ଜୀବନ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର, ବାରମ୍ବାର
Read More...

କନ୍ଦାଗାଡ଼ ଗାଧୁଆ ତୁଠ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନରେ ଥିବା କନ୍ଦାଗାଡ଼ ଗ୍ରାମ ପଞ୍ଚାୟତ କନ୍ଦାଗାଡ଼ କଟାର ଗାଧୁଆ ତୁଠରେ ହୋଇଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତ କାହା ଆଦେଶରେ ଏହିପରି ଦୁର୍ନୀତି କାର୍ଯ୍ୟ କରିଛନ୍ତି । ଏହି କନ୍ଦାଗାଡ଼ ଗ୍ରାମରେ ଆମ
Read More...