Monthly Archives

July 2024

ପବିତ୍ର ଗୁରୁ ପୂର୍ଣ୍ଣିମା ତିଥୀରେ ଇତିହାସ ରଚିଲା ପ୍ରସିଦ୍ଧ ରାମଚଣ୍ଡୀ ଶକ୍ତିପୀଠ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମା ତିଥୀରେ ସର୍ବତ୍ର ଗୁରୁ ପୂଜନ ପଦ୍ଧତିରେ ଗୁରୁଙ୍କୁ ସ୍ମରଣ ଓ ଗୁରୁଙ୍କୁ ପୂଜା, ଗୁରୁ ପାଦୁକା ପୂଜା ଏବଂ ଭକ୍ତି ଓ ଆରାଧନା କରାଯାଇଛି । ଏପରିକି ଗୁରୁଙ୍କ ନୀତୀଶାସ୍ତ୍ରମାନ ସମାଜରେ ପ୍ରଚଳିତ କରାଯାଇ
Read More...

ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରା ଡୁବୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ‌ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସୁଦେବ ପୋଢଙ୍କ ସଭାପତିତ୍ୱରେ
Read More...

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ବାସ୍ତବ ଜିଡିପି ୬.୫-୭ ପ୍ରତିଶତ ମଧ୍ୟରେ ରହିବା ନେଇ ଆକଳନ

ଦୃଢ଼ତା ପ୍ରଦର୍ଶନ କରିବା ସହିତ ଭାରତର ବାସ୍ତବ ଜିଡିପି ଆର୍ଥିକ ବର୍ଷ ୨୦୨୩-୨୪ରେ ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହାକି ଆର୍ଥିକ ବର୍ଷର ୪ଟି ତ୍ରୟମାସ ମଧ୍ୟରୁ ୩ଟିରେ ୮ ପ୍ରତିଶତରୁ ଅଧିକ ରହିଛିଆର୍ଥିକ ବର୍ଷ ୨୦୨୩-୨୪ରେ ସାମଗ୍ରିକ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ)ରେ କୃଷି, ଶିଳ୍ପ ଓ
Read More...

ସଂସଦ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

“ତୃତୀୟ ପାଳି ସରକାରରେ ବଜେଟ ଉପସ୍ଥାପନ କରାଯିବା ଘଟଣାକୁ ଦେଶ ଏକ ଗୌରବମୟ ଘଟଣା ଭାବରେ ଦେଖୁଛି”“ଚଳିତ ବଜେଟ ବର୍ତ୍ତମାନର ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ପାଇଁ ଆଭିମୁଖ୍ୟକୁ ସ୍ପଷ୍ଟ କରିବ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ”“ଦଳୀୟ ରାଜନୀତି
Read More...

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଦ୍ଵାରା ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବାହ୍ନ ୯ ଟଶ ସମୟରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରୁ ସନ୍ଥ
Read More...

ମାୟାବର୍ହା ହାଇସ୍କୁଲରେ ଜୁନିୟର୍‌ ରେଡ୍‌କ୍ରସ୍‌ ୟୁନିଟ୍‌ ଗଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ମାୟାବର୍ହାରେ ୨୦୨୪-୨୫ ଶିକ୍ଷା ବର୍ଷର ସ୍ୱେଚ୍ଛାସେବୀଙ୍କୁ ନେଇ ଜୁନିୟର୍‌ ରେଡ୍‌ କ୍ରସ୍‌ ୟୁନିଟ୍‌ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ
Read More...

ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂରେ ଭାଗନେଲେ ବଲାଙ୍ଗିରର ୪ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଆରେ ଆସନ୍ତା ଜୁଲାଇ ୨୪ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ରେ ଯୋଗ ଦେବାକୁ ବଲାଙ୍ଗିର ଜିଲ୍ଲାର ଆମେଚ୍ୟୁର କିକ୍‌ ବକ୍ସିଂ ସଂଘର ୪ ଖେଳାଳି ମନୋନିତ ହୋଇଛନ୍ତି । ବଲାଙ୍ଗିର କିକ୍‌ ବକ୍ସିଂ ସଂଘର
Read More...

ମୁହଁରେ ପ୍ଲାଷ୍ଟିକ୍‌ ଡବା ଲାଗିଥିବା କୁକୁରକୁ ଉଦ୍ଧାର କଲେ ପ୍ରାଣୀ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଲୁହାଖାନ ଗ୍ରାମରେ ଗୋଟିଏ ବୁଲା କୁକୁରର ମୁହଁରେ ଏକ ପ୍ଲାଷ୍ଟିକ ଡବା ପଶି ଯାଇଥିବାରୁ ଲୋକଙ୍କ କହିବା ଅନୁସାରେ ୧୫ ଦିନ ଧରି ନଖାଇ ଗ୍ରାମରେ ଘରକୁ ଘର ପଶି ଯାଉଥିଲା । ଆଖି ପର୍ଯ୍ୟନ୍ତ ଡବା ପଶି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌ ୨୧୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ପ୍ରାୟ ୧୨୦ଟି ଅଭିଯୋଗ କେବଳ
Read More...

ବିଧାନସଭା ପ୍ରଥମ ଅଧିବେଶନରେ ଆଜି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ

ଭୁବନେଶ୍ୱର : ବିଧାନସଭା ପ୍ରଥମ ଅଧିବେଶନରେ ଆଜି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ । ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ
Read More...