Monthly Archives

July 2024

ଗଞ୍ଜାମ ଜିଲ୍ଲାରେ ପାଳିତ ହେଉଥିବା ରଥଯାତ୍ରା ସମ୍ପର୍କିତ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇ ଆସୁଥିବା ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା
Read More...

‘ମାଁ ପାଇଁ ଗଛଟିଏ’ ଆହ୍ୱାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସବୁଜ ବନାନୀ, କୃତ୍ରିମ ଜଙ୍ଗଲ ସୃଷ୍ଟି କରି ମୁକ୍ତ,ସୁସ୍ଥ ପରିବେଶ ଗଠନ କରିବାପାଇଁ ଛତ୍ରପୁର ଜେଲ୍ ରୋଡ଼ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇ ଏକ ନିଆରା ସଚେତନତା ସୃଷ୍ଟି କରାଯାଇଛି । ଲୋକଟିଏ ଗଛଟିଏ, 'ମାଁ ପାଇଁ ଗଛଟିଏ' ଆହ୍ୱାନ ଦିଆଯାଇଛି
Read More...

ଛତ୍ରପୁର ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ଅଭିଯୋଗ

ଉଚ୍ଚସ୍ତରୀୟ ତଦନ୍ତ ହୋଇ ଏହାକୁ ପୂର୍ଣ୍ଣାଙ୍ଗ କରିବାକୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ଚାରି ପାର୍ଶ୍ଵରେ ଥିବା ପୋଖରୀ ଗୁଡ଼ିକର ଖନନକାର୍ଯ୍ୟ ଏବେ ସୁଦ୍ଧା ସରିନାହିଁ । ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ
Read More...

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଦ୍ୱିତୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଦ୍ୱିତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏନ୍‌ଏସ୍‌ଏସ୍‌ ବ୍ୟୁରୋର ଉଦ୍‌ଘାଟନ, ପ୍ରଥମ ଉପଦେଷ୍ଟା ମଣ୍ଡଳୀର ବୈଠକ, ଭିତ୍ତିଭୂମି ଉନ୍ନୟନ, ପ୍ରୋଗ୍ରାମ ଅଫିସରମାନଙ୍କ ପାଇଁ
Read More...

ଓଏଭି ଛାତ୍ରୀ ପାଇଲେ କରାଟେ ବ୍ଲାକ୍‌ ବେଲ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦଶନ୍ଧୀ ଧରି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଛାତ୍ରଛାତ୍ରୀ ତଥା ଯୁବତିମାନଙ୍କୁ କରାଟେ ଓ ଆତ୍ମ ରକ୍ଷା ତାଲିମ ପ୍ରଦାନ କରିଆସୁଛି ଏହି କରାଟେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା କୋଚ ହେଉଛନ୍ତି ବ୍ଲାକ୍‌ ବେଲ୍ଟ ୫ମ ଡାନ୍‌ ଆନ୍ତର୍ଜାତୀୟ
Read More...

ଘଞ୍ଚଜଙ୍ଗଲ ପାହାଡ଼ ଉପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା

ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା ସାଜିଲା ହତିଆର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଡୁଡକିପଦର ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରପାହାଡ଼ ଉପରେ ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଭଳି ଏକ
Read More...

ଡୁଙ୍ଗୁରୀଗୁଡ଼ା ଗ୍ରାମରୁ ଜଣେ ଯୁବତୀଙ୍କ ସହ ଅନ୍ୟ ଜଣେ ନାବାଳିକା ୫ଦିନ ହେଲା ନିଖୋଜ : ଥାନାରେ ମାମଲା ରୁଜ୍ଜୁ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରୀଗୁଡା ଗ୍ରାମରୁ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ଅନ୍ୟ ଜଣେ ୧୪ ବର୍ଷୀୟା ନାବାଳିକା ଗତ ୫ ଦିନ ଧରି ଏକ ସଙ୍ଗେ ନିଖୋଜ ହୋଇଯାଇଥିବା ନେଇ ଉଭୟ ପରିବାର ଲୋକଙ୍କ ପକ୍ଷରୁ ଅଲଗା ଅଲଗା
Read More...

ଧଣ୍ଡାମୁଣ୍ଡା ଠାରେ ୭୫ତମ ବନ ମହୋତ୍ସବର ଚତୁର୍ଥ ଦିନ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି- ‘ଦଶ ପୁତ୍ରୋ ସମ ଦ୍ରୁମ’ । ଅର୍ଥାତ୍‌ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷରୋପଣ କରି ତାକୁ ବଞ୍ଚାଇବା ଶ୍ରେୟସ୍କର । ଗୋଟିଏ ବୃକ୍ଷ ତାର ଜୀବନକାଳ ଭିତରେ ବିଶେଷ କରି ମନୁଷ୍ୟକୁ ଅନେକ ସାହାଯ୍ୟ କରେ ।
Read More...

କନ୍ଦାଜୁରିରେ ଆନ୍ତଃଜିଲ୍ଲା ପଥର ମାଫିଆଙ୍କ ରାଜୁତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଲିଛି ପଥର ମାଫିଆଙ୍କ ରାଜୁତି । ପ୍ରଶାସନିକ ନୀତିନିୟମ ଓ ସମସ୍ତ କଟକଣାକୁ ଫୁ' କରି ବେଆଇନ ଭାବେ ଆନ୍ତଃଜିଲ୍ଲା ମାଫିଆ ମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ଲୋଇସିଂହା ତହସିଲ ଅନ୍ତର୍ଗତ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ଏଭଳି ଅଭିଯୋଗ
Read More...