Daily Archives

ଲେବଡା ଅଞ୍ଚଳର ୪ଜଣ ସ୍ଵେଚ୍ଛାସେବୀ ଗୋଟିଏ ଦିନରେ ରକ୍ତଦାନ କରି ଅସହାୟଙ୍କ ଜୀବନ ବଞ୍ଚାଇଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗସିରା ପଞ୍ଚାୟତ ଗୌଡତୁଲା ଗ୍ରାମର ଚୁଲେଶ୍ୱରୀ ସାହୁ(୨୬)ଙ୍କ ଶରୀରର ରକ୍ତ ୫.୦ ଓ ମୁରିବାହାଲ ବ୍ଲକ ଚାଉଳଫୁପୁଡ଼ା ଗ୍ରାମର ଦେବକୀ ତାଣ୍ଡି (୪୫) କିଡନୀ ରୋଗରେ ପୀଡିତ ଥିବା ବେଳେ ତାଙ୍କ ରକ୍ତ ୬.୪ ହୋଇଯାଇଥିଲା
Read More...

ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ ରାଉରକେଲା ଶାଖା ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦଙ୍କ ୬୧ତମ ପୂଣ୍ୟତିଥି ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ରୂପେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ
Read More...

ଆର୍ନ୍ତଃଜାତୀୟ କରାଟେରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତା ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଅଷ୍ଟମ ଆର୍ନ୍ତଃଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆନ୍ସ ଚ୍ୟାଲେଞ୍ଜର କପ୍‌ରେ ବଲାଙ୍ଗିର କରାଟେକାମାନେ ୯ ଗୋଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ମୋଟ୍‌ ୧୮ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାକୁ
Read More...

ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତରେ ଅବଦାନ ନେଇ ଆଲୋଚନା ଚକ୍ର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ କେ.ଭି. କଲେଜରେ କାର୍ଯ୍ୟରତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତରେ ଅବଦାନ ନେଇ ଏକ ଆଲୋଚନା ଚକ୍ର ମଙ୍ଗଲବାର ଦିନ ସ୍ଥାନୀୟ ବନମାଳି ପ୍ୟାଲେସର ସଭା ବଙ୍କୁଏତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଜିଲ୍ଲା ସଭାପତି ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମଙ୍ଗଳବାର ଦିନ ଜିଲ୍ଲା ସଭାପତି ଦେବକୀ ସାହୁ ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ ଜାରି ରଖିଥିଲେ । ଜିଲ୍ଲା ସଭାପତି ଦେବକୀ ସାହୁ, ନୀରୁପମା ମାଝି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ
Read More...

ଅବସର ଗ୍ରହଣ କଲେ ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ

ଖଡ଼ିଆଳ, (କେପିଏନ୍‌ଏସ୍‌) : ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ ଦୀର୍ଘ ଛତିଶ ବର୍ଷ ଶିକ୍ଷାଦାନ ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଯୋଶୀଙ୍କ ସଭାପତିତ୍ୱରେ ଏକ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ
Read More...

ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ସ୍ଥାନୀୟ ମ୍ୟୁନିସିପାଲ୍‌ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁର ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ
Read More...

ରାଉରକେଲା କଲେଜରେ ଲାଇବ୍ରେରୀ ମୁକ୍ତ ବିତରଣ ବ୍ୟବସ୍ଥା ସହ ନୂତନ ଗୃହ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜରେ କମ୍ପ୍ୟୁଟର ଯୁକ୍ତ ମୁକ୍ତ ବିତରଣ ବ୍ୟବସ୍ଥା ଲାଇବ୍ରେରୀର ନୂତନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଲାଇବ୍ରେରୀ ଇନ୍‌ଚାର୍ଯ ପ୍ରଫେସର ତପସ୍ୱିନୀ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶ୍ରୀମତୀ ନନ୍ଦିନୀ ମିଶ୍ର ସହକାରୀ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ । ପୂର୍ବତନ
Read More...

ଅଧିନିୟମ ୩୭୭ ଅନୁଯାୟୀ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀକଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ବିଜୁ ଜନତାର ସରକାର ସମୟରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଖଣି ଦୁର୍ନୀତି ଉପରେ ସାହା କମିଶନ ସମୀକ୍ଷା କରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତତ୍କାଳୀନ ବିଜୁ ଜନତାଦଳର ସରକାର ରାଜ୍ୟ ଭିଜିଲାନ୍ସ ବିଭାଗ ଖଣି ଦୁର୍ନୀତିର ତଦନ୍ତ କରି ଖଣି
Read More...