Daily Archives

ତାପଜ ଇଞ୍ଜିନିୟର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାପଜ ଇଞ୍ଜିନିୟରିଂ ହେଉଛି ଉତ୍ତାପ ଶକ୍ତିର ଗତି ଏବଂ ଏହାର ସ୍ଥାନାନ୍ତର ବା ରୂପାନ୍ତର ବିଷୟରେ କାରିଗରୀ ଜ୍ଞାନ କୌଶଳ । ଶକ୍ତି ଦୁଇଟି ମାଧ୍ୟମ ମଧ୍ୟରେ ସ୍ଥାନାନ୍ତରିତ ହୋଇପାରେ କିମ୍ବା ଅନ୍ୟାନ୍ୟ ଶକ୍ତିରେ ରୂପାନ୍ତରିତ ହୋଇପାରେ । ଜଣେ ଥର୍ମାଲ୍
Read More...

ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ

ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସି ନାବାଳକ ନିଖୋଜ । ନିଖୋଜ ଜଣକ ହେଲେ ଖଇରାବାଦ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ୮ ବର୍ଷର ପୁଅ ବିଶ୍ୱରଞ୍ଜନ ସାହୁ । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ ଗ୍ରାମ ନିକଟରେ ଥିବା କେନାଲକୁ ଶୌଚ
Read More...

ବିଧାନସଭାରେ ଆଜି ହେବ ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର : ବିଧାନସଭାରେ ଆଜି ଉପବାଚସ୍ପତି ନିର୍ବାଚନ ହେବ । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଆଜି କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି
Read More...

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍‌ରେ ହାସ୍ୟ ବ୍ୟଙ୍ଗ କବିତା ଆସର୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଲୋକ୍ ଯେତ୍‌କି ଯେତ୍‌କି ପଏସା କମେଇ ଚାଲିଛନ୍ ସେତ୍‌କି ସେତ୍‌କି ଟେନ୍‌ସନ୍ ବି ବଢି ଚାଲିଛେ । ସଭେ ସବୁବେଳେ ଭିଡେ ଭାଡେ ରହିକରି ନିଜର୍ ମୁହୁଁ ନୁ ହଁସି ହଜେଇ ବସୁଛନ୍ । ହେତିର୍ ଲାଗି ମୁନୁସ୍ ଦିହେଁ ଧନି ନୁ ଗରିବ୍ ସବକର୍ ଠାନେ ଦେଖବାକେ ମିଲୁଛେ
Read More...

ଓଡ଼ିଶାରେ ଆଉ ୩ ଦିନ ବର୍ଷା : ଆଜି ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ ଦିନ ବର୍ଷା । ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା । ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ । ଏନେଇ ପୂର୍ବାନୁମାନ କରିଛି
Read More...

ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି : ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି । ଏହି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର
Read More...

୨୦୨୪-୨୦୨୫ କେନ୍ଦ୍ର ବଜେଟ୍‌ର ସାରାଂଶ

ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡ଼କୁ ଗତି କରୁଛି୫ ବର୍ଷରେ ୪.୧ କୋଟି ଯୁବକଯୁବତୀଙ୍କୁ ରୋଜଗାର, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗାଇଦେବା ପାଇଁ ୫ଟି ଯୋଜନା ଓ ପଦକ୍ଷେପକୁ ନେଇ ୨ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ପ୍ୟାକେଜ୍'ବିକଶିତ ଭାରତ' ଅଭିଯାନ
Read More...

ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଲାଗିଛି ମାଓ ପୋଷ୍ଟର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କରେଇକେଲା ଠାରେ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି । ଏହି ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଝାଡ଼ଖଣ୍ଡ ଏବଂ ବିହାର
Read More...

ବନ ବିଭାଗର ବଡ଼ ଧରଣର ଚଢ଼ଉ‌ : ଘଟଗାଁ ସାନ୍ତରାପୁର ଗ୍ରାମରେ ୭ ଟ୍ରିପରୁ ଅଧିକ କାଠ ଜବତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଡିଏଫ୍‌ଓଙ୍କ ତତ୍ୱାବଧାନରେ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌ କରିଛି । ଘଟଣା ସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଟ୍ରିପରୁ ଅଧିକ କାଠ ଜବତ ହୋଇଥିବା
Read More...

ଚୋରା ବାଇକ୍‌ ଜବତ କଲା ପୋଲିସ : ୩ ଗିରଫ

ରାୟଗଡ଼ା : ରାୟଗଡ଼ାରେ ୪ଟି ଚୋରି ବାଇକ୍‌ ଜବତ କରିଛି ଗୁଣପୁର ପୋଲିସ୍ । ବାଇକ୍‌ ଚୋରି ଘଟଣାରେ ୨ ନାବାଳକ ସହ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ଣକ ଗୁଣପୁର ଆମ୍ବେଦକର କଲୋନୀର କୁନାଲ ମିଶାଲ(୨୬) ବୋଲି ଜଣାପଡିଛି । ୪ଟି ବାଇକ୍‌ ମଧ୍ୟରୁ ଗୋଟିଏ ବାଇକ୍‌ ବିଶାଖାପାଟଣାର
Read More...