Daily Archives

ରବି ପଣ୍ଡା ତୃତୀୟ ଥର ପାଇଁ ଫୁଟବଲ୍‌ ଏସୋସିଏସନ୍‌ ଅଫ୍‌ ଓଡ଼ିଶାର ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ଇଣ୍ଡୋର ଗେମ୍ସ ସମ୍ପାଦକ ତଥା କ୍ରୀଡା ସଂଗଠକ ରବି ପଣ୍ଡା ଫୁଟବଲ ଏସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ)ର ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି କଟକ ବାରବାଟି ଷ୍ଟାଡିୟମ୍‌ର କନ୍‌ଫରେନ୍ସ ହଲ୍‌ରେ କାର୍ଯ୍ୟକାରୀ ସଭାପତି
Read More...

ନିମ୍ନମାନର ରାସ୍ତା କାମ ଅଭିଯୋଗ : ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା, ଖାଳ ଓ ଢିପରେ ପିଚୁ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା)ବ୍ଲକରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ ହୋଇଛି । ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୁଟାସିଂହା ଓ ଛୋକର୍ମାଲ ପଂଚାୟତରେ । ରାସ୍ତା ନିର୍ମାଣର ୭ ଦିନ ନ ପୂରୁଣୁ ପିଚୁ ଉଠିଯାଇଥିବା ଦେଖାଯାଇଛି । ଅଙ୍ଗ ଶାଖା କେନାଲ
Read More...

ଶ୍ରୀଚୈତନ୍ୟ ମଠରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀଚୈତନ୍ୟ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଆଧ୍ୟାତ୍ମିକ ବ୍ୟକ୍ତି ତଥା ଶିଷ୍ୟ ଓ ଶିଷ୍ୟା ମାନେ ମଠରେ ପହଞ୍ଚି ମଠ
Read More...

ୟୁଥ୍ ଫର୍ ଭିଲେଜ୍ ପାଇଲା ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼ ୨୦୨୪

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ତାରିଣୀ ପଲ୍ଲୀ ଗ୍ରାମରେ ଗଢି ଉଠିଥିବା ୟୁଥ୍ ଫର୍ ଭିଲେଜ୍ ସ୍ୱେଛାସେବୀ ସାମାଜିକ ସଙ୍ଗଠନକୁ ମିଳିଛି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା । ରକ୍ତଦାନ, ବୃକ୍ଷରୋପଣ, ଯୁବ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ସମୁଦ୍ର
Read More...

ବନ ମହୋତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଚାରିଆଡ଼େ ଚାଲିଛି ବନ ମହୋତ୍ସବ । ପରିବେଶକୁ ସବୁଜ ରଙ୍ଗରେ ସୁସଜ୍ଜିତ କରିବା ପାଇଁ ବହୁ ସଂଗଠନ ଏବଂ ସାଧାରଣ ଲୋକେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ଶିବତଲା ଠାରେ ବନ ମହୋତ୍ସବ ପାଳନ
Read More...