shyamal
Daily Archives

ବରଗଡର ଇନରହ୍ଵିଲ କ୍ଲବ୍‌ର ୩୨ତମ ଅଧିଷ୍ଠାନ ସମାରୋହ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ଇନରହ୍ଵିଲ କ୍ଲବ ଅଫ ବରଗଡ଼ର ୩୨ତମ ପ୍ରତିଷ୍ଠା ଦିବସ ଏବଂ ଶପଥବିଧି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦୀପ ପ୍ରଜ୍ୱଳନ ଏବଂ ମନ୍ତ୍ରୋଚାର ସହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ କ୍ଲବର ପୂର୍ବତନ ଡିଷ୍ଟ୍ରିକ୍ଟ ଚ୍ୟାୟାରମ୍ୟାନ୍‌
Read More...

ରେଳଷ୍ଟେସନର କାର୍ଯ୍ୟ ଶୀଘ୍ର ତ୍ୱରାନ୍ୱିତ କରାଯାଉ : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ବରଗଡ଼ ରୋଡ୍‌ ରେଳଷ୍ଟେସନକୁ ଯାଇ ସେଠାରେ ତୋରା ରୋଡ୍‌ ଓ ଭେଡେନ୍‌ ରୋଡ୍‌ ଲେଭେଲ୍‌ କ୍ରସିଂରେ ବାରମ୍ବାର ଗେଟ୍ ପଡି ରହୁଥିବାରୁ ଲୋକଙ୍କ ଯିବା ଆସିବାରେ ବହୁତ ସମସ୍ୟା ହେଉଥିଲା । ତେଣୁ ଲୋକଙ୍କ ଦାବିକୁ
Read More...

ସମ୍ବଲପୁରୀ ଦିନରେ ଆସିବେ ଗାୟକ ବିଭୁତିଭୂଷଣ ପଟ୍ଟନାୟକ ଓ ଦୁଃଖିଶ୍ୟାମ ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ଆସନ୍ତା ଅଗଷ୍ଟ ୧ ତାରିଖ ଦିନକୁ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମଲପୁରୀ ଦିନ ରୂପେ ପଦ୍ମପୁର ଟାଉନ ହଲ୍‌ରେ ପାଳନ କରାଯିବାକୁ ନେଇ ଆଜି ରବିବାର ଦିନ ଏକ ପ୍ରସ୍ତୁତି ବୈଠକ
Read More...

ଚିତ୍ରଶିଳ୍ପୀ ବୀରବର ସାହୁଙ୍କ ୧୦୮ତମ ଜୟନ୍ତୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବରିଷ୍ଠ ଚିତ୍ରଶିଳ୍ପୀ ସ୍ୱର୍ଗତ ବୀରବର ସାହୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ବାସଭବନ ପରିସରରେ ପାଳିତ ହୋଇଯାଇଛି । ବୀରବର ସାହୁ ସ୍ମୁତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡା. ସୂବଳଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ
Read More...

ଶ୍ରୀଜଗନ୍ନାଥ ବାବା ଆଖଣ୍ଡଳମଣି ଟ୍ରଷ୍ଟର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ, ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୧୫ ତାରିଖ ଦିନ ସ୍ଥାନୀୟ କଳାକାରଙ୍କ ଦ୍ୱରା ଭଜନ ପରିବେଷଣ,୧୬ ତାରିଖ
Read More...

ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ଆର୍‌. ଜି. ଏଚ୍‌ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆର୍‌ଜିଏଚ୍‌ର ବଟାନିକାଲ୍ ଗାର୍ଡେନ୍ ଠାରେ ଆୟୋଜିତ ହୋଇଯାଇଛି । ଆର୍‌ଜିଏଚ୍‌ର ସୁପରିଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ, ଡେପୁଟି ସିଏମ୍‌ଓ ଡାକ୍ତର ପଣ୍ଡିତ ସାହୁ, ଡାକ୍ତର
Read More...

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ସେକ୍ଟର -୧୯ ସ୍ଥିତ ଶାରଳା ମନ୍ଦିର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାଇ ଅରବିନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ
Read More...

ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଡକର୍ଲ୍ଲେ ହାଇସ୍କୁଲରେ ଚାକିରିରୁ ସେବା ନିବୃତ୍ତି ଯୋଗୁଁ ହିନ୍ଦୀ ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କ ଉଦ୍ଦେଶ୍ୟରେ ଅବସରାକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ
Read More...

ବନ୍ଦ ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ବଓୂ ହେଲେ ଦୀପା ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ
Read More...

ମାଲକାନଗିରିର ପୋଲ ଉପରେ ବନ୍ୟାପାଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଗତ ତିନି ଦିନ ଧରି ବର୍ଷା ଲାଗିଥଃବାରୁ ପୋଲ ଉପରେ ମଧ୍ୟ ଯାତାୟାତ ଠପ୍ ରହିଛି । ଶିରେ ବୁଡି ରହିଛି ଜିଲ୍ଲାର ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬
Read More...