Daily Archives

ଅନୀଲ ବହିଦାର ପ୍ୟାରିସ ଅଲମ୍ପିକ୍ସ ପାଇଁ ପର୍ଯ୍ୟବେକ୍ଷକ ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘର ଆଜୀବନ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଦସ୍ୟ, ଓଡ଼ିଶା ବକ୍ସିଂ ଆସୋସିଏସନ୍‌ର ସମ୍ପାଦକ ତଥା ସର୍ବଭାରତୀୟ ବକ୍ସିଂ ଫେଡେରେସନ୍‌ର ବରିଷ୍ଠ ଉପସଭାପତି ଅନୀଲ କୁମାର ବହିଦାର ଚଳିତ ଜୁଲାଇ ୨୫ ତାରିଖରୁ ଅଗଷ୍ଟ
Read More...

ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର ରାଜ୍ୟ ଓ…

ଭାରତରେ ସର୍ବାଧିକ ସଂଖ୍ୟକ ପ୍ରାଣୀସମ୍ପଦ ଭାରତର ଅର୍ଥବ୍ୟବସ୍ଥା ଏବଂ ଖାଦ୍ୟ ନିରାପତ୍ତା ପାଇଁ ପ୍ରାଣୀସମ୍ପଦ କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ : ପ୍ରଫେସର ଏସ୍.ପି. ସିଂ ବାଘେଲ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର
Read More...

ଦେଢ଼ଗାଁରେ ପଞ୍ଚାୟତସ୍ତରୀୟ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତସ୍ତରୀୟ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ
Read More...

ଦେଶୀଲରେ ପାରିବାରିକ କଳହରୁ ବିବାହିତା ମହିଳାଙ୍କ ଆତ୍ମହତ୍ୟା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମର ଲଳିତା ଓରଫ ଦ୍ରୋପଦୀ ଆଡଯୁଆଡ (୩୮)ନାମକ ଜଣେ ବିବାହିତା ମହିଳା ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଦେଶୀଲ ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌
Read More...

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସିରୋଲ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଅଚାନକ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମାରେ ତଥା ୫୯ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସିରୋଲ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଶନିବାର ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷତ୍ରୀ ଅଚାନକ ପରିଦର୍ଶନ କରିଛନ୍ତି । ସେ ବିଦ୍ୟାଳୟର
Read More...

ଖଣ୍ଡାୟତ ମହିଳା ଶାଖାର କନିକା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଇସ୍ପାତ ନଗର କମିଟିର ମହିଳା ଶାଖା ତରଫରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ କନିକା ବଣ୍ଟନ କରାଯାଇଥିଲା । ମୀନତି ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାର ଭକ୍ତଙ୍କୁ
Read More...

ନେଟ୍‌ୱର୍କ ଟାୱାର ଖୁଣ୍ଟ ଭାଙ୍ଗିଯିବାରୁ କର୍ମଚାରୀ ମୃତ

ବଡବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ମେନ୍ ରୋଡ୍ ଠାରେ ଥିବା ରୁଙ୍ଗଟା ମାଇନ୍ସ କାର୍ଯ୍ୟାଳୟରେ ଅଘଟଣ । ନେଟ୍‌ୱର୍କ ଟାୱାର ଭାଙ୍ଗି ଗଳିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ଅଫିସ ବିଲିଂ ଉପରେ ଥିବା ନେଟ୍‌ୱର୍କ ଟାୱାର ଉପରେ ଚଢ଼ି ଜଣେ କର୍ମଚାରୀ କାମ
Read More...

ହାତୀ ଆକ୍ରମଣରେ ଯୁବକ ଗୁରୁତର ଆହତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡର ବାରାହାଗଡ ପଞ୍ଚାୟତର ହାତିଶୀଳା ଗ୍ରାମରେ ହାତୀ ଆକ୍ରମଣ । ଏହି ଆକ୍ରମଣରେ କପିଳ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, କପିଳ ବେହେରା ଗତକାଲି ବିଳମ୍ବିତ
Read More...

ରାସ୍ତା କଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନନ୍ଦରାମପୁର : ରାସ୍ତା କଡରୁ ବ୍ୟକ୍ତିଙ୍କ ମୃତଦେହ ଠାବ । ବ୍ୟକ୍ତି ଜଣକ ହେଲେ ପଦ୍ମପୁର ବ୍ଲକ୍ ନନ୍ଦରାମପୁର ଗାଁର ନହସନ ପ୍ରଧାନ । ଶୁକ୍ରବାର ରାତି ୧୦ଟାରୁ ନିଖୋଜ । ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୧୦ଟା ଠାରୁ ବ୍ୟକ୍ତି ଜଣକ ନିଖୋଜ ହୋଇଥିଲେ । ଶନିବାର ସଉରା ଆମ୍ଭଖୋଲା ରାସ୍ତା କଡରୁ
Read More...

ଗଜେନ୍ଦ୍ର ଭମର ଆଉ ନାହାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଜେନ୍ଦ୍ର ତ୍ରିଭୁବନ ଦାସ ଭମର ଆଉ ନାହାନ୍ତି । ଶନିବାର ଅପରାହ୍ନ ୩.୩୦ରେ ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଆଜି ଅପରାହ୍ନରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି । ଶେଷ ସମୟରେ
Read More...